ଗତ ସରକାରଙ୍କ ଅମଳର ସବୁ ଚର୍ଚ୍ଚିତ ହତ୍ୟାକାଣ୍ଡର ପୁନଃତଦନ୍ତ : ଭୁବନେଶ୍ବର : ଗତ ବିଜେଡି ସରକାରର ୨୪ ବର୍ଷର ଶାସନରେ ରାଜ୍ୟରେ ଘଟିଥିବା ସମସ୍ତ ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ପୁନଃତଦନ୍ତ ହେବ ବୋଲି କିଛିଦିନ ତଳେ ଏକ ଜାତୀୟ ଇଂରାଜୀ ଗଣମାଧ୍ୟମକୁ ଦେଇଥିବା ସା କ୍ଷା ତ୍ କା ର ରେ ରାଜ୍ୟ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିବା ପ୍ରକାଶ । ଯେଉଁ ହତ୍ୟାକାଣ୍ଡ
Read Moreଲୋକଙ୍କ ଆନ୍ଦୋଳନ ଯୋଗୁଁ ସ୍ଥାନାନ୍ତରିତ ହୋଇଥିଲା.. ପାଟଣାଗଡ : ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଉଥିବା ବଲାଙ୍ଗୀର ଜିଲ୍ଲାର ପାଟଣାଗଡରେ କିଛିବର୍ଷ ହେଲା ଜଣେ ବ୍ୟକ୍ତି ଏକ ବିଶୁଦ୍ଧ ପାନୀୟ ଜଳ କାରଖାନା ଖୋଲି ପାଣି ବିକ୍ରି ବେପାର ଚଳାଇଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ପ୍ରକାଶ ଯେ , ପାଟଣାଗଡର ସୁରେଶ ମେହେର ନାମକ ଜଣେ ବ୍ୟବସାୟୀ
Read Moreପଦ୍ମପୁର : ପୂର୍ବାହ୍ନରେ ପାଚେରୀ ଡେଇଁ ଫେରାର୍ ହୋଇ ଯାଇଥିବା ପଦ୍ମପୁର ଉପ କାରାଗାରର ୨ ଜଣ କଏଦୀଙ୍କୁ ପୁଲିସ୍ ଗିରଫ କରିଥିବା ଓ ପୁଣି ସେମାନଙ୍କୁ ଜେଲ୍କୁ ଫେରାଇ ଅଣାଯାଇଥିବା ଜଣାଯାଇଛି । ପ୍ରକାଶ ଯେ ଗତକାଲି ପୂର୍ବାହ୍ନ ପ୍ରାୟ ୧୧ ଟା ୧୫ ମିନିଟ୍ ସମୟରେ ଖାଇବା ପାଇଁ ଆସିବା ବେଳେ ପଦ୍ମପୁର ଅଞ୍ଚଳର ଖଇରପାଲି ଗ୍ରାମର କପିଳାସ ମାହାର ଡକାୟତି
Read More୭୮ତମ ସ୍ଵାଧୀନତା ଦିବସ ଆଜି ନାଲଖଣ୍ଡି ପଡା ଗଜଲକ୍ଷ୍ମୀ ପୂଜାକମିଟି ଦ୍ବାରା ପାଳିତ ହୋଇଯାଇଛି। ବଲାଙ୍ଗୀର- ଆଜି ବଲାଙ୍ଗୀର ସହରର ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ୭୮ତମ ସ୍ଵାଧୀନତା ଦିବସ ପାଳନ କରିଛନ୍ତି। ପବିତ୍ର ସ୍ବାଧୀନତା ଦିବସ ଅଗଷ୍ଟ ୧୫ ବଲାଙ୍ଗୀର ନାଲଖଣ୍ଡି ପଡା ପୂଜା କମିଟିର ସମସ୍ତ ସଦସ୍ଯ ଏସି ସ୍ବାଧୀନତା ଦିବସ ଧୁମଧାମ ରେ ପାଳନ କରିଛନ୍ତି। ତକ୍ଷକ ସମ୍ପାଦକ ଶ୍ରୀଯୁକ୍ତ
Read Moreବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ଗତ କିଛି ବର୍ଷ ଧରି ଆଦିବାସୀ ଅଧ୍ୟୁଷିତ ଦାଦନପ୍ରବଣ ମାଓଉପଦ୍ରୁତ ଜିଲ୍ଲାର ଏକ ସୀମାନ୍ତବର୍ତ୍ତୀ ପଛୁଆ ଖପ୍ରାଖୋଲ ବ୍ଲକ୍ ରେ ବାରମ୍ବାର ମନରେଗା ଯୋଜନାରେ ଅନିୟମିତତାର ଅଭିଯୋଗ ହୋଇ ଆସୁଛି। ଅଭିଯୋଗର ତଦନ୍ତ କରିବାକୁ ଏକାଧିକବାର ବଲାଙ୍ଗୀର ଲୋକପାଳ ଗସ୍ତ କରି ଭୁଲ୍ ଧରିବା ସହ ଜୋରିମାନା କରିଛନ୍ତି। ଗତବର୍ଷ ଶ୍ରମିକ ମଜୁରୀ ବାକିରହିଥିବା ଅଭିଯୋଗରେ ମହରାପଦର ପଞ୍ଚାୟତର ସାଲେପାଲି
Read More