ଉପମୁଖ୍ଯମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଶିକ୍ଷାନୁଷ୍ଠାନ ଦୁର୍ନୀତି

କଲେଜ ଗେଟ୍ ରେ ତାଲାପକାଇ ଆନ୍ଦୋଳନ ପାଟଣାଗଡ  : ପାଟଣାଗଡ ଉପଖଣ୍ଡର ଧୂମାଭଟା ବୀଣାପାଣି ଯୁକ୍ତତିନି କଲେଜରେ ବିଭିନ୍ନ ଅନିୟମିତତା ଅଭିଯୋଗରେ ଛାତ୍ରଛାତ୍ରୀ , ଅଭିଭାବକ ଓ ସ୍ଥାନୀୟ ଲୋକେ ଗେଟ୍ ରେ ତାଲାପକାଇ ଆନ୍ଦୋଳନ କରିଥିଲେ ।  ଏଥିସହ ଅଧ୍ୟକ୍ଷା ମମତା ସେନାପତିଙ୍କ ବିରୋଧରେ ଦୁର୍ବ୍ଯବହାର ଅଭିଯୋଗ କରାଯାଇ ତାଙ୍କର ବହିଷ୍କାର ଦାବି ସହିତ ତାଙ୍କ ସ୍ବାମୀ ଯୁକ୍ତଦୁଇ ମାଧ୍ୟମିକ ସ୍କୁଲ୍ ର ଅଧ୍ୟକ୍ଷ

Read More

‘ମାତୃଛାୟା ବୃଦ୍ଧାଶ୍ରମ ‘ ବିରୋଧରେ ସାଙ୍ଘାତିକ୍ ଅଭିଯୋଗ

ଅନ୍ତେବାସୀଙ୍କ ରହସ୍ୟମୟ ମୃତ୍ୟୁ  :  ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ! ବଲାଙ୍ଗୀର  : ବଲାଙ୍ଗୀର ସହରର ଆଦର୍ଶପଡାରେ ରହିଛି ଏକ ତଥାକଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସମ୍ପୂର୍ଣ୍ଣା ‘ର ‘ ମାତୃଛାୟା ବୃଦ୍ଧାଶ୍ରମ ‘। ତିନିବର୍ଷ ତଳେ ପଞ୍ଜୀକରଣ ହେଲାପରେ ପ୍ରଥମେ ଚନ୍ଦ୍ରଶେଖର ନଗର ଓ ଏବେ ଏଠାରେ ମାସିକ ୭ ହଜାର ଟଙ୍କାରେ ଭଡାଘରେ ଚାଲିଛି ଆରମ୍ଭରୁ ୪/୫ ଜଣଙ୍କୁ ନେଇ ଏଇ ତଥାକଥିତ ବୃଦ୍ଧାଶ୍ରମ

Read More

ସରିଗଲା ବିଧାନସଭା / ଲୋକସଭା : ଉଠିଲାନି ଆଦାନୀର ଜମିକିଣା ପ୍ରସଙ୍ଗ !

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବପରିଷଦର ଗଣଧାରଣା ଖପ୍ରାଖୋଲ  :  ପୂର୍ବର ବାଲକୋ କମ୍ପାନୀ ପରି  ଗନ୍ଧମାର୍ଦ୍ଦନରେ ଖଣିଖୋଳା ଆଶଙ୍କା ଓ ଏହି ପାର୍ବତ୍ୟ ଉପତ୍ୟକାର ଚାରିପଟେ ଆଦାନୀ ଖଣିକମ୍ପାନୀର ସୁନ୍ଦରଗଡର ଖଣି ପାଇଁ ତିନିଶହ କିମିରେ ଏତେଦୂର ଆସି ବଲାଙ୍ଗୀର ଜିଲ୍ଲାର ଏଠାରେ କ୍ଷତିପୂର୍ତ୍ତି ବନୀକରଣ ଆଳରେ ବ୍ୟାପକ ଜମିକିଣିନେବା ବିରୋଧରେ ସ୍ଥାନୀୟ ଲୋକଙ୍କ ବିରୋଧ ପରିପ୍ରେକ୍ଷୀରେ ଖପ୍ରାଖୋଲ ତହସିଲ ଅଫିସ୍ ଆଗରେ ଚାଲିଯିବା ଗନ୍ଧମାର୍ଦ୍ଦନ

Read More

ନବୀନପ୍ରସଙ୍ଗର ଚର୍ଚ୍ଚା କାହିଁକି ?

ଚର୍ଚ୍ଚାରେ ରହିବାକୁ ନା କିଛି ଖେଚୁଡି ରନ୍ଧାବଢା ! ଭୁବନେଶ୍ବର  :  ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ  ‘ ନବୀନ ପଟ୍ଟନାୟକ ‘ ଶୀର୍ଷକରେ ଗୋଟିଏ ବହିଲେଖି ଆନ୍ତର୍ଜାତୀୟ ସ୍ତରୀୟ ସାମ୍ବାଦିକ ରୁବେନ୍ ବାନାର୍ଜୀ  କିଛିବର୍ଷ ତଳେ ଚର୍ଚ୍ଚାରେ ଆସିଥିଲେ । ତେବେ ବହିଟିର ପ୍ରକାଶନ ପୂର୍ବରୁ ବହିଟି ସମ୍ପର୍କରେ ଲୋକଙ୍କର ଯେତେ ଉତ୍କଣ୍ଠା ଥିଲା , ତାହା ପ୍ରକାଶ ପାଇବା ପରେ

Read More

ସାତମାସର ସରକାର : ଅଳପଜନେ ଅଧିକାର  !

ଘୋଷଣାରେ ଯୋଜନାବର୍ଷା ଭୁବନେଶ୍ବର  : ପ୍ରାୟ ସାତମାସର ଏ ସରକାରରେ ଯେତେ ଯୋଜନାର ବର୍ଷା ହୋଇଚାଲିଛି , ସେତେ ସ୍ବପ୍ନ ପାଇଁ ରାତି ନାଇଁ !  ସାଢେ ଚାରିକୋଟି ଲୋକଙ୍କ ଭିତରୁ ସାଢେ ତିନିକୋଟିର ସ୍ବାସ୍ଥ୍ୟକାର୍ଡଠୁଁ ଯେତେ ଜମି ନାଇଁ , ତା’ଠୁଁ ବେଶି ଧାନବିକାର ଚାଷୀକାର୍ଡ ପରି ଯୋଜନାର ବର୍ଷା  ! ଅନ୍ୟାନ୍ୟ ବିଭାଗର ଅବସ୍ଥା ବି ତଦୃପ । ରାସ୍ତାଘାଟ ,

Read More