ଯାହାକୁ ପ୍ରସଙ୍ଗ କରାଯିବା କଥା କରାଯାଉନାହିଁଯାହା ପ୍ରସଙ୍ଗ ନୁହେଁ , ସେଥିରେ ମାତି ରାଜନୀତି ପୁରାଉଛନ୍ତି ! ଭୁବନେଶ୍ବର : ଦେଖାଯାଇଆସୁଛି , ଓଡିଶାରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରାଯାଇ ଜନମତକୁ ବିଭ୍ରାନ୍ତ କରାଯିବାର ଅପଚେଷ୍ଟା କରାଯିବା ସହିତ ସମୟର ଅଯଥା ଅପଚୟ କରାଯାଇଆସୁଛି । ସ୍ବତନ୍ତ୍ର କୋଶଳପ୍ରଦେଶ ଗଠନ ଦାବି ହେଉ ବା ପଶ୍ଚିମଓଡିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ସ୍ଥାପନ ଓ ଏବେ ରେଭେନ୍ସା ବିଶ୍ୱବିଦ୍ୟାଳୟର
Read Moreଏକ ଆଦିବାସୀ ଦମ୍ପତିଙ୍କୁ ଦଳିଦେଲା ଦନ୍ତା :ବହୁଚର୍ଚ୍ଚିତ ‘ ଖର୍ସେଲ ‘ ର ମୃତ୍ୟୁ ! ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ହାତୀମଣିଷଙ୍କ ମଧ୍ୟରେ ଲଢେଇ ନୂଆକଥା ନୁହେଁ । କେବେ ଦାନ୍ତ ପାଇଁ ଚୋରାଶିକାରୀ ବା ଫସଲନଷ୍ଟର ପ୍ରତିଶୋଧ ନେବାକୁ ଚାଷୀ ବଣୁଆହାତୀଙ୍କୁ ଚୋରା ହାଇଭୋଲ୍ ଟେଜ୍ ବିଦ୍ୟୁତ୍ ତାର ଲଗାଇ ହତ୍ୟା କରୁଥିବାବେଳେ ଓ କେବେ ଆନ୍ଥ୍ରାକ୍ସ ଆଳ ଦର୍ଶାଇ ହାତୀମରା
Read Moreବିଜେଡି- ବିଜେପି ବିବାଦ ତେଜୁଛି : ବ୍ଲକ୍ ଅଧ୍ୟକ୍ଷ ଓ ୨ ସହଯୋଗୀ ଗିରଫ ପାଟଣାଗଡ : ରାଜ୍ୟ ଉପମୁଖ୍ଯମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ବ୍ଲକ୍ ପାଟଣାଗଡରେ ତାଙ୍କଦଳ ବିଜେପିର ସରପଞ୍ଚଙ୍କ ସ୍ବାମୀ ଓ ବ୍ଲକ୍ ଅଧ୍ୟକ୍ଷ ଥିବା ବିଜେଡି ମଧ୍ୟରେ ଠିକାକାମକୁ ନେଇ ବିଡିଓଙ୍କ ଅଫିସ୍ ଭିତରେ ମାଡପିଟ ହେବା ଘଟଣାରେ ଅଧ୍ୟକ୍ଷ ନୀଳକାନ୍ତ ବାଗ ଓ ତାଙ୍କର ୨ ସହଯୋଗୀ ଗିରଫ
Read Moreଓଡ଼ିଶାର ସୁଭଦ୍ରା ଯୋଜନା ହେଉଛି ରାଜ୍ୟ ସରକାରଙ୍କ ଏକ ନୂଆ ପଦକ୍ଷେପ, ଯାହା ମହିଳାମାନଙ୍କୁ ଆର୍ଥିକ ସହାୟତା ଦେଇ ସ୍ୱାଧୀନ ଏବଂ ଆର୍ଥିକ ଶକ୍ତିକୁ ବୃଦ୍ଧି କରିବା ପାଇଁ ତିଆରି ହୋଇଛି। ଏହି ଯୋଜନାରେ, ୨୧ ବର୍ଷ ଠାରୁ ୬୦ ବର୍ଷ ପର୍ଯ୍ୟନ୍ତ ବୟସର ମହିଳାମାନେ ପ୍ରତିବର୍ଷ ଦଶ ହଜାର ଟଙ୍କା (ଯାହାକୁ ପାଞ୍ଚ ହଜାରର ଦୁଇଟି ଭାଗରେ ବଣ୍ଟନ କରାଯାଉଛି) ପାଞ୍ଚବର୍ଷ ପାଇଁ
Read Moreମୁଖ୍ୟତଃ ଦେଶୀଭାଟିମଦ ଲଗାମ୍ ଛଡା ! ଶହଶହକୋଟିର ରାଜସ୍ୱହାନୀ : କାହା ପକେଟ୍ କୁ ଯାଉଛି ? ବଲାଙ୍ଗୀର : ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବଲାଙ୍ଗୀର ଜିଲ୍ଲାରେ ଆଇଟି ଚଢାଉରେ ବିପୁଳ ନୋଟ୍ ଜବତ ହେବା ଘଟଣା ଦେଶବ୍ଯାପୀ ଚାଞ୍ଚଲ୍ଯ ସୃଷ୍ଟି କରିଥିଲା ବେଳେ , ଏତେ ପରିମାଣର ଟଙ୍କା କାହାର ବୋଲି ପ୍ରଶ୍ନ ଉଠିଥିଲା । ତାହାଥିଲା ଦେଶର ସବୁଠାରୁ ବଡ
Read More