କେଉଁମାନେ ପ୍ରକୃତଲାଭ ପାଉଛନ୍ତି ଭୁବନେଶ୍ବର : ଶିଶୁ ବିକାଶ ପ୍ରକଳ୍ପ ବା ଅଙ୍ଗନବାଡି କେନ୍ଦ୍ରକୁ ମହିଳା ସ୍ବୟଂସହାୟିକା ଗୋଷ୍ଠୀ ପକ୍ଷରୁ ଶିଶୁଖାଦ୍ୟ ଛତୁଆ ତିଆରି କରାଯାଇ ଯୋଗାଇ ଦିଆଯିବାରେ ପ୍ରବଳ ଦୁର୍ନୀତି ଅଭିଯୋଗ ଗତ କିଛିବର୍ଷ ହେଲା ପ୍ରକାଶ ପାଇଆସୁଛି । ପ୍ରଥମତଃ ପୁଷ୍ଟିକର ଖାଦ୍ୟ ନାଁ’ରେ ଏହା ଦିଆଯାଉଥିଲେ ହେଁ , ଅଧକାଂଶ ଶିଶୁ ଏହା ଖାଉ ନଥିବା ଓ ପସନ୍ଦ କରୁ
Read Moreବଲାଙ୍ଗୀର : ଅଳ୍ପଦିନ ତଳେ ଚର୍ଚ୍ଚିତ ହୋଇପଡିଥିବା ବଲାଙ୍ଗୀର ଉପ -ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ପାଟଣାଗଡର ଖପ୍ରାଖୋଲ ବ୍ଲକ୍ ଲାଠୋର- ସାନଗୁର୍ଜିଭଟା ପଡାପାଲି ଗ୍ରାମର ଦାଦନପରିବାରର ଶିଶୁକନ୍ୟା ବିକ୍ରି ମାମଲାଟି ଏବେ ଭିନ୍ନମୋଡ ନେଇଛି । ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ହସ୍ତକ୍ଷେପରେ ଶିଶୁ ସୁରକ୍ଷା ସମିତିର ଏତଲାକ୍ରମେ ମାମଲା ଋଜୁ କରି ଲାଠୋର ପୁଲିସ୍ ତଥାକଥିତ କିଣିଥିବା ଅଭିଯୁକ୍ତ ସହ ମଧ୍ୟସ୍ଥି ଓ ସମ୍ପୃକ୍ତ
Read Moreଗୋଟିଏ ନୁହେଁ , ଦୁଇମାସର ବିଲ୍ ର ଟଙ୍କା ? ଲୋଇସିଂହା : କେବଳ ସୁବର୍ଣ୍ଣପୁର ଜିଲ୍ଲାର ଅଙ୍ଗନବାଡି ଛତୁଆ ୟୁନିଟ୍ ଏସ୍ ଏଚ୍ ଜି ଗୁଡିକରୁ ବା ବଲାଙ୍ଗୀର ଜିଲ୍ଲାର ପୁଇଁତଳା କି ଅନ୍ୟାନ୍ୟ ଛତୁଆୟୁନିଟ୍ ରୁ ନୁହେଁ , ଲୋଇସିଂହା ଶିଶୁ ବିକାଶ ପ୍ରକଳ୍ପର ଛତୁଆୟୁନିଟ୍ ଏସ୍ ଏଚ୍ ଜିରୁ ମଧ୍ୟ ସାଂସଦ ସଙ୍ଗୀତା ସିଂହଦେଓ ଗୋଟିଏ ମାସିକ ବିଲ୍ ବଟି ନେଇଥିବା ପ୍ରକାଶ
Read Moreଶୀତଳ ଶୀତକାଳୀନ ଅଧିବେଶନ ଭୁବନେଶ୍ବର : ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନ ବସ୍ତୁତଃ ଶୀତଳ ବୋଲି ଧରିନିଆ ଗଲାଣି ! ରାଜ୍ୟରେ ବିଗତ ୨୪ ବର୍ଷର ଅମଲାତାନ୍ତ୍ରିକ ଏକଚ୍ଛତ୍ରବାଦ ଚଳାଇ ପତନ ଘଟିଲାପରେ ଏବେ ୫୧ ସଭ୍ୟସଂଖ୍ୟା ବିଶିଷ୍ଟ ବିରୋଧୀଦଳ ହୋଇଥିଲେ ବି ନୂତନ ସରକାରର ଏଇ ଦ୍ବିତୀୟ ଶୀତକାଳୀନ ଅଧିବେଶନରେ ବିରୋଧୀ ବିଜେଡିର ନୈରାଶ୍ଯଜନକ ପ୍ରଦର୍ଶନ ବିଚିତ୍ର ସ୍ଥିତି ଚର୍ଚ୍ଚାର ବିଷୟ ହୋଇଛି
Read Moreବରଗଡ / ବଲାଙ୍ଗୀର : ବରଗଡ ଓ ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ କମ୍ପାନୀର ଜମିକିଣା ପରିପ୍ରେକ୍ଷୀରେ ଗନ୍ଧମାର୍ଦ୍ଦନ ପର୍ବତରେ ଉକ୍ତ କମ୍ପାନୀ ଖଣିଖୋଜା ଓ ଖଣିଖୋଳାକୁ ବିରୋଧ କରି ଦଶନ୍ଧି ଦଶନ୍ଧି ତଳେ ଏହି ପୁରାଣ ପ୍ରସିଦ୍ଧ ଏହି ବିପୁଳ ଖଣିଜ ତଥା ପ୍ରାକୃତିକ ସମ୍ପଦର ଗନ୍ତାଘରକୁ ସୁରକ୍ଷା ଦେବାକୁ ଆରମ୍ଭ ହୋଇ ଅତୀତରେ ବାଲକୋ ଇତ୍ୟାଦି କମ୍ପାନୀର ଖଣି ଖନନକୁ
Read More