କିଏ ସେଇ ଆୟକର ଫାଙ୍କୁ ଠିକାଦାର  ?

ଠିକାଦାରୀ ଆଦି ବେପାର ପାଇଁ ନଉଥିଲେ କର୍ଲଗାର୍ଲଙ୍କ ସହାୟତା ବଲାଙ୍ଗୀର  : ଗିରଫ ଠକଯୋଡି ହଂସିତା-ଅନୀଲଙ୍କ ମହାଠକେଇର ବିସମ୍ବାଦ ପ୍ରାୟ ପ୍ରତ୍ୟେକଦିନ ଗଣମାଧ୍ୟମରେ ମୁଖ୍ୟସମ୍ବାଦ ହେଉଛି । ସେମାନେ ବିଭିନ୍ନ କମ୍ପାନୀର ସିଏସଆର୍ ଫଣ୍ଡ୍ , ଖଣି ବେପାର ଓ ଠିକାଦାରୀ ଆଦି ବେପାର ପାଇଁ ଅନ୍ ଲାଇନ୍ ରେ ଏସ୍ କର୍ଟ ସଂସ୍ଥାରୁ ଦିଲ୍ଲୀ , ବେଙ୍ଗାଲୁରୁ ଓ ଝାଡଖଣ୍ଡ ସହ ରୁଷିଆନ୍

Read More

ଗନ୍ଧମାର୍ଦ୍ଦନ ସ୍ଥାୟୀ ସୁରକ୍ଷା ଦାବିରେ ମହାସମାବେଶ

ଖପ୍ରାଖୋଲ  :  ଗତ ନଭେମ୍ବର ୨୫ ରୁ ଆରମ୍ଭ ହୋଇଥିବା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ଖପ୍ରାଖୋଲ ତହସିଲ ଅଫିସ୍ ପରିସରରେ ଗଣଧାରଣାକୁ ୫୭ ଦିନ ପୁରିବା ପରେ ଏହାକୁ ସାମୟିକ ସ୍ଥଗିତ ରଖାଯାଇଥିବା ଜଣାଯାଇଛି । ତେବେ ପୂର୍ବଘୋଷିତ ଧାର୍ଯ୍ୟ ଦିନ ଗତ ୧୯ ତାରିଖରେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏ ଉପଲକ୍ଷେ ଏକ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି ।

Read More

ଅପରାଧ ମାମଲାରେ ରାଜନୀତି 

ଝାରସୁଗୁଡା  :  ରାଜନୈତିକ ଅପରାଧ ମାମଲାରେ ବିହାରଠାରୁ ଓଡିଶା ଆଉ ଭିନ୍ନ ନୁହେଁ । କିଛିବର୍ଷ ତଳର ଟିଟିଲାଗଡ ଅଭି ସାହୁ ହତ୍ୟାକାଣ୍ଡ ହେଉ କିଛିଦିନ ତଳର ମମିତା ମେହେର ହତ୍ୟାକାଣ୍ଡ  ଅଥବା ବ୍ରଜରାଜନଗରର  ଗୁଳିକାଣ୍ଡରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାମାମଲା ; ଏ ସବୁ ହାଇପ୍ରୋଫାଇଲ୍ ମର୍ଡରକେସ୍ ରେ ରାଜନୀତି ଯୋଗୁଁ ବର୍ଷ ବର୍ଷ ଧରି ତଦନ୍ତ ବାଟବଣା ହୋଇଯାଇଥିବା କଥା ମିଛ

Read More

କଟନୀଛଟନୀରୁ ୫ କୋଟିର ଦୁର୍ନୀତି ଆକଳନ  !

ବଲାଙ୍ଗୀର : ଚଳିତବର୍ଷ ସରକାର ଧାନର ସହାୟକ ମୂଲ୍ୟ ବା ଏସ୍ ଏମ୍ ପି  ଇନ୍ ପୁଟ୍ ମିଶାଇ କୁଇଣ୍ଟାଲ୍ ପ୍ରତି ୩୧୦୦ ଟଙ୍କାକୁ ବୃଦ୍ଧି କରିଥିବା ସହ କଟନୀଛଟନୀ ବନ୍ଦ ଘୋଷଣା କରିଥିଲେ ହେଁ , କେହି ଏହାକୁ ମାନୁନାହାଁନ୍ତି । ସମ୍ଭବତଃ  ଦଳୀୟ ନେତାଙ୍କର ପ୍ରତିମିଲ୍ ରୁ ୫ ରୁ ୭ ଲକ୍ଷ ରାଜତଣ୍ଡ ଏହାର ଏକ ମୁଖ୍ୟକାରଣ ହୋଇଥିବା ବେଳେ

Read More

ବେଆଇନ୍ ଦାଦନଚାଲାଣ ଥମିନାହିଁ 

ବଲାଙ୍ଗୀର  :  ଦାଦନଶ୍ରମିକ ସମସ୍ୟାର ସମାଧାନ ବା ବେଆଇନ୍ ଦାଦନଚାଲାଣ ରୋକିବାକୁ ସରକାରଙ୍କ ଟାସ୍କଫୋର୍ସ ଗଠନ ସତ୍ତ୍ୱେ ଜିଲ୍ଲାରେ ଏହା ଥମିନାହିଁ ।  ଚଳିତ ସରକାରର ଜିଲ୍ଲାର ମନ୍ତ୍ରୀ ବନାମ ଉପମୁଖ୍ଯମନ୍ତ୍ରୀ ତଥା ପାଟଣାଗଡ ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କୁ ଏହି ଟାସ୍କଫୋର୍ସର ଅଧ୍ୟକ୍ଷ କରାଯାଇଥିବା ପରେ ମଧ୍ୟ ଜିଲ୍ଲାର ପ୍ରମୁଖ ଦାଦନଚାଲାଣ କେନ୍ଦ୍ର କଣ୍ଟାବାଞ୍ଜିରେ ସ୍ଥାନୀୟ କଣ୍ଟାବାଞ୍ଜି ବିଧାୟକ ନିଜେ ଜଣେ ସର୍ଦ୍ଦାର ହୋଇଥିବାରୁ

Read More