ପ୍ରବାସୀ ଭାରତୀୟ ଦିବସ ପାଇଁ

ଭୁବନେଶ୍ବର : ଓଡିଶା ଭଳି ଏକ ଆତଙ୍କବାଦ ପୃଷ୍ଠଭୂମି ନଥିବା ରାଜ୍ୟକୁ ବିଦେଶରେ ରହୁଥିବା ଖଲିସ୍ଥାନୀ ଆତଙ୍କୀ ପନ୍ନୁର ଏକାଧିକବାର ଇ’ମେଲ୍ ବାର୍ତ୍ତାର ଧମକର ବାସ୍ତବତା ନେଇ ଜନମାନସରେ ସନ୍ଦେହ ସୃଷ୍ଟି ହୋଇଛି । ଅଳ୍ପଦିନତଳେ ଓଡିଶାରେ ପୁଲିସ୍ ଡିଜି- ଆଇଜି ସମ୍ମିଳନୀ ବେଳେ ଓ ଏବର ପ୍ରବାସୀ ଭାରତୀୟ ଦିବସ ପାଳନ ସମୟରେ  ତଥାକଥିତ ବରିଷ୍ଠ ସାମ୍ବାଦିକଙ୍କୁ ଏଭଳି ଇ-ମେଲ୍ ଆସିବାର ପ୍ରଚାର

Read More

ରକ୍ତରଞ୍ଜିତ ସୁଲିଆ ବଳିଯାତ୍ରା

ଏବେ ବି ମଇଁଷିମାଉଁସ ଖାଉଚି ମଣିଷ  ! ବଲାଙ୍ଗୀର  :  ପ୍ରତିବର୍ଷ ପରି ଆବହମାନ କାଳରୁ ଆରମ୍ଭ ହୋଇଥିବା ସୁଲିଆ ବଳିଯାତ୍ରା  ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ବ୍ଲକ୍ କୁଲୁତାପଡା ପଞ୍ଚାୟତର ଖଇରଗୁଡା ଓ କୁମୁରିଆ ଦୁଇଟି ଖଳାରେ ଅନୁଷ୍ଠିତ କନ୍ଧଆଦିବାସୀ ମାନଙ୍କର ଏହି ବଳିପର୍ବରେ ହଜାର ହଜାର ପୋଢ ( ମଇଁଷି ) , ବୋଦା , କୁକୁଡା ଆଦି ଗୃହପାଳିତ ପଶୁପକ୍ଷୀଙ୍କୁ

Read More

ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଅବ୍ୟବସ୍ଥା

କଲମର କାଳି ସରିଯିବାରୁ ରୋଗୀଙ୍କ ଏଣ୍ଟ୍ରି ହୋଇପାରିଲାନି  ! କହିଲେ କୁଳକୁଟୁମ୍ବଙ୍କୁ ଲାଜ  ବଲାଙ୍ଗୀର :  ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଜଣେ ସ୍କ୍ରବ୍ ଟାଇଫସ୍ ରେଫର୍ ସାମ୍ବାଦିକରୋଗୀଙ୍କୁ ଅଣଦେଖା କରାଯାଉଥିବା ଦେଖାଯାଇଛି ।  ସବୁଠାରୁ ହାସ୍ୟାସ୍ପଦ କଥା ଯେ , ଉଆର୍ଡର ସିକ୍ୟୁରିଟି ରେଜିଷ୍ଟରରେ କଲମର କାଳି ସରିଯିବାରୁ ଆଜି ଦିନଯାକ ରୋଗୀଙ୍କର

Read More

ଓଡିଆଅସ୍ମିତାର ରାଜନୀତିରେ ଏକାଡେମୀ ଅଲୋଡା !

ନୂଆସରକାରଙ୍କ ପାଖରେ ଅନୁଭବର ଶୂନ୍ୟତା  ଭୁବନେଶ୍ବର :  ଓଡିଆଅସ୍ମିତାର ଦ୍ବାହି ଦେଇ ଶାସନକ୍ଷମତାକୁ ଆସିଥିବା ନୂଆସରକାର ଓଡିଆ ସାହିତ୍ୟ ଏକାଡେମୀ ପ୍ରତି ଆଦୌ ସଚେତନ ନୁହଁନ୍ତି ।  ପୂର୍ବର ଅଣଓଡିଆ ଅମଲାତାନ୍ତ୍ରିକ ସରକାର ଏହାକୁ ଗୁରୁତ୍ୱ ଦେଇ ନଥିବା ସହିତ ଏକାଡେମୀର କମିଟି ଓ କର୍ମକର୍ତ୍ତାମାନଙ୍କ ଚୟନଠାରୁ ପୁରସ୍କାର ପ୍ରକ୍ରିୟା ଇତ୍ୟାଦିକୁ ଚରମ ଅବହେଳା ପ୍ରଦର୍ଶନ କରିଥିବାବେଳେ ଗତ ପ୍ରାୟ ୭ ମାସର ନୂଆ

Read More

କଳାହାଣ୍ଡିର କାଳୀନାଗୁଣୀ  : ବ୍ଲାକ୍ ମେଲିଂ ଓ ଠକରାଣୀ

ଭବାନୀପାଟଣା  :  କଳାହାଣ୍ଡି ଜିଲ୍ଲାର ଦୁଇଜଣ ସୁନ୍ଦରୀଙ୍କ କଳାକାହାଣୀ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଛି ।  ଦୁଇ ବର୍ଷ ତଳେ କେସିଙ୍ଗାର ଝିଅ ଅର୍ଚ୍ଚନା ନାଗଙ୍କ ସେକ୍ସସ୍କାଣ୍ଡାଲ୍ ସହ ବ୍ଲାକ୍ ମେଲିଂରେ ଓଡିଶାର କେତେକ ବରିଷ୍ଠ ପଦାଧିକାରୀ , ରାଜନେତା ଓ ଫିଲ୍ମ ପ୍ରଡ୍ୟୁସର ଜାଲରେ ପଡି ଶିକାର ହୋଇଥିବା ଚର୍ଚ୍ଚା ପରେ ଏବେ ବିଷ୍ଣୁପ୍ରିୟା ଓରଫ୍ ହର୍ଷପ୍ରିୟା ମିଶ୍ର ଓରଫ୍ ହଂସିତାଙ୍କର ହାଇପ୍ରୋଫାଇଲ୍ ଠକେଇମାମଲା

Read More