ନ୍ୟୁଜ୍

ସରକାରୀ ତାଲିକାଭୁକ୍ତ ସାମ୍ବାଦିକ ଓ  ସାମ୍ବାଦିକତାର ସଂଜ୍ଞା

ସାମ୍ବାଦିକ କେଉଁମାନେ  ? ବଲାଙ୍ଗୀର  :  ସଂପ୍ରତି ବଲାଙ୍ଗୀର ଜିଲ୍ଲାର ବେଲପଡା ବ୍ଲକ୍ ରେ ବେଲପଡା ବିଡିଓ ଓ ଜଣେ ୟୁ ଟ୍ୟୁବ୍ ଚ୍ୟାନେଲ୍ ର ସାମ୍ବାଦିକଙ୍କ ମଧ୍ୟରେ ବାକ୍ ବିତଣ୍ଡାରୁ ଉକ୍ତ ସାମ୍ବାଦିକଙ୍କ ବିରୋଧରେ ଥାନାରେ ଏତଲା ପରେ ଜିଲ୍ଲାପାଳଙ୍କ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ତାଲିକାଭୁକ୍ତ ସାମ୍ବାଦିକ ତାଲିକା ସହ ଚିଠିକୁ ନେଇ ସାମାଜିକ ଗଣମାଧ୍ୟମରେ  ଭାଇରାଲ୍ ହେବାପରେ ଅଞ୍ଚଳରେ

Read More
ଅପରାଧ

ଶିଶୁବିକ୍ରି / ଶିଶୁଚୋରି ବୃଦ୍ଧିର କାରଣ କ’ଣ ?

ଭୀମସାରରେ ନବଜାତ ଶିଶୁଚୋରି ବୁର୍ଲା  :  ଗତ ୨୬ ତାରିଖରେ ବୁର୍ଲା ଭୀମସାରରୁ ଏକ ୨ ଦିନର ନବଜାତଶିଶୁପୁତ୍ର ଚୋରି ଘଟଣା ଚାଞ୍ଚଲ୍ଯ ସୃଷ୍ଟିକରିଛି । ଏ ସମ୍ପର୍କରେ ସ୍ଥାନୀୟ ଥାନାରେ ଏତଲାକ୍ରମେ ପୁଲିସ୍ ଓ ଡାକ୍ତରଖାନା ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ  ତଦନ୍ତ କରାଯାଉଛି । ଗତ ୨୪ ତାରିଖରେ ଛତିଶଗଡର ମହାସମୁନ୍ଦ ଜିଲ୍ଲାର ବସନା ଥାନା ବଡସଜାପାଲି ଗ୍ରାମ ନିବାସୀ

Read More
ଦୁର୍ନୀତି

ବିଦାୟୀ ବିପିଏମ୍ ଙ୍କୁ ସୁନାମୁଦି ଉପହାର  !

କାହିଁକି ଏ ଅଯାଚିତ ଅନୁକମ୍ପା  ? କଣ୍ଟାବାଞ୍ଜି  :  ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ୍ ର ଓ ଏଲ୍ ଏମ୍ ବନାମ ଓଡିଶା ଜୀବିକା ମିଶନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ସମ୍ପର୍କରେ ଗତ କିଛିଦିନ ହେଲା ଗଣମାଧ୍ୟମରେ ଖବର ପ୍ରକାଶ ପାଇଆସୁଛି । ନିକଟରେ ସରକାର ଏହି ଯୋଜନାର ଜିଲ୍ଲା ଅଧିକାରୀ ବା  ଡିପିଏମ୍ ଓ ବ୍ଲକ୍ ଅଧିକାରୀ ବା ବିପିଏମ୍ ମାନଙ୍କର

Read More
ଅପରାଧ

ଗୋଟେ ଜିଲ୍ଲା ପାଇଁ ଗୋଟେ ଆଇନ୍ : ଅନ୍ୟ ଜିଲ୍ଲା ପାଇଁ ଆଉଗୋଟେ ?

ବଲାଙ୍ଗୀରରେ ୩ ଗିରଫ  : ରାୟଗଡାରେ ପୁଲିସ୍ ଛାଡିଦେଲା  ! ଭୁବନେଶ୍ବର :  ଗତ ଦୁଇମାସ ମଧ୍ୟରେ ରାଜ୍ୟର ବଲାଙ୍ଗୀର ଓ ରାୟଗଡା ଦୁଇଟି ଜିଲ୍ଲାରେ ୩ ଟି ଘଟଣାରେ ନିଃସନ୍ତାନ ଦମ୍ପତିଙ୍କର ଅସହାୟା ମହିଳା , ଗରିବ ଓ ଦାଦନ ପରିବାରରୁ ସଦ୍ୟଜାତ ସନ୍ତାନକୁ ପୋଷ୍ୟସନ୍ତାନ ଭାବେ ନେଇଥିବା ବନାମ ଶିଶୁବିକ୍ରି ଅଭିଯୋଗ ମାମଲା ଚର୍ଚ୍ଚାରେ ରହିଛି । ଏସବୁ ଘଟଣା ପ୍ରଥମେ

Read More
ଦୁର୍ନୀତି

ଓଡିଶା ଜୀବିକା ମିଶନର ବଦଳିପାଲା

ଧରାକରା କରି ରହିଗଲେ ଅଭିଯୁକ୍ତ ବିଏଲସି  ? ବଲାଙ୍ଗୀର  :  ବଲାଙ୍ଗୀର ଜିଲ୍ଲାର ଓଏଲଏମ ବା ଓଡିଶା ଜୀବିକା ମିଶନର ବଦଳିପାଲା ଏବେ ପୁଣିଥରେ ଚର୍ଚ୍ଚାରେ । ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଆଳରେ ଋଣଦେଇ ବିଭିନ୍ନ ଗ୍ରାମୀଣ ପ୍ରକଳ୍ପରେ ସେମାନଙ୍କୁ ଆର୍ଥିକ ସହାୟତା କରିବାର ଏହି କେନ୍ଦ୍ରୀୟ ଯୋଜନାର ଓଡିଶା ରୂପାନ୍ତର ଗତ ସରକାର ଅମଳରେ ମୁଖ୍ୟତଃ ଦଳୀୟ ସଭାସମିତିରେ ମହିଳାମାନଙ୍କୁ ଠୁଳାଇବାରେ ବ୍ୟବହୃତ

Read More