ଶିଶୁବିକ୍ରି ଥମିବାର ନାଁ’ ନେଉନି ଭୁବନେଶ୍ବର : ରାଜ୍ୟରେ ଶିଶୁବିକ୍ରି ବା ଶିଶୁଚୋରି ଅଭିଯୋଗ ଥମିବାର ନାଁ’ ନେଉନାହିଁ । ପୁଣି ସବୁଗୁଡିକ ପ୍ରାୟ ସରକାରୀ ହାସପାତାଳ ଓ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି । କେତେକ ସ୍ଥାନରେ ଶିଶୁ ସୁରକ୍ଷା ୟୁନିଟ୍ ବା ଚାଇଲ୍ଡ ଲାଇନ୍ ବା ଶିଶୁ ସୁରକ୍ଷା ସମିତିର ହସ୍ତକ୍ଷେପରେ ଉଦ୍ଧାର କରାଯାଇ ଥାନା ପୁଲିସ୍ ରେ ମାମଲା ଋଜୁ ପୂର୍ବକ ଅଭିଯୁକ୍ତମାନଙ୍କୁ
Read Moreରାଇସ୍ ମିଲ୍ ରୁ ୫ ରୁ ୭ ଲକ୍ଷ ଓ ଛତୁଆରୁ ଗୋଟିଏ ମାସର ବିଲ୍ ବଲାଙ୍ଗୀର / ସୋନପୁର : ରାଜ୍ୟରେ ଡବଲଇଞ୍ଜିନ୍ ସରକାର ଗଠନ ପରେ ବଲାଙ୍ଗୀରକୁ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲାମଣ୍ଡଳ ପଡିଆରେ ଆୟୋଜିତ ସାଧାରଣସଭାରେ ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ସାଂସଦ ସଙ୍ଗୀତା ସିଂହଦେଓଙ୍କ ଉପସ୍ଥିତିରେ ଏହି ମହାରାଜ- ମହାରାଣୀଙ୍କୁ ଚାଟୁକ୍ତିରେ ଉତ୍ସାହିତ ହୋଇ
Read Moreଏତେଦିନ ଶୋଇଥିଲେ କେଉଁଠି ? ବଲାଙ୍ଗୀର : ଦୀର୍ଘ ୨୪ ବର୍ଷକାଳ ଶାସନରେ ଥିଲେ । ରାଜ୍ୟରେ ଯାବତୀୟ ଚାଉଳ ନ ପାଇ ଆମ୍ବଟାକୁଆ ଖାଇବା ,ଅପପୃଷ୍ଟି , ଅପରାଧ ବା ଆଇନଶୃଙ୍ଖଳା ପରିସ୍ଥିତି ଓ ଅନ୍ୟାନ୍ୟ ସମସ୍ୟା ପାଇଁ ସେଇମାନଙ୍କ ସରକାର ଦାୟୀ ନ ହୋଇ ମାତ୍ର ୫ ମାସର ସରକାରଙ୍କୁ ଦାୟୀ କରାଯାଉଥିବା ଆଶ୍ଚର୍ଯ୍ୟଜନକ ବୋଲି ଲୋକେ ଆଲୋଚନା କରୁଛନ୍ତି ।ସଂପ୍ରତି କନ୍ଧମାଳର
Read Moreଏଥର ରାଜଧାନୀରେ : ଲୁଚାଚୋରାରେ କାହିଁକି ? ଭୁବନେଶ୍ବର : ଏବେ ପୁଣି ଏକ ଶିଶୁବିକ୍ରି ହୋଇଛି ଖୋଦ୍ ରାଜଧାନୀ ଭୁବନେଶ୍ବରରେ । ଗତ ୨୭ ତାରିଖରେ ଘଟଣାଟି ଜଣାପଡିବା ପରେ ବଡଗଡ ଥାନା ପୁଲିସ୍ ଏହି ୫ ବର୍ଷର ଶିଶୁକନ୍ୟା ବିକ୍ରି ମାମଲାରେ ବିକ୍ରି କରିଥିବା ବିହାରୀ କାଠମିସ୍ତ୍ରୀ ବାପମାଆ , କିଣିଥିବା ପିପିଲି ଅଞ୍ଚଳର ନିଃସନ୍ତାନ ଦମ୍ପତି , ମଧ୍ୟସ୍ଥତା କରିଥିବା
Read Moreତିଖାଲି ଡ୍ୟାମ୍ ପ୍ରକଳ୍ପର.. ନୂଆପଡା : ନୂଆପଡା ଜିଲ୍ଲାର ଖଡିଆଳ ଜଳସେଚନ ଡିଭିଜନ ଅନ୍ତର୍ଗତ ଲୋୟର୍ ଇନ୍ଦ୍ର ଜଳଅମଳ ପ୍ରକଳ୍ପ ବା ତିଖାଲି ଡ୍ୟାମ୍ ଯୋଜନାରେ କ୍ଷତିଗ୍ରସ୍ତ ବାସଚ୍ୟୁତଙ୍କୁ କ୍ଷତିପୂରଣ ପ୍ରଦାନ , ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ଅଦ୍ୟାପି କେଳେଙ୍କାରୀର ଅଭିଯୋଗ ଥମିନାହିଁ । ଗତ ୧୯୯୮ରୁ ସର୍ଭେ କରାଯାଇ ୨୦୦୦ ରେ ନିର୍ମାଣ ଆରମ୍ଭ ହୋଇ ଅଦ୍ୟାବଧି ଏହାର କେନାଲ୍ ଖୋଳା
Read More