ଅପରାଧ

ଶିଶୁବିକ୍ରିର କାରଣ  ଦାରିଦ୍ର୍ଯ ନା ପ୍ରଲୋଭନ  ?

ଭୁବନେଶ୍ବର  :   ଓଡିଶାରେ ବିଗତ ଦଶନ୍ଧି ଦଶନ୍ଧି ଧରି ଦାରିଦ୍ର୍ଯ ଯୋଗୁଁ  ଜନ୍ମଦାତ୍ରୀ ମାଆର ଶିଶୁବିକ୍ରି ଖବରରେ ରାଜ୍ୟ ଦୁର୍ନାମ ମୁଣ୍ଡେଇ ଆସୁଛି । ଗତ ୧୯୮୦ ଦଶକର କଳାହାଣ୍ଡି ଜିଲ୍ଲାର ଖଡିଆଳ ବ୍ଲକ୍ ର ବିରିପାଲି ଗ୍ରାମର ଫାନସ ପୁଞ୍ଜିର ନଣନ୍ଦ ହେଉ ବା  ୧୯୯୦ ଦଶକର ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ୍ ର ଭାଲୁମୁଣ୍ଡା ଗ୍ରାମର କୁମାରୀ ଭୁଏର ଝିଅ ଭୂମିସୂତା

Read More
ଓଡ଼ିଶା

ଡବଲଇଞ୍ଜିନ୍ ସରକାର ଆସିଲାପରେ ଖଣିଖୋଳା ସକ୍ରିୟତା

ଗନ୍ଧମାର୍ଦ୍ଦନ , ଆଦାନୀର ଜମିକିଣା , କୁହୁଳୁଥିବା ବିଦ୍ରୋହ ଓ ସରକାର ବଲାଙ୍ଗୀର  :  ବିଗତ କଂଗ୍ରେସ ସରକାର ଓ ବିଜେଡି ସରକାରର  ବାଲକୋ ଇତ୍ୟାଦି କମ୍ପାନୀଙ୍କର ଖଣିଖନନର ଉଦ୍ୟମ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଯୋଗୁଁ ବିଫଳ ହେବାପରେ ଏବର ଡବଲଇଞ୍ଜିନ୍ ବିଜେପି ସରକାର ଆସିଲାପରେ ପରେ ବଲାଙ୍ଗୀର ଓ ବରଗଡ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତରେ ଖଣିଖନନ ଉଦ୍ୟମର ସକ୍ରିୟତା ଲକ୍ଷ୍ୟ କରାଯାଇଛି। । 

Read More
ଅପରାଧ

ପୁଣି  ବଲାଙ୍ଗୀର ଜିଲ୍ଲାରେ ଶିଶୁବିକ୍ରି  !

ବଲାଙ୍ଗୀର  :  ଗତ ସେପ୍ଟେମ୍ବରରେ ଟିଟିଲାଗଡରେ ଏକ ସଦ୍ୟଜାତ ଶିଶୁପୁତ୍ରକୁ ବିକିଦେବାର ଉଦ୍ୟମ ଘଟଣା ପରେ ଏବେ ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ୍ ର ଲାଠୋର ଅଞ୍ଚଳରେ ଆଉ ଏକ ନବଜାତ ଶିଶୁକନ୍ୟାକୁ ବିକ୍ରିକରି ଦିଆଯାଇଥିବା ଘଟଣା ଗଣମାଧ୍ୟମର ମୁଖପୃଷ୍ଠ ଖବର ପାଲଟିଛି । ଗତ ନଭେମ୍ବର ୨ ତାରିଖରେ ଶିଶୁକନ୍ୟାଟିର ଜନ୍ମ ପରେ ପରଦିନ ତା’ର ମାଆବାପ ତା’କୁ ବିକ୍ରିକରି ଦେଇଥିବା ସନ୍ଦେହ

Read More
ଓଡ଼ିଶା

ବିକଳ୍ପ ଆହାର ଓ ଆମ୍ବକୋଇଲି 

ଭୁବନେଶ୍ବର  :  କୋରାପୁଟ ବା ରାୟଗଡା ଓ କନ୍ଧମାଳର ଓ ରାଜ୍ୟର ଅନ୍ୟାନ୍ୟ  ଅଭ୍ୟନ୍ତର ଅଞ୍ଚଳରେ ପୁରାତନ କାଳରୁ ମୁଖ୍ୟତଃ ଆଦିବାସୀ ଜନଜାତିର ଲୋକେ ଧାନଚାଉଳ , ମାଣ୍ଡିଆ ଆଦି ଶସ୍ଯର ବିକଳ୍ପଆହାର ଭାବେ ଆମ୍ବଟାକୁଆ କୋଇଲିକୁ ଖାଇ ଆସୁଛନ୍ତି । ଚଳିତ ରାଜ୍ୟ ସରକାର ବନାମ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହା ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିବା  ରାଜ୍ୟରାଜନୀତିରେ ଆଲୋଡନ ସୃଷ୍ଟିକରିଛି

Read More
ଅପରାଧ

ନାବାଳିକାକୁ ବିକି ଇଚ୍ଛାବିରୁଦ୍ଧରେ ବିବାହ ପରେ ନିର୍ଯାତନା ଓ  ଦେହବ୍ଯବସାୟ ପାଇଁ ବାଧ୍ୟକରିବା ବିରୋଧରେ ଏତଲା

ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କ ଶଳା ଅଭିଯୁକ୍ତ ସ୍ବାମୀ ବଲାଙ୍ଗୀର  :  ଦଶବର୍ଷ ତଳେ ୭ । ଜୁନ୍ । ୨୦୧୫ ତାରିଖରେ ବଲାଙ୍ଗୀର ଜୁନାଡିହିର ର ଜଣେ ଓଡିଆ ନାବାଳିକା ମମତା ମଲ୍ଲିକ ( ୧୪ ) କୁ  ତା’ ମାଆ ମଞ୍ଜୁ ମଲ୍ଲିକ , ଭିଣୋଇ ଚିତ୍ତ ରଞ୍ଜନ ବରାଡ , ଭିଣୋଇର ମାଆ ତପସ୍ଵିନୀ ବରାଡ , ଭିଣୋଇର ଭାଇ

Read More