ସେଠ୍ ସର୍ଦ୍ଦାର ଛାନିଆ ! ଭବିଷ୍ୟତ କହିବ ,କେତେ ସଫଳ ହେବ ? ଭୁବନେଶ୍ବର : ଦାଦନ ସମସ୍ୟା ରୋକିବାକୁ ରାଜ୍ୟସରକାର ଟାସ୍କଫୋର୍ସ ଗଠନ କରିଛନ୍ତି । ପାଟଣାଗଡ ବିଧାୟକ ତଥା ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହାର ଅଧ୍ୟକ୍ଷ ରହିଛନ୍ତି । ଏହି ଉଚ୍ଚସ୍ତରୀୟ ସ୍ବତନ୍ତ୍ର କମିଟିରେ ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡା , ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମେତ ବିଭିନ୍ନ ବିଭାଗର
Read Moreଖବରପ୍ରକାଶ ପରେ ବି ନୋ ଆ କ୍ ସ ନ୍ ! କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ତହସିଲ ଅନ୍ତର୍ଗତ ସାନଗମଡା ଗ୍ରାମରେ ବେଆଇନ୍ ପଥର ବ୍ଲାଷ୍ଟିଂ ଓ କ୍ରସର୍ ଚାଲିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହି ଅନୁଯାୟୀ , ଭାଲୁମୁଣ୍ଡା ଗ୍ରାମର ଶ୍ୟାମ ମେହେର ଏହି କ୍ରସରର ମାଲିକ । ପ୍ରାୟ ପ୍ରତିଦିନ ଏହି କ୍ରସର ଓ ବେଆଇନ୍
Read Moreଶିଶୁ ସୁରକ୍ଷା ୟୁନିଟ୍ ଓ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକଳାପ ସନ୍ଦେହରେ ! ବଲାଙ୍ଗୀର : ଗତକିଛି ବର୍ଷ ଧରି ବଲାଙ୍ଗୀର ଜିଲ୍ଲାର ବିଭିନ୍ନଅଞ୍ଚଳରେ ଶିଶୁଚୋରି , ଆନ୍ତଃରାଜ୍ୟ ଶିଶୁବିକ୍ରି ଉଦ୍ୟମ ଓ ଶିଶୁ ଉଦ୍ଧାର ଘଟଣା ଇତ୍ୟାଦି ପରେ ଏବେ ବିଦେଶକୁ ଅବୈଧ ଶିଶୁଚାଲାଣ ରାକେଟ୍ ସକ୍ରିୟ ରହିଥିବା ସମ୍ପର୍କୀୟ ଏକ ଚାଞ୍ଚଲ୍ୟକର ସୂତ୍ର ହସ୍ତଗତ ହୋଇଛି । ଗୁରୁତର ବିଷୟ ଯେ
Read Moreବିଦ୍ୟୁତ୍ ତାରର ବାର୍ହାଫାଶରେ ଲାଗି ମରୁଛନ୍ତି ବନବିଭାଗର ଅବହେଳା : ହାତୀ ଟ୍ରାକର୍ ଖଟୁଛନ୍ତି ଅଧିକାରୀଙ୍କ ଘରେ ! ବଲାଙ୍ଗୀର ବନଖଣ୍ଡର ବଲାଙ୍ଗୀର ରେଞ୍ଜ୍ ରେ ଗତ ୮ ତାରିଖରେ ଏକ ହାତୀର ମୃତଦେହ ଉଦ୍ଧାର ହୋଇଥିଲା । ଗତ୧୨ ତାରିଖରେ ସେଇ ରେଞ୍ଜ୍ ରେ ପୁଣି ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ସମୟରେ ୪
Read Moreକେବଳ ଲରମ୍ଭା ନା ସମଗ୍ର ଡିଭିଜନ୍ ରେ ? ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ରେଞ୍ଜ୍ ର ଲରମ୍ଭା ସେକ୍ ସନ୍ ରେ ବୃକ୍ଷରୋପଣ ମହାଦୁର୍ନୀତି ହୋଇଛି । ଏସମ୍ପର୍କରେ ଡିଏଫ୍ ଓ ଙ୍କୁ ପାଟଣାଗଡକୁ ଡକାଇ ‘କେଉଁଠି ଗଛ ଲଗାଇଛ , ଚାଲ ଦେଖାଇବ ‘ ବୋଲି ପଚାରି ତାଙ୍କୁ ନେଇ ବୁଢାରଜା ପାହାଡ ସମେତ ଦମକିପାଲି , ଠେଲକୋଛାପର ଓ ଲାହେରଜୁରୀ ଆଦି ବିଭିନ୍ନ
Read More