ଶହ ଶହ ଏକର ଜମି କିଣିନେଉଛନ୍ତି ତେଲୁଗୁଚାଷୀ ! ମ. ରାମପୁର : କଳାହାଣ୍ଡି ଜିଲ୍ଲାର ମଦନପୁର- ରାମପୁର ଅଞ୍ଚଳରେ ତେଲୁଗୁମାନେ ଆସି ବଣୁଆହାତୀଙ୍କ ଚଲାପଥ ରହିଥିବା ସଂରକ୍ଷିତ ଜଙ୍ଗଲ ସୀମାନ୍ତବର୍ତ୍ତୀ ଉଜୁଡା ଗାଁ’ର ଶହଶହ ଏକର ଜମି କିଣିନେଇଥିବା ଓ ସେମାନେ କ୍ରମଶଃ ଜଙ୍ଗଲଜମିକୁ ଜବରଦଖଲ କରିବା ମତଲବ୍ ରେ ଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ଅନୁସନ୍ଧାନରୁ ଜଣାପଡିଛି
Read Moreମ. ରାମପୁର : କଳାହାଣ୍ଡି ଜିଲ୍ଲାର ନର୍ଲା ରେଞ୍ଜ୍ ର ଉର୍ଲାଦାନୀ ସଂରକ୍ଷିତ ଜଙ୍ଗଲରେ ବନବିଭାଗ ଦ୍ବାରା ନିର୍ମାଣ କରାଯାଉଥିବା watch tower ନିର୍ମାଣରେ ନିମ୍ନମାନର ନିର୍ମାଣ କରାଯାଉଥିବା ଅଭିଯୋଗ ପ୍ରକାଶ ପାଇଛି । ଏହି ନିରୀକ୍ଷଣ ଗମ୍ବୁଜରୁ ସନ୍ତ୍ରୀ ବା ସୁରକ୍ଷାକର୍ମୀମାନ ଜଙ୍ଗଲ ଭିତରେ ବଣୁଆହାତୀ ସମେତ ବନ୍ୟପ୍ରାଣୀଙ୍କର ଗତିବିଧି ଲକ୍ଷ୍ୟ କରିପାରିବେ । କିଛିଦିନତଳେ ଏହି ରେଞ୍ଜ୍ ରେ ସେମେଲପଦର ଓ ରିପିଟିମାଲରେ
Read Moreଟାସ୍କଫୋର୍ସ ଅଧ୍ୟକ୍ଷ ଓ ‘ଅନ୍ନଦାତା’ଙ୍କ ଛତ୍ରଛାୟାରେ ସେଠ୍ /ସର୍ଦ୍ଦାର ? ବଲାଙ୍ଗୀର : ଚଳିତ ଦାଦନଋତୁରେ ପୁଣି ବଲାଙ୍ଗୀର ପୁଲିସ୍ କପାଳରେ ଲାଗିଛି ଦାଦନସର୍ଦ୍ଦାରଙ୍କ ଠାରୁ ଲାଞ୍ଚ ପାଇଁ ସଲାସୁତୁରା କରୁଥିବାର କଳଙ୍କର ଟୀକା ! ଗତ ୨୦୨୨ ରେ ତୁରେକେଲା ଥାନାର ତତ୍କାଳୀନ ଜଣେ ଏଏସ୍ଆଇ ଦୀପକ ଡୁଙ୍ଗଡୁଙ୍ଗ ଜଣେ ଦାଦନ ସର୍ଦ୍ଦାରଠାରୁ ୧୨ ହଜାର ଟଙ୍କା ଲାଞ୍ଚନେଉଥିବାର ଭିଡିଓ ଭାଇରାଲ୍ ହେବା
Read Moreଖପ୍ରାଖୋଲ ବ୍ଲକ୍ ର ଅଙ୍ଗନବାଡି ନିଯୁକ୍ତି ତନାଘନା ପାଟଣାଗଡ : ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ବଳରେ ଚାକିରୀ ହାତେଇ ଦୀର୍ଘ ୧୪ ବର୍ଷଧରି ଜଣେ ଅଙ୍ଗନବାଡି କର୍ମୀଭାବରେ ଚାକିରୀ କରିଆସୁଥିବା ବିରୁଦ୍ଧରେ ଜଣେ ପ୍ରକୃତ ଦାବିଦାର ପ୍ରାର୍ଥିନୀଙ୍କ ଅଭିଯୋଗ ମାମଲାରେ ବଲାଙ୍ଗୀର ଏଡିଏମ୍ ପକ୍ଷପାତ ବିଚାର କରିଥିବା ଓ ଏପରିକି ଉକ୍ତ ଅଧିକାରୀ ଉପମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବି ବେଖାତିର୍ କରିଥିବାରୁ ଖପ୍ରାଖୋଲ ବ୍ଲକ୍ ର
Read Moreକେହି ମାନୁନାହାଁନ୍ତି ! ମ .ରାମପୁର : ଗତବର୍ଷର ଶେଷଦିନ ସୁଦ୍ଧା ବି ସରକାରୀ ଘୋଷଣା ସତ୍ତ୍ୱେ ମଣ୍ଡିରେ ଆବଶ୍ୟକ ବ୍ୟବସ୍ଥା କରାଯାଇ ପାରିନାହିଁ ! ଗ୍ରେନ୍ ଆନାଲାଇଜର ବା ଅନ୍ୟାନ୍ୟ ଉପକରଣ ଯୋଗାଇ ଦିଆଯାଇ ପାରିନାହିଁ । ଗତ ଡିସେମ୍ବର ୩୦ ତାରିଖରେ କଳାହାଣ୍ଡିଜିଲ୍ଲାର ମଦନପୁର- ରାମପୁରର ରାମପୁର ପେକ୍ସର ମଣ୍ଡିରେ ଯାଇ ଦେଖିଲାବେଳକୁ ସେଠାରେ ୫ ରୁ ୬ କେଜି କଟନୀ
Read More