କିଛି ଗଡବଡ ଥିଲା ? ସୋନପୁର : ଚଳିତ ଖରିଫଋତୁରେ ଧାନକିଣା ଆରମ୍ଭ ହେବା ପୂର୍ବରୁ ସରକାରଙ୍କ ସକ୍ରିୟତା ସହ କ୍ଷମତାସୀନ ଦଳର ଦଳୀୟ ପାଣ୍ଠି ଅସୁଲି (?) ଓ ନୂତନ ସରକାରଙ୍କ ଧାର୍ଯ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ୍ ଅନ୍ତର୍ଗତ ଖଲିଆପାଲିର ଏକ ରାଇସ୍ ମିଲ୍ ରେ ୯ ତାରିଖରେ ଯୋଗାଣ ବିଭାଗ ତରଫରୁ
Read Moreବିଡିଓ – ସାମ୍ବାଦିକ ମାଡ ମରାମରି ମାମଲା ରାଜନୈତିକ ହସ୍ତକ୍ଷେପରୁ ବିଡିଓଙ୍କୁ ଗିରଫ କରାଯାଉନି ? ସୋନପୁର : ସୋନପୁର ବ୍ଲକ୍ ର ବିଡିଓ ସୌମ୍ଯରଞ୍ଜନ ସ୍ବାଇଁ ଓ ସୋନପୁରର ନିଉଜ୍-୭ ସାମ୍ବାଦିକ ଧୀରେନ୍ଦ୍ର ଦାନୀଙ୍କ ମଧ୍ୟରେ ଗତ ୧ ତାରିଖରେ ସୋନପୁର ବ୍ଲକ୍ ଅଫିସ୍ ବିଡିଓଙ୍କ ପ୍ରକୋଷ୍ଠରେ ବାକ୍ ବିତଣ୍ଡା ପରେ ମାଡ ମରାମରି ଘଟଣାରେ ସୋନପୁର ଥାନାରେ ଉଭୟଙ୍କ ପକ୍ଷରୁ ଦୁଇଟି
Read Moreବଲାଙ୍ଗୀର : ବଲାଙ୍ଗୀରଜିଲ୍ଲାର କେତେକ ଯୋଗାଣ ସହାୟକଙ୍କ ଭୂମିକା ଚାଞ୍ଚଲ୍ଯ ସୃଷ୍ଟି କରିଛି । କେଉଁଠି ମାଣ୍ଡିଆବଣ୍ଟନରେ କଳାବଜାରରେ ସମ୍ପୃକ୍ତି ତ , କେଉଁଠି ବିଧବା ମହିଳା ହିତାଧିକାରୀଙ୍କୁ ଦୁଷ୍କର୍ମ ଅଭିଯୋଗ ଓ ଆଉ କେଉଁଠି ଚାଉଳ ବଣ୍ଟନରେ ୫ କେଜି କାଟିଲା ବେଳେ ଅଭିଯୋଗ କରିବାରୁ ରାଶନକାର୍ଡ କାଟିଦେବାକୁ ଧମକ ! ପ୍ରକାଶିତ ଖବର ଅନୁଯାୟୀ , ଟିଟିଲାଗଡ ଉପଖଣ୍ଡରେ ମାଣ୍ଡିଆବଣ୍ଟନରେ ବଡ
Read Moreପର୍ଯ୍ୟାବରଣ ବନାମ ବିକାଶ ବଲାଙ୍ଗୀର : ପୁରାଣ ପ୍ରସିଦ୍ଧ ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ଓ ବରଗଡ ଜିଲ୍ଲାର ନୃସିଂହନାଥ ତୀର୍ଥକ୍ଷେତ୍ର ରହିଥିବା ବିରଳ ମୂଲ୍ୟବାନ୍ ଔଷଧୀୟ ଗୁଳ୍ମଲତାରେ ଭରପୁର ଜୈବବିବିଧତା ଓ ବିଭିନ୍ନ ପ୍ରାଣୀସମ୍ପଦ ଏବଂ ଖଣିଜସମ୍ପଦ ସମ୍ପନ୍ନ ପରିମଳଗିରି ବନାମ ଗନ୍ଧମାର୍ଦ୍ଦନ ପର୍ବତକୁ ଦୀର୍ଘବର୍ଷ ଧରି କମ୍ପାନୀ ହାତକୁ ଟେକି ଦେବାକୁ ସରକାରମାନେ ଉଦ୍ୟମ କରି ଆସୁଛନ୍ତି । ସୂତ୍ରରୁ ପ୍ରକାଶ ଯେ ଅତୀତର
Read Moreଏସ୍ .ଏଚ୍ .ଜି. ମହିଳା ସ୍ବାବଲମ୍ବୀ ଅନ୍ତରାଳେ ? ଭୁବନେଶ୍ବର : ଯେଉଁ ମହତ ଉଦ୍ଦେଶ୍ୟ ରଖି ସ୍ବୟଂ ସହାୟିକା ଗୋଷ୍ଠୀ ବନାମ ଏସ୍ ଏଚ୍ ଜି ମହିଳା ଗୋଷ୍ଠୀର ପରିକଳ୍ପନା କରାଯାଇ ଥାଉନା କାହିଁକି , ଏବେ ସେଗୁଡିକ ଏହାର କର୍ମକର୍ତ୍ତୀଙ୍କର ଉପାର୍ଜନର ଟଙ୍କାଥଳି ପାଲଟିଥିବା ସହ ପରୋକ୍ଷରେ ବେପାରୀଙ୍କ ହାତବାରିସୀ ସାଜିଛି । ବିଭିନ୍ନ ସରକାରୀ ବିଭାଗର ଅଧିକାରୀଙ୍କ ସହ ମଧୁଚନ୍ଦ୍ରିକାରେ
Read More