ବିଧାନସଭାରେ ବିରୋଧୀଙ୍କ ଦୃଷ୍ଟି ହଟାଇବାର କୌଶଳ  !

ସରିଲା ଡିଜି- ଆଇ ଜି ସମ୍ମିଳନୀ ଭୁବନେଶ୍ବର : ଗତ ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କଲାପରେ ମୋଦୀ-ବିଜେପିର ନିରଙ୍କୁଶ ଜନସମର୍ଥନ ଅମଳର ଖଳା ପାଲଟିଛି ଓଡିଶା ।  ସେମାନେ ଜାଣିଗଲେଣି ଏଥର ଓଡିଶାର ଆଦାନୀ ଜମିକିଣା – ଗନ୍ଧମାର୍ଦ୍ଦନ ଖଣିଖୋଳା ପ୍ରସଙ୍ଗ ସହିତ ଅନ୍ୟାନ୍ୟ ଆଦିବାସୀଙ୍କ ଆମ୍ବଟାକୁଆଖାଇ ମୃତ୍ୟୁ ବନାମ ସରକାରୀ ଚାଉଳବଣ୍ଟନର ଚରମ ଅବ୍ୟବସ୍ଥା ଇତ୍ୟାଦି ନେଇ ରାଜ୍ୟର ଦୀର୍ଘ ୨୪

Read More

ଶିଶୁବିକ୍ରି ଥମିବାର ନାଁ’ ନେଉନି

ଶିଶୁବିକ୍ରି ଥମିବାର ନାଁ’ ନେଉନି ଭୁବନେଶ୍ବର :  ରାଜ୍ୟରେ ଶିଶୁବିକ୍ରି ବା ଶିଶୁଚୋରି ଅଭିଯୋଗ ଥମିବାର ନାଁ’ ନେଉନାହିଁ । ପୁଣି ସବୁଗୁଡିକ ପ୍ରାୟ ସରକାରୀ ହାସପାତାଳ ଓ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି । କେତେକ ସ୍ଥାନରେ ଶିଶୁ ସୁରକ୍ଷା ୟୁନିଟ୍ ବା ଚାଇଲ୍ଡ ଲାଇନ୍ ବା ଶିଶୁ ସୁରକ୍ଷା ସମିତିର ହସ୍ତକ୍ଷେପରେ ଉଦ୍ଧାର କରାଯାଇ ଥାନା ପୁଲିସ୍ ରେ ମାମଲା ଋଜୁ ପୂର୍ବକ ଅଭିଯୁକ୍ତମାନଙ୍କୁ

Read More

ସାଂସଦ ଓ ଜିଲ୍ଲାପାଳଙ୍କ ଜିଜିୟାକର ?

ରାଇସ୍ ମିଲ୍ ରୁ ୫ ରୁ ୭ ଲକ୍ଷ ଓ ଛତୁଆରୁ ଗୋଟିଏ ମାସର ବିଲ୍ ବଲାଙ୍ଗୀର / ସୋନପୁର  :  ରାଜ୍ୟରେ ଡବଲଇଞ୍ଜିନ୍ ସରକାର ଗଠନ ପରେ ବଲାଙ୍ଗୀରକୁ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲାମଣ୍ଡଳ ପଡିଆରେ ଆୟୋଜିତ ସାଧାରଣସଭାରେ ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ସାଂସଦ ସଙ୍ଗୀତା ସିଂହଦେଓଙ୍କ ଉପସ୍ଥିତିରେ ଏହି ମହାରାଜ- ମହାରାଣୀଙ୍କୁ ଚାଟୁକ୍ତିରେ ଉତ୍ସାହିତ ହୋଇ

Read More

ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ର ତଦନ୍ତ

ଏତେଦିନ ଶୋଇଥିଲେ କେଉଁଠି  ? ବଲାଙ୍ଗୀର  : ଦୀର୍ଘ ୨୪ ବର୍ଷକାଳ ଶାସନରେ ଥିଲେ । ରାଜ୍ୟରେ ଯାବତୀୟ ଚାଉଳ ନ ପାଇ ଆମ୍ବଟାକୁଆ ଖାଇବା ,ଅପପୃଷ୍ଟି , ଅପରାଧ ବା ଆଇନଶୃଙ୍ଖଳା ପରିସ୍ଥିତି ଓ ଅନ୍ୟାନ୍ୟ ସମସ୍ୟା ପାଇଁ ସେଇମାନଙ୍କ ସରକାର ଦାୟୀ ନ ହୋଇ ମାତ୍ର ୫ ମାସର ସରକାରଙ୍କୁ ଦାୟୀ କରାଯାଉଥିବା ଆଶ୍ଚର୍ଯ୍ୟଜନକ ବୋଲି ଲୋକେ ଆଲୋଚନା କରୁଛନ୍ତି ।ସଂପ୍ରତି କନ୍ଧମାଳର

Read More

ପୁଣି ଶିଶୁବିକ୍ରି  : ସଂକଟରେ ଦେଶର ଭବିଷ୍ୟତ

ଏଥର ରାଜଧାନୀରେ  :  ଲୁଚାଚୋରାରେ କାହିଁକି ? ଭୁବନେଶ୍ବର  :  ଏବେ ପୁଣି ଏକ ଶିଶୁବିକ୍ରି ହୋଇଛି ଖୋଦ୍ ରାଜଧାନୀ ଭୁବନେଶ୍ବରରେ । ଗତ ୨୭ ତାରିଖରେ ଘଟଣାଟି ଜଣାପଡିବା ପରେ ବଡଗଡ ଥାନା ପୁଲିସ୍ ଏହି ୫ ବର୍ଷର ଶିଶୁକନ୍ୟା ବିକ୍ରି ମାମଲାରେ  ବିକ୍ରି କରିଥିବା ବିହାରୀ କାଠମିସ୍ତ୍ରୀ ବାପମାଆ , କିଣିଥିବା ପିପିଲି ଅଞ୍ଚଳର ନିଃସନ୍ତାନ ଦମ୍ପତି , ମଧ୍ୟସ୍ଥତା କରିଥିବା

Read More