ଜିଲ୍ଲା ଯୁବକଂଗ୍ରେସର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ନୂଆପଡା : ସିଧାସଳଖ ବ୍ଲକ୍ ଅଧ୍ୟକ୍ଷା ଓ ତାଙ୍କ ସ୍ବାମୀଙ୍କ ବ୍ୟାଙ୍କଖାତାକୁ ପିସି ଟଙ୍କା ପଠାଇଥିବା ଅଭିଯୋଗର ତଦନ୍ତ ପରେ ରାଜ୍ୟ ସରକାର ତତ୍କାଳୀନ କୋମନା ବ୍ଲକ୍ ର ୩ ଜଣ କନିଷ୍ଠଯନ୍ତ୍ରୀଙ୍କୁ ନିଲମ୍ବନ କରିବା ପରେ ପିସିଗ୍ରହୀତା ସମ୍ପୃକ୍ତା ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରି ନୂଆପଡା ଜିଲ୍ଲା ଯୁବକଂଗ୍ରେସ କମିଟି
Read Moreବଲାଙ୍ଗୀର : ସମ୍ବଲପୁରରେ ଏକ ମାନସିକ ରୋଗୀ ଥଇଥାନ କେନ୍ଦ୍ରରେ ଉକ୍ତ କେନ୍ଦ୍ରର ପରିଚାଳକ ଓ ସହାୟିକାଙ୍କ ଦ୍ବାରା ଅନ୍ତେବାସୀଙ୍କୁ ଅକଥନୀୟ ନିର୍ଯାତନାର ଭିଡିଓ ଭାଇରାଲ୍ ହେବା ସହ ବଲାଙ୍ଗୀରର ଜଣେ ସହାୟିକାଙ୍କ ସଚେତନତା ଫଳରେ ପ୍ରଶାସନ ପକ୍ଷରୁ ଉକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ ଓ ଏହି ସଂସ୍ଥାକୁ କଳା ତାଲିକାଭୁକ୍ତ କରିଦିଆଯିବା ସହ ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଦିଆଯିବା ଘଟଣା ପ୍ରକାଶ ପାଇବା
Read Moreସମ୍ବଲପୁର / ବଲାଙ୍ଗୀର : ବୃଦ୍ଧାଶ୍ରମ , ଅନାଥାଶ୍ରମ , ମାନସିକ ରୋଗୀ ଥଇଥାନ କେନ୍ଦ୍ର ବା ଭିନ୍ନକ୍ଷମ ଆଶ୍ରୟସ୍ଥଳ ଇତ୍ୟାଦି ତଥାକଥିତ ଆଶ୍ରମଗୁଡିକ ଆଉ ବଦାନ୍ୟ , ସୁରକ୍ଷିତ ଆଶ୍ରୟସ୍ଥଳ ହୋଇ ରହିନାହିଁ । ବରଂ ଏଇ ଆଳରେ ଏଗୁଡିକ ସରକାରୀ/ ବେସରକାରୀ ଅର୍ଥଅନୁଦାନ ଆଦାୟର ଭଲ ମାଧ୍ୟମ ପାଲଟିଯାଇଛି । ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର
Read Moreଚୋର ହାତରେ ଚାବିକାଠି ! ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ପ୍ରଶାସନର ବିପରୀତ ନ୍ୟାୟ ଚର୍ଚ୍ଚାରେ ରହିଛି । ଦୁଇଟି ଭିନ୍ନ ଭିନ୍ନ ବିଭାଗର ଏପରି ତଦନ୍ତର ଫଳାଫଳ ବିସ୍ମୟ ସୃଷ୍ଟି କରିଛି । ପୂର୍ବଥର ଜାଲ୍ ପ୍ରମାଣପତ୍ର ଦେଇ ଧରାପଡି ଅଯୋଗ୍ୟ ଘୋଷିତ ଅଭିଯୁକ୍ତଙ୍କୁ ପରବର୍ତ୍ତୀ ପରୀକ୍ଷାରେ ଯୋଗ୍ୟ ବିବେଚିତ କରାଯାଇ ନିଯୁକ୍ତି ଦିଆଯାଇଛି । ଗୋଟିଏ ଘଟଣା ହେଉଛି , ଖପ୍ରାଖୋଲ
Read Moreଭବିଷ୍ୟନିଧିପ୍ରାପ୍ୟ ପାଇଁ ଚାକିରୀତାରିଖ ସଂଶୋଧନ ଦାବି ବଲାଙ୍ଗୀର : ବଲାଙ୍ଗୀର ସ୍ଥିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଅବସରପ୍ରାପ୍ତ ନିମ୍ନ କର୍ମଚାରୀ ମୁଲିଆ ବା ଏ ଏମ ଆର ସନତ ପଟେଲ ଗତ ୨୦ ତାରିଖଠାରୁ ଧାରଣା ଦେଇଥିଲେ । ତେବେ ୨୨ ତାରିଖରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଉକ୍ତ ଅଫିସ୍ କୁ ଗସ୍ତ ବେଳେ
Read More