ପ୍ରତାପ ଷଡଙ୍ଗୀଙ୍କୁ ରାହୁଲ ଗାନ୍ଧୀଙ୍କ ଧକ୍କା ମାମଲା

ଟିକେ ବେଶି ହେଇଯାଉଚି ! ଭୁବନେଶ୍ବର :  ସଂସଦଭବନର ପ୍ରବେଶପଥ ସିଡିପାଖରେ ଆମ ବାଲେଶ୍ବର ଭାଜପା ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ବିରୋଧୀଦଳ ନେତା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଧକ୍କାମାରି ଆହତ କରିବା ମାମଲାଟି ଏବେ ଦେଶବ୍ଯାପୀ ଚର୍ଚ୍ଚାର ବିଷୟ ହୋଇଛି ।  ଗଣମାଧ୍ୟମରେ ଏହି ଘଟଣାର ରୋଚକ ଢଙ୍ଗରେ ଯାହା ଯେତେ ପରିବେଷଣ ଏବଂ ଭାଜପା ଓ କଂଗ୍ରେସଦଳ ପକ୍ଷରୁ  ଆରୋପ-ପ୍ରତ୍ୟାରୋପ  ସତ୍ତ୍ୱେ ଏହାକୁ

Read More

ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନର ପ୍ରତିଶ୍ରୁତି !

ଟାସ୍କଫୋର୍ସ ସତ୍ତ୍ୱେ ଦାଦନଚାଲାଣ ! କଟକଣା ସତ୍ତ୍ୱେ କଟନୀ, ଛଟନୀ, ମିଲର୍ସଙ୍କ ମନମାନି ! ବଲାଙ୍ଗୀର :  ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନର ପ୍ରତିଶ୍ରୁତି ଦେଇ ରାଜ୍ୟରେ ଶାସନକ୍ଷମତାକୁ ଆସିଥିବା ତଥାକଥିତ ଡବଲଇଞ୍ଜିନ୍ ସରକାରର ଛ’ମାସର ଶାସନକାଳରେ ସରକାର ଘୋଷଣା କରିଥିବା ଦୁଇଟି ପଦକ୍ଷେପର କୌଣସି ପ୍ରଭାବ ପଡିପାରିନାହିଁ ।  ଗୋଟିଏ ହେଲା , ଦାଦନ ସମସ୍ୟାର ନିରାକରଣ ନିମନ୍ତେ ଟାସ୍କଫୋର୍ସ ଗଠନ ଓ ଆରଟି

Read More

ବିଷ୍ଣୁପଦୀ ବିଷ୍ଣୁପଦ ଈ’ କାର ଭେଦ ଶବଦ ….

ରାଜନୈତିକ ଷଡଯନ୍ତ୍ର ନା ଦୁର୍ନୀତିର ଘଡା ପୁରିଗଲା  ? ଭୁବନେଶ୍ବର / ବଲାଙ୍ଗୀର  :  ପ୍ରାୟତଃ ଅଧିକାଂଶ ସମୟରେ ଦୁର୍ନୀତି ଅଭିଯୋଗରେ ବିବାଦୀୟ ରହିଆସୁଥିବା ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କର ପୁଣି ଏବର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ୍ ର ଓଡିଶା ମୁଖ୍ୟ ଡିଜିଏମ୍ ଙ୍କ ସମେତ ଠିକାଦାର ଓ ଅନ୍ୟ ଜଣେ ମଧ୍ୟସ୍ଥିଙ୍କ ସମେତ ୩ ଜଣ ଅଭିଯୁକ୍ତ ସିବିଆଇ ହାତରେ

Read More

ସରକାରୀ ସ୍ବାସ୍ଥ୍ୟସେବା ବନାମ ଘରୋଇ ଚିକିତ୍ସାବେପାର 

ରୋଗୀଚିକିତ୍ସାର ରାଜନୀତି ଓ ବ୍ୟବସାୟୀକରଣ  ! ଭୁବନେଶ୍ବର :  ଚଳିତ ବଜେଟ୍ ରେ ସ୍ବାସ୍ଥ୍ୟ ପାଇଁ ୮ % ଅଧିକ ଆର୍ଥିକ ବ୍ୟୟବରାଦ  କରାଯାଇଥିବା ବେଳେ , ଏହା ପଛରେ ରାଜନୀତି ଓ ବ୍ୟବସାୟୀକରଣ ରହିଥିବା ଲୋକେ ଅନୁମାନ କରୁଛନ୍ତି ।  ସ୍ବାସ୍ଥ୍ୟ ସମସ୍ୟା ହିଁ ଲୋକଙ୍କର ସବୁଠାରୁ ଜରୁରୀ ଆବଶ୍ୟକତା ଓ ଗତ ବିଜେଡି ସରକାରର ସବୁଠୁଁ ଜନକଲ୍ୟାଣକାରୀ ଯୋଜନା ଭାବେ ‘ବିଜୁ

Read More

ଜାଲ୍ ସାର୍ଟିଫେକଟ୍ ରେ ଚାକିରୀ 

ଅଙ୍ଗନବାଡି ନିଯୁକ୍ତିରେ ଅବିଚାର  ! ବଲାଙ୍ଗୀର :  ଖପ୍ରାଖୋଲ ବ୍ଲକ୍ ର ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତ ଜଲପାଙ୍କେଲ ଗ୍ରାମର ଏକ ଅଙ୍ଗନବାଡି କେନ୍ଦ୍ରର କର୍ମୀ ନିଯୁକ୍ତିରେ ଗତ ୨୦୧୦ରୁ ଦୀର୍ଘ ୧୪ ବର୍ଷ ଧରି ବିବାଦ ଥମୁନାହିଁ ।  ଜଣେ କର୍ମୀ ଏଇ ପଦବୀଟିକୁ ନକଲି ଶିକ୍ଷାଗତ ପ୍ରମାଣପତ୍ର ବଳରେ କବ୍ଜା କରି ରହିଆସିଥିବା ବେଳେ ଏହାକୁ ଚ୍ୟାଲେଞ୍ଜ୍ କରି ପ୍ରକୃତ ଯୋଗ୍ୟା

Read More