ଗ୍ରାଉଣ୍ଡଜିରୋର ହିରୋ !

ପ୍ରତିନିଧିଙ୍କ ବିଲବୁଲା… ଭୁବନେଶ୍ବର :  ନୂଆବର୍ଷ ଆରମ୍ଭହେବାର ଦିନେ ଦି’ଦିନ ପୂର୍ବରୁ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଫସଲ ଦେଖିବାକୁ ବିଲବୁଲା ଚାଲିଛି ନେତା, ଏମ୍ ଏଲ୍ ଏ , ମନ୍ତ୍ରୀ ,ଉପମୁଖ୍ଯମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀଙ୍କର ।  ନୂଆସରକାରଙ୍କର ଇଏ ଏକ ନୂଆ ପରମ୍ପରା ! ୟା’ ଦେଖାଦେଖି କୋଉକାଳେ ଦେଖା ନଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନବାବୁ ବି ଅଞ୍ଚଳଗସ୍ତରେ  !  ଚାଷୀଙ୍କ ପାଇଁ

Read More

ଧାନମଣ୍ଡି ରାଜନୀତି

ଏମ୍ ଏସ୍ ପି , ଏଫ୍ ଏ କ୍ୟୁ  ବନାମ  କ ଟ୍ ନୀ ଛ ଟ୍ ନୀ  ବଲାଙ୍ଗୀର : ଏହା ଚଳିତ ଖରିଫଋତୁର କେବଳ ବଲାଙ୍ଗୀର ଜିଲ୍ଲାର ଚିତ୍ରଚରିତ୍ର ନୁହେଁ , ବରଂ ସମଗ୍ର ପଶ୍ଚିମଓଡିଶାର ପ୍ରତିଫଳନ ।  ଯଦିଓ ବଲାଙ୍ଗୀରରେ ଏହି ଧାନକିଣାରେ ଚାଷୀଙ୍କ ସ୍ବାର୍ଥ ଆଳରେ ଆଇନ୍ ଅଦାଲତକୁ ଅସ୍ତ୍ର କରି ଅଭାବୀବିକ୍ରି ରୋକିବାକୁ  ମିଲର୍ସଙ୍କ ଉପରେ କଟକଣା

Read More

ଅଲୋଡାଶିଶୁ ବର୍ଜନ ବଲାଙ୍ଗୀରର ପିଛା ଛାଡୁନି

ହାସପାତାଳରେ ଛୁଆ ଛାଡି ପଳାଇଲା ମାଆ  ! ପାଟଣାଗଡ  : ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ସରକାରୀ ହାସପାତାଳରେ ଜଣେ ମାଆ ତା’ର ସଦ୍ୟଜାତ ଶିଶୁକନ୍ୟାଟିକୁ ଛାଡି ପଳାଇଥିବା ଜଣାଯାଇଛି ।  ଗତକାଲି ଚାଇଲ୍ ଡ ଲାଇନ୍ ପକ୍ଷରୁ ଶିଶୁଟିକୁ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମଭୋଇମେଡିକାଲ କଲେଜ ହାସପାତାଳରେ ଭର୍ତ୍ତି କରାଯାଇଥିବା ପ୍ରକାଶ । ତେବେ ଏଠି ପ୍ରସଙ୍ଗ ହେଲା , ଗତ କିଛିଦିନ ଧରି

Read More

ଆଳୁ ଖୋଳୁ ଖୋଳୁ ମହାଦେବ !

କେନ୍ଦ୍ରମନ୍ତ୍ରୀଙ୍କ କ୍ଲାସ୍ ମେଟ୍ ଙ୍କର ସନ୍ଦେହଜନକ ଅପମୃତ୍ୟୁ ଦାୟୀ କିଏ  ? ବଲାଙ୍ଗୀର  :  ବଲାଙ୍ଗୀର ସହରର ଏକ ତଥାକଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ ସମ୍ପୂର୍ଣ୍ଣା ‘ ର ଅଣସ୍ବୀକୃତିପ୍ରାପ୍ତ ବେସରକାରୀ ‘ମାତୃଛାୟା ବୃଦ୍ଧାଶ୍ରମ’ରେ ଗତ ପ୍ରାୟ ୩ ବର୍ଷ ଧରି ରହୁଥିବା ବୌଦ୍ଧ ଜିଲ୍ଲାର ପୁରୁଣାକଟକ ନିବାସୀ ବୀରେନ୍ ଅଗ୍ରବାଲଙ୍କର ଗତ ୧୬ ତାରିଖ ରାତିରେ ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଥିବାବେଳେ ମୃତ୍ୟୁ

Read More

ଟାସ୍କଫୋର୍ସ ଅଧ୍ୟକ୍ଷଙ୍କ ନାକତଳେ ଦାଦନ ନିର୍ଯାତନା

ହତ୍ୟା ଉଦ୍ୟମ : ପୁଲିସ୍ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା ପାଟଣାଗଡ : ଦାଦନ ନିର୍ଯାତନା ରୋକିବାକୁ ମୋହନ ସରକାର ଟାସ୍କଫୋର୍ସ ଗଠନ କରିଥିଲା ବେଳେ , ତାହାର କୌଣସି ପ୍ରଭାବ ପଡୁନି । ଏହାର ଅଧ୍ୟକ୍ଷ ଥିବା ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନିଜ ନିର୍ବାଚନ ମଣ୍ଡଳୀ ତଥା ନିବାସ ପାଟଣାଗଡ ଥାନା ଅଞ୍ଚଳର ଯୁବକ ଦାଦନଶ୍ରମିକଙ୍କୁ ଜଣେ କୁଖ୍ୟାତ ସର୍ଦ୍ଦାର ଅପହରଣ

Read More