ପ୍ରଥମେ ବନକର୍ମଚାରୀ / ଗଜସାଥୀ ପରେ ସାଧାରଣ ଲୋକ ? ବଲାଙ୍ଗୀର : ଗତ ୨୦ ତାରିଖରେ ବନ ବିଭାଗର କଣ୍ଟାବାଞ୍ଜି ରେଞ୍ଜ୍ ର ଢୋଲମାନ୍ଦଲ ସେକ୍ସନ ଅନ୍ତର୍ଗତ ତୁରେକେଲା ବ୍ଲକ୍ ଘୁନେଶ ପଞ୍ଚାୟତର ବାନ୍ଧନପାଲି ଜଙ୍ଗଲ ନିକଟରେ ବନ କର୍ମଚାରୀମାନେ ଜଙ୍ଗଲୀ ହାତୀ ଘଉଡାଉଥିଲା ବେଳେ , ରୂପେଶ ଛତ୍ରିଆ ନାମକ ଜଣେ ଯୁବକ ଗୁରୁତର ଆହତ ହେବାରୁ ତାଙ୍କୁ ଚିକିତ୍ସା ପାଇଁ
Read Moreମୁଖ୍ୟଅଭିଯୁକ୍ତକୁ ଛାଡି ସହଯୋଗୀଙ୍କ ନାଁ’ରେ ମାମଲା ଋଜୁ ବଲାଙ୍ଗୀର : ଦାଦନସମସ୍ୟାର ନିରାକରଣ ପାଇଁ ନୂଆ ସରକାର ଗଠନ କଲେ ଟାସ୍କଫୋର୍ସ । ଜିଲ୍ଲାର ଉପମୁଖ୍ଯମନ୍ତ୍ରୀ ରହିଲେ । ଅଧ୍ୟକ୍ଷ ଶାସକଦଳର ବିଧାୟକ ପୂର୍ବବତ୍ ତାଙ୍କ ସର୍ଦ୍ଦାରଭାଇଙ୍କୁ ସୁରକ୍ଷା ଦେବାକୁ ଚାପ ଦେଲେ ଥାନାକୁ । ପୁଲିସ୍ ଅସୁଲି କଲା ବଇନା ଟଙ୍କା ! ଘଟଣାଟି ପ୍ରଘଟ ହେଲାପରେ ଏକ ମାମଲା ଋଜୁ କରି ୮ ଜଣ
Read Moreମିଲର୍ସଙ୍କ ଗୋଦାମରେ ଷ୍ଟକ୍ ଯାଞ୍ଚ କିଏ ସାତ : କିଏ ସତର ! ସୋନପୁର : କିଛିଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲାର ରାଇସ୍ ମିଲ୍ ଗୁଡିକ ସମ୍ପର୍କରେ ଗୁରୁତର ତ୍ରୁଟିବିଚ୍ୟୁତି ଓ ଜିଲ୍ଲା ଯୋଗାଣ ବିଭାଗ ବନାମ ଯୋଗାଣ ନିଗମର ପରିଚାଳନାରେ ଅନିୟମିତତାର ଅଭିଯୋଗ ହୋଇଆସୁଛି । ଏହି ଜିଲ୍ଲାରେ ଏହି ବିଭାଗରେ ମହାଦୁର୍ନୀତି ହୋଇଥିବାର ଅଭିଯୋଗକୁ ସରକାର କେତେଦୂର ଗୁରୁତ୍ୱ ଦେଇଛନ୍ତି ,
Read Moreଟାସ୍କଫୋର୍ସ ଅଧ୍ୟକ୍ଷଙ୍କ ଜିଲ୍ଲାରଭାଜପା ବିଧାୟକଙ୍କ ଭାଇ କରୁଛନ୍ତି ଦାଦନଚାଲାଣ ! କଣ୍ଟାବାଞ୍ଜି : ନୂଆ ସରକାର ରାଜ୍ୟରେ ଦାଦନଶ୍ରମିକ ଚାଲାଣରେ ରୋକ ଲଗାଇବାକୁ ଗଠନ କରିଛନ୍ତି ଟାସ୍କଫୋର୍ସ । ଏହାର ଅଧ୍ୟକ୍ଷ ରହିଛନ୍ତି ପାଟଣାଗଡ ବିଧାୟକ ବା ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ବିଡମ୍ବନାର ବିଷୟ ଯେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ସଂଲଗ୍ନ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବରତନ ମୁଖ୍ୟମନ୍ତ୍ରୀ ନବୀନ
Read Moreସରିଲା ଡିଜି- ଆଇ ଜି ସମ୍ମିଳନୀ ଭୁବନେଶ୍ବର : ଗତ ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କଲାପରେ ମୋଦୀ-ବିଜେପିର ନିରଙ୍କୁଶ ଜନସମର୍ଥନ ଅମଳର ଖଳା ପାଲଟିଛି ଓଡିଶା । ସେମାନେ ଜାଣିଗଲେଣି ଏଥର ଓଡିଶାର ଆଦାନୀ ଜମିକିଣା – ଗନ୍ଧମାର୍ଦ୍ଦନ ଖଣିଖୋଳା ପ୍ରସଙ୍ଗ ସହିତ ଅନ୍ୟାନ୍ୟ ଆଦିବାସୀଙ୍କ ଆମ୍ବଟାକୁଆଖାଇ ମୃତ୍ୟୁ ବନାମ ସରକାରୀ ଚାଉଳବଣ୍ଟନର ଚରମ ଅବ୍ୟବସ୍ଥା ଇତ୍ୟାଦି ନେଇ ରାଜ୍ୟର ଦୀର୍ଘ ୨୪
Read More