ଓଡିଶା ଜୀବିକା ମିଶନର ବଦଳିପାଲା

ଧରାକରା କରି ରହିଗଲେ ଅଭିଯୁକ୍ତ ବିଏଲସି  ? ବଲାଙ୍ଗୀର  :  ବଲାଙ୍ଗୀର ଜିଲ୍ଲାର ଓଏଲଏମ ବା ଓଡିଶା ଜୀବିକା ମିଶନର ବଦଳିପାଲା ଏବେ ପୁଣିଥରେ ଚର୍ଚ୍ଚାରେ । ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଆଳରେ ଋଣଦେଇ ବିଭିନ୍ନ ଗ୍ରାମୀଣ ପ୍ରକଳ୍ପରେ ସେମାନଙ୍କୁ ଆର୍ଥିକ ସହାୟତା କରିବାର ଏହି କେନ୍ଦ୍ରୀୟ ଯୋଜନାର ଓଡିଶା ରୂପାନ୍ତର ଗତ ସରକାର ଅମଳରେ ମୁଖ୍ୟତଃ ଦଳୀୟ ସଭାସମିତିରେ ମହିଳାମାନଙ୍କୁ ଠୁଳାଇବାରେ ବ୍ୟବହୃତ

Read More

ପଣ୍ଡିତପୁଅ ମାଙ୍କଡ଼ ମାଇଲେ ଦୋଷ ନାହିଁ  ?

ବିଡିଓ- ସାମ୍ବାଦିକ ମୁହାଁମୁହିଁ  ବେଲପଡା  :  କିଛିଦିନତଳେ ସୁବର୍ଣ୍ଣପୁୁର ଜିଲ୍ଲାର ସୋନପୁର ବ୍ଲକ୍ ଅଫିସ୍ ରେ ବିଡିଓ-ସାମ୍ବାଦିକଙ୍କ ହାତାହାତି ଘଟଣା ପରେ ଏବେ ବଲାଙ୍ଗୀର ଜିଲ୍ଲାର ବେଲପଡା ବ୍ଲକ୍ ରେ ବିଡିଓ- ସାମ୍ବାଦିକଙ୍କ ବାକ୍ ବିତଣ୍ଡାରୁ ଆଉ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଦର୍ଲିପାଲି ପଞ୍ଚାୟତର କର୍ମଚାରୀମାନେ ଆବାସ ହିତାଧିକାରୀଙ୍କ ଟଙ୍କା ହଡପ ଅଭିଯୋଗର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି

Read More

ମହିଳା ସରପଞ୍ଚ ଅନାସ୍ଥାଭୋଟ୍ ରେ ହାରିଲେ

ପଦ୍ମପୁର  :  ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ଗାଇସିଲେଟ ବ୍ଲକ୍ ର ତାଳପାଲି ପଞ୍ଚାୟତର ମହିଳା ସରପଞ୍ଚ ଉର୍ମିଳା ସେଠ୍ ଗତ ୧୯ ତାରିଖରେ ହୋଇଥିବା ଅନାସ୍ଥାଭୋଟ୍ ରେ ହାରିଯାଇଛନ୍ତି । ତାଳପାଲି ପଞ୍ଚାୟତ ଅଫିସ୍ ରେ ଏହି ଅନାସ୍ଥାଭୋଟ୍ ହୋଇଥିଲା ଓ ଗାଇସିଲେଟ ତହସିଲଦାର ଟିଟସ୍ ମହାନନ୍ଦିଆ ନିର୍ବାଚନ ପରିଚାଳନା କରିଥିଲେ ।  ବିଜେପୁର ତହସିଲଦାର କର୍ଣ୍ଣ ସୁନା ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିଲେ

Read More

ଗନ୍ଧମାର୍ଦ୍ଦନଖୋଳା  ଓ ଆଦାନୀର ଜମିକିଣା ପ୍ରସଙ୍ଗରେ

ନିଆଁ ନଥିଲେ , ଧୁଆଁ ବାହାରେ କି  ? ବରଗଡ  :  ବିଗତ ତିନି ସରକାରଙ୍କ ଅମଳରୁ ଗନ୍ଧମାର୍ଦ୍ଦନରେ ଖଣିଖନନ ପାଇଁ କମ୍ପାନୀମାନଙ୍କର ଛଞ୍ଚାଣ ଦୃଷ୍ଟି ପଡିଆସିଛି । ଏବେ ବିଜେପିର ତଥାକଥିତ ଡବଲଇଞ୍ଜିନ୍ ସରକାର ଆସୁ ଆସୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ୟ କମ୍ପାନୀ ଗୁଜୁରାଟର ଆଦାନୀ ଗ୍ରୁପ୍ ର ଗନ୍ଧମାର୍ଦ୍ଦନର ଚାରିପଟେ ବଲାଙ୍ଗୀର ଓ ବରଗଡ ଜିଲ୍ଲାର ଗନ୍ଧମାର୍ଦ୍ଦନ ପାଦଦେଶରେ ବ୍ୟାପକ ଜମିକିଣାକୁ

Read More

ସୋନପୁର ସିଏସଓଙ୍କ ଘରେ  ଭିଜିଲାନ୍ସ ଚଢାଉ

ବଲାଙ୍ଗୀର ପରେ ସୁବର୍ଣ୍ଣପୁରର ପାଳି  କାହାକୁ ଖାତିର୍ କରୁ ନଥିଲେ  ! ସୋନପୁର  :  ଗତ ୧୯ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଗତ ୨୦ ତାରିଖରେ ତାଙ୍କର କାର୍ଯ୍ୟାଳୟ , ସୋନପୁରର ଭଡାଘର , ବରଗଡ ଜିଲ୍ଲା ବଲଣ୍ଡାର ପୈତୃକ ଘର ,

Read More