ରାଜଧାନୀର କ୍ୟାପିଟାଲ୍ ହସ୍ପିଟାଲରୁ ପିଲାଚୋରି ଉଦ୍ୟମ !

ଭୁବନେଶ୍ବର :  ଗତ ୧ ତାରିଖ ରାତିରେ ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲରୁ ପୁଣି ଏକ ନବଜାତ ଶିଶୁପୁତ୍ରକୁ ଚୋରି ଉଦ୍ୟମ ହୋଇଛି । ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଭାଗରୁ ଜଣେ ମହିଳା ଏକ ନବଜାତ ଶିଶୁକୁ ଧରି ପଳାଉଥିବା ବେଳେ ସୁରକ୍ଷାକର୍ମୀମାନେ ଗୋଡାଇ ଗୋଡାଇ ଧରିବା ସହ ଉଦ୍ଧାର କରି ଚୋରଣୀକୁ ପୁଲିସ୍ ରେ ଦେଇଥିବା ପ୍ରକାଶ । ତେବେ କାହିଁକି ମହିଳା

Read More

୮ ବର୍ଷ ଧରି ଫରେଷ୍ଟର ରଖିଥିଲେ ପ୍ରକ୍ସି କର୍ମଚାରୀ  !

ପ୍ରଥମେ ବନକର୍ମଚାରୀ / ଗଜସାଥୀ ପରେ ସାଧାରଣ ଲୋକ  ? ବଲାଙ୍ଗୀର : ଗତ ୨୦ ତାରିଖରେ ବନ ବିଭାଗର କଣ୍ଟାବାଞ୍ଜି ରେଞ୍ଜ୍ ର ଢୋଲମାନ୍ଦଲ ସେକ୍ସନ ଅନ୍ତର୍ଗତ ତୁରେକେଲା ବ୍ଲକ୍ ଘୁନେଶ ପଞ୍ଚାୟତର ବାନ୍ଧନପାଲି ଜଙ୍ଗଲ ନିକଟରେ ବନ କର୍ମଚାରୀମାନେ ଜଙ୍ଗଲୀ ହାତୀ ଘଉଡାଉଥିଲା ବେଳେ , ରୂପେଶ ଛତ୍ରିଆ ନାମକ ଜଣେ ଯୁବକ ଗୁରୁତର ଆହତ ହେବାରୁ ତାଙ୍କୁ ଚିକିତ୍ସା ପାଇଁ

Read More

ଟାସ୍କଫୋର୍ସର ଧଜ୍ଜିୟା ଉଡାଇଲେ ବିଧାୟକ !

ମୁଖ୍ୟଅଭିଯୁକ୍ତକୁ ଛାଡି ସହଯୋଗୀଙ୍କ ନାଁ’ରେ ମାମଲା ଋଜୁ ବଲାଙ୍ଗୀର  : ଦାଦନସମସ୍ୟାର ନିରାକରଣ ପାଇଁ ନୂଆ ସରକାର ଗଠନ କଲେ ଟାସ୍କଫୋର୍ସ । ଜିଲ୍ଲାର ଉପମୁଖ୍ଯମନ୍ତ୍ରୀ ରହିଲେ । ଅଧ୍ୟକ୍ଷ ଶାସକଦଳର ବିଧାୟକ ପୂର୍ବବତ୍ ତାଙ୍କ ସର୍ଦ୍ଦାରଭାଇଙ୍କୁ ସୁରକ୍ଷା ଦେବାକୁ ଚାପ ଦେଲେ ଥାନାକୁ । ପୁଲିସ୍ ଅସୁଲି କଲା ବଇନା ଟଙ୍କା  ! ଘଟଣାଟି ପ୍ରଘଟ ହେଲାପରେ ଏକ ମାମଲା ଋଜୁ କରି ୮ ଜଣ

Read More

ସୁବର୍ଣ୍ଣପୁର ଜିଲ୍ଲାରେ ମିଲର୍ସଙ୍କ କେଳେଙ୍କାରୀ

ମିଲର୍ସଙ୍କ ଗୋଦାମରେ ଷ୍ଟକ୍ ଯାଞ୍ଚ କିଏ ସାତ : କିଏ ସତର  ! ସୋନପୁର :  କିଛିଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲାର ରାଇସ୍ ମିଲ୍ ଗୁଡିକ ସମ୍ପର୍କରେ ଗୁରୁତର ତ୍ରୁଟିବିଚ୍ୟୁତି ଓ ଜିଲ୍ଲା ଯୋଗାଣ ବିଭାଗ ବନାମ ଯୋଗାଣ ନିଗମର ପରିଚାଳନାରେ ଅନିୟମିତତାର ଅଭିଯୋଗ ହୋଇଆସୁଛି ।  ଏହି ଜିଲ୍ଲାରେ ଏହି ବିଭାଗରେ ମହାଦୁର୍ନୀତି ହୋଇଥିବାର ଅଭିଯୋଗକୁ ସରକାର କେତେଦୂର ଗୁରୁତ୍ୱ ଦେଇଛନ୍ତି ,

Read More

ଥାନାରେ ଶ୍ରମିକଙ୍କ ଠାରୁ ବଇନାଅସୁଲି ?

ଟାସ୍କଫୋର୍ସ ଅଧ୍ୟକ୍ଷଙ୍କ ଜିଲ୍ଲାରଭାଜପା ବିଧାୟକଙ୍କ ଭାଇ କରୁଛନ୍ତି ଦାଦନଚାଲାଣ  ! କଣ୍ଟାବାଞ୍ଜି : ନୂଆ ସରକାର ରାଜ୍ୟରେ ଦାଦନଶ୍ରମିକ ଚାଲାଣରେ ରୋକ ଲଗାଇବାକୁ ଗଠନ କରିଛନ୍ତି ଟାସ୍କଫୋର୍ସ । ଏହାର ଅଧ୍ୟକ୍ଷ ରହିଛନ୍ତି ପାଟଣାଗଡ ବିଧାୟକ ବା ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।  ବିଡମ୍ବନାର ବିଷୟ ଯେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ସଂଲଗ୍ନ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବରତନ ମୁଖ୍ୟମନ୍ତ୍ରୀ ନବୀନ

Read More