ଆଉଟ୍ ସୋର୍ସିଂରେ ରହିଯାଇଥିଲେ ସରକାର ଭୁବନେଶ୍ବର : ଚଳିତ ବିଧାନସଭାରେ ମୁଖ୍ୟମନ୍ତ୍ରୀ ପୂର୍ବର ନବୀନ ସରକାରଙ୍କୁ ତୀବ୍ର ସମାଲୋଚନା କରି ନିଯୁକ୍ତି ଆଳରେ ଆଉଟ୍ ସୋର୍ସିଂ ଜରିଆରେ ନିଯୁକ୍ତି ଦେଇ ଓ ଲକ୍ଷ ଲକ୍ଷ ଟଙ୍କାରେ ଚାକିରୀ ବିକ୍ରି କରାଯାଇଥିବା ସହିତ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିବାର ଅଭିଯୋଗ ଆଗତ କରିଥିଲେ । ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ
Read Moreଚାନ୍ଦା ଫ୍ୟାକ୍ଟର୍ କି ? କଥନୀ ଓ କରନୀ ଭିତରେ ଫରକ୍ ବରଗଡ : ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଧାନର ସର୍ବନିମ୍ନ ସହାୟକ ମୂଲ୍ୟର ଇ ନ୍ ପୁ ଟ୍ ପ୍ରଦାନର ମାତ୍ର ୩ ଦିନ ପରେ ବରଗଡରେ ସୃଷ୍ଟି ହୋଇଛି ଧାନକିଣାରେ ଅଭାବନୀୟ ପରିସ୍ଥିତି । ଗତକାଲି ମଣ୍ଡିରୁ ମିଲର୍ସ ଧାନ ନ ଉଠାଇବାରୁ ଚାଷୀମାନେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ତାଙ୍କ ଅଫିସ୍ ରେ
Read Moreତେବେ ଅଭିଯୋଗ କିଏ କରିବ ? ପ୍ରମାଣିତ ହେଲେ ତ ? ଭୁବନେଶ୍ବର : ଆଜି ଏକ ବହୁଳ ପ୍ରସାରିତ ଦୈନିକ ଓଡିଆ ସମ୍ବାଦପତ୍ରରେ ପ୍ରକାଶ ପାଇଛି ‘ ନିର୍ଣ୍ଣାୟକ ନିଷ୍ପତ୍ତି ‘ ଶୀର୍ଷକରେ ଉପରୋକ୍ତ ଗୁରୁତ୍ୱପୂର୍ଣ୍ଣ କଲମ୍ ଖବରଟି । ଏହି ଅନୁଯାୟୀ , ‘ ସାଂସଦ ହୁଅନ୍ତୁ କିମ୍ବା ବିଧାୟକ , ସେମାନଙ୍କୁ ଲାଞ୍ଚଗ୍ରହଣ ମାମଲାରେ ସୁରକ୍ଷା ମିଳିପାରିବନାହିଁ ।ଦୁର୍ନୀତି ନିବାରଣ
Read Moreକଷ୍ଟମମିଲିଂ ବଢାଇବାକୁ ୧୦ କୋଟି ତୋଫା ସଂଗ୍ରହ ? ବରଗଡ : ଗତ ୮ ତାରିଖରେ ବରଗଡରେ ଅନୁଷ୍ଠିତ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଚଳିତବର୍ଷ ଠାରୁ ଧାନଫସଲର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧିର ରାଜ୍ୟ ସରକାରଙ୍କ ଇନ୍ ପୁଟ୍ ପ୍ରଦାନ ମେଳା । କେନ୍ଦ୍ର ସରକାରଙ୍କ ଠାରୁ ଏଥିପାଇଁ ଆର୍ଥିକ ସହାୟତା ମିଶି ଏହା କ୍ବିଣ୍ଟାଲ୍ ପିଛା ୩୧୦୦ ଟଙ୍କା କରିଥିଲେ ସରକାର । ନିର୍ବାଚନ
Read Moreସଜଡା ହେବାକୁ ଟାଇମ୍ ଲାଗିବ ! ଭୁବନେଶ୍ବର : ‘ଓଡିଶାରେ ଏବେ ଡବଲଇଞ୍ଜିନ୍ ସରକାର । ତେବେ ପୁରୁଣା ସରକାରର କୌଣସି ବ୍ୟବସ୍ଥାକୁ ସଜଡା ଯାଇ ପାରିନାହିଁ । ମାସ ଛ’ଟା ହେଇଚି ମାତ୍ର ! ଟାଇମି ଲାଗିବ । ଏଣେ ଫୁଉଣି ଲୋକାଲ୍ ନୂଆ ମେକାନିକ୍ କୁ ବାହାରିଆ ଇଞ୍ଜିନିୟରିଂ କଳକୌଶଳ । ସବୁଆଡକୁ ନଜର ଦେଇ ଏପଟକୁ ଆଖି ବୁଲେଇଲା ବେଳୁକୁ
Read More