ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ଅଘଟଣ ! ବଲାଙ୍ଗୀର : ବଲାଙ୍ଗୀର ବନବିଭାଗକୁ ସତେ ଅବା କାଳ ଗୋଡାଇଛି ! ଅଳ୍ପ କିଛିଦିନତଳେ ବଲାଙ୍ଗୀର ବନଖଣ୍ଡରେ ଦୁଇଟି ଦନ୍ତାହାତୀର ମୃତ୍ୟୁ ପରେ ଆଜି ଏଇ କେଇଘଣ୍ଟାତଳେ ପାଟଣାଗଡ ରେଞ୍ଜ୍ ର ଲରମ୍ଭା ସେକ୍ ସନ୍ ଗଡିଆଯୋର ଗାଁ’ରେ ଲିଫ୍ଟ ଇରିଗେସନ୍ ରୁ ଲମ୍ବିଥିବା ଅବୈଧ ବାର୍ ହା ଶିକାର ପାଇଁ ଖେଳିଯାଇଥିବା ବିଦ୍ଯୁତ୍ ତାରରେ ଲାଗି
Read Moreଝାଡଖଣ୍ଡ/ ବିହାରର ୭ ଓ ବଲାଙ୍ଗିରର ୧ ଗିରଫ, ସେଠିକା ବବଲୁ ଓ ଏଠିକା ଡବଲୁର ଷଡଯନ୍ତ୍ର ! ବଲାଙ୍ଗୀର : ଗତ ୨୪ ତାରିଖରେ ପୁଇଁତଳା ଥାନାନ୍ତର୍ଗତ ତଣ୍ଡାମୁଣ୍ଡା ଜଙ୍ଗଲରୁ ପୁଲିସ୍ ଉଦ୍ଧାର କରିଥିବା ଦୁଇ ଅଜଣା ଯୁବକଯୁବତୀଙ୍କ ଗଳାକଟା ହତ୍ୟାକାଣ୍ଡର ଅଭିଯୁକ୍ତ ଆସାମୀଙ୍କୁ ଧରିବାରେ ବଲାଙ୍ଗୀର ପୁଲିସ୍ କୁ ସଫଳତା ମିଳିଛି । ଉଦ୍ଧାରର ପୂର୍ବଦିନ ରାତିରେ ଏହି ଚାଞ୍ଚଲ୍ୟକର ନୃଶଂସ
Read More‘ଏକ୍ସପାର୍ଟି ‘ବଡକଥା ନୁହେଁ , ଅଭିଯୋଗ ପ୍ରମାଣ କରି ନ ପାରିଲେ ମାମଲା ରବ୍ଦ ହେବ – ନରସିଂହ କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀଟି ଗୋଟିଏ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ , ଏଇଥିପାଇଁ ଯେ ସେଠାରେ ପ୍ରାର୍ଥୀ ହୋଇଥିବା ବିଜୁ ଜନତା ଦଳର ସୁପ୍ରିମୋ ତଥା ଦୀର୍ଘ ୨୪ ବର୍ଷର କ୍ଷମତାରେ ରହିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଜପାର
Read More‘ ଦାନା ‘ ପ୍ରଚାରର ଆତଙ୍କ ଟଳିଲା ! ଏଭ୍ରିବଡି ଲ ଭ୍ ସ୍ ଏ ଗୁଡ୍ ସାଇକ୍ଲୋନ୍ ….! ଭୁବନେଶ୍ବର : ଧାମରା ନିକଟରେ ଏଥରର ବାତ୍ୟା ‘ ଦାନା ‘ ଲ୍ୟାଣ୍ଡ୍ ଫଲ୍ କରି ସାମାନ୍ୟ କ୍ଷୟକ୍ଷତି କରି ବାହୁଡି ଯାଇଛିି । ତେବେ ବର୍ଷାପବନ ଜାରି ରହିଛି । ସୂଚନା ଅନୁସାରେ ବହୁ ଚାଳଛପର ମାଟିଘର , କିଛି ଆଜବେଷ୍ଟସ୍
Read Moreସିବିଆଇ ତଦନ୍ତ ଦାବି ଲାଠୋର : ଗତ ୧୭ ତାରିଖରେ ଜଲପାଙ୍କେଲ ଗ୍ରାମର ତପନ ବେମାଲଙ୍କର ସାନପୁଅ ମଣ୍ଟୁ ଓରଫ ସୋମନାଥ ( ୧୧ ) ର କ୍ଷତବିକ୍ଷତ ମୃତଦେହ ପରଦିନ ସକାଳେ ନିକଟସ୍ଥ ଝଲିଆଲିଟି ବଡଡୁଙ୍ଗୁରି ଉପରୁ ମିଳିବାପରେ ଏହା ଏକ ବଳିକାଣ୍ଡ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ପ୍ରକାଶ ପାଇଥିଲା ଏଥିପାଇଁ ଗ୍ରାମର ଜଣେ ସନ୍ଦିଗ୍ଧ ବ୍ୟକ୍ତି ଉପରେ ପ୍ରବଳ ଆକ୍ରୋଶ ଓ
Read More