ବିଡିଓ- ସାମ୍ବାଦିକ ମୁହାଁମୁହିଁ ବେଲପଡା : କିଛିଦିନତଳେ ସୁବର୍ଣ୍ଣପୁୁର ଜିଲ୍ଲାର ସୋନପୁର ବ୍ଲକ୍ ଅଫିସ୍ ରେ ବିଡିଓ-ସାମ୍ବାଦିକଙ୍କ ହାତାହାତି ଘଟଣା ପରେ ଏବେ ବଲାଙ୍ଗୀର ଜିଲ୍ଲାର ବେଲପଡା ବ୍ଲକ୍ ରେ ବିଡିଓ- ସାମ୍ବାଦିକଙ୍କ ବାକ୍ ବିତଣ୍ଡାରୁ ଆଉ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଦର୍ଲିପାଲି ପଞ୍ଚାୟତର କର୍ମଚାରୀମାନେ ଆବାସ ହିତାଧିକାରୀଙ୍କ ଟଙ୍କା ହଡପ ଅଭିଯୋଗର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି
Read Moreପଦ୍ମପୁର : ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ଗାଇସିଲେଟ ବ୍ଲକ୍ ର ତାଳପାଲି ପଞ୍ଚାୟତର ମହିଳା ସରପଞ୍ଚ ଉର୍ମିଳା ସେଠ୍ ଗତ ୧୯ ତାରିଖରେ ହୋଇଥିବା ଅନାସ୍ଥାଭୋଟ୍ ରେ ହାରିଯାଇଛନ୍ତି । ତାଳପାଲି ପଞ୍ଚାୟତ ଅଫିସ୍ ରେ ଏହି ଅନାସ୍ଥାଭୋଟ୍ ହୋଇଥିଲା ଓ ଗାଇସିଲେଟ ତହସିଲଦାର ଟିଟସ୍ ମହାନନ୍ଦିଆ ନିର୍ବାଚନ ପରିଚାଳନା କରିଥିଲେ । ବିଜେପୁର ତହସିଲଦାର କର୍ଣ୍ଣ ସୁନା ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିଲେ
Read Moreନିଆଁ ନଥିଲେ , ଧୁଆଁ ବାହାରେ କି ? ବରଗଡ : ବିଗତ ତିନି ସରକାରଙ୍କ ଅମଳରୁ ଗନ୍ଧମାର୍ଦ୍ଦନରେ ଖଣିଖନନ ପାଇଁ କମ୍ପାନୀମାନଙ୍କର ଛଞ୍ଚାଣ ଦୃଷ୍ଟି ପଡିଆସିଛି । ଏବେ ବିଜେପିର ତଥାକଥିତ ଡବଲଇଞ୍ଜିନ୍ ସରକାର ଆସୁ ଆସୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ୟ କମ୍ପାନୀ ଗୁଜୁରାଟର ଆଦାନୀ ଗ୍ରୁପ୍ ର ଗନ୍ଧମାର୍ଦ୍ଦନର ଚାରିପଟେ ବଲାଙ୍ଗୀର ଓ ବରଗଡ ଜିଲ୍ଲାର ଗନ୍ଧମାର୍ଦ୍ଦନ ପାଦଦେଶରେ ବ୍ୟାପକ ଜମିକିଣାକୁ
Read Moreବଲାଙ୍ଗୀର ପରେ ସୁବର୍ଣ୍ଣପୁରର ପାଳି କାହାକୁ ଖାତିର୍ କରୁ ନଥିଲେ ! ସୋନପୁର : ଗତ ୧୯ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଗତ ୨୦ ତାରିଖରେ ତାଙ୍କର କାର୍ଯ୍ୟାଳୟ , ସୋନପୁରର ଭଡାଘର , ବରଗଡ ଜିଲ୍ଲା ବଲଣ୍ଡାର ପୈତୃକ ଘର ,
Read Moreନୂଆପଡା : ସାରା ରାଜ୍ୟରେ ବନ୍ୟପ୍ରାଣୀ ସୁରକ୍ଷା ବିପନ୍ନ ହୋଇପଡିଛି।ବିଭିନ୍ନ ବନଖଣ୍ଡରେ ବହୁହାତୀଙ୍କର ଉଦ୍ ବେଗଜନକ ମୃତ୍ୟୁ ବା ଶିକାର ପରେ , ଏବେ ନୂଆପଡା ଜିଲ୍ଲାରେ ବାର୍ହାବିଦ୍ୟୁତ୍ ଫାଶରେ ପଡି ମରିଥିବା ଏକ କଲରାପତରିଆ ବାଘର ମାଂସ ଚୋରାଶିକାରୀମାନେ ଖାଇଥିବା ଖବର ବହୁଚର୍ଚ୍ଚିତ ହୋଇପଡିଛି । ସବୁଠାରୁ ଗୁରୁତର ବିଷୟ ଯେ , ଏଇ ଧାନଫସଲ ଅମଳ ଋତୁରେ ଜଙ୍ଗଲ ସଂଲଗ୍ନ କ୍ଷେତକୁ ପାଚିଲାଧାନ
Read More