ବିକଳାଙ୍ଗ ସାଂସ୍କୃତିକ ପରିବେଷଣ !

ଏହା କ’ଣ ଆମର ଓଡିଆଅସ୍ମିତା ? ବରଗଡ : ନିକଟରେ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ୧୬୨ ତମ ଜନ୍ମବାର୍ଷିକୀ ଅବସରରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନହଲ୍ ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗଙ୍ଗାଧର କାବ୍ୟାଞ୍ଜଳି ଉପଲକ୍ଷେ କବିଙ୍କର ଅମର କାବ୍ୟ ମାତାସୀତାଙ୍କ ଉପରେ ଆଧାରିତ ‘ ମଙ୍ଗଳେ ଅଇଲା ଉଷା….’ ଗୀତଟିର ଯେଉଁପରି ଭାବରେ ରାମ୍ପ୍ ସୋ କରାଗଲା , ଏହାକୁ ବରଗଡ ସମେତ ରାଜ୍ୟର

Read More

ବଲାଙ୍ଗୀର ଜିଲ୍ଲାର  ଓଏଲଏମ କେଳେଙ୍କାରୀ !

ବିଜେଡି ସରକାରର ପାଲଟିଥିଲା ଭୋଟ୍ ବ୍ୟାଙ୍କ୍ :ଏବେ ଚାଲିଛି ବିଭାଗୀୟଅଧିକାରୀଙ୍କ ଲୁଣ୍ଠନର ହାତବାରିସୀ ! ଉପ-ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ତଦନ୍ତ ବିଧାନସଭାରେ ଉଠିବକି ଚର୍ଚ୍ଚା ? ବଲାଙ୍ଗୀର  :  ଗତବର୍ଷଠାରୁ ମିଶନଶକ୍ତିର ଓଡିଶା ଜୀବିକା ମିଶନରେ ବଙ୍ଗୋମୁଣ୍ଡା ବ୍ଲକ୍ ରୁ ଆରମ୍ଭ ହୋଇଥିବା ବିଭିନ୍ନ ଗୁରୁତର ଆର୍ଥିକ ଅନିୟମିତତାର ଅଭିଯୋଗ କ୍ରମଶଃ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ୍ ରେ ବ୍ୟାପିଥିବା ଜଣାପଡିବାରେ ଲାଗିଛି । ମହିଳାଙ୍କୁ ସ୍ବାବଲମ୍ବୀ

Read More

‘ସମକର କଥାନୀକେ ଗଲ୍ପ ଲେଖବାର କଲାକାଲିଗରୀ ନିଥାଏ ‘

ଦୁଇଟି କୋଶଲୀପୁସ୍ତକ ଉନ୍ମୋଚିତ ବଲାଙ୍ଗୀର : ଗତ ୧୯ ତାରିଖ ରକ୍ଷାବନ୍ଧନ ଦିନ ସାମ୍ବାଦିକ ଭବନରେ ଜିଲ୍ଲା ଲେଖକ ପରିଷଦ ପକ୍ଷରୁ ବିଶିଷ୍ଟ କବି , ଗୀତିକାର , ନାଟ୍ଯକାର ଓ ଲେଖକ କୃଷ୍ଣଚନ୍ଦ୍ର ବାରିକଙ୍କର ଦୁଇଟି କୋଶଳୀ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ପରିଷଦର ସଭାପତି ମଳୟ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ସର୍ବପ୍ରଥମେ ଦିବଂଗତ କୋଶଳ ଗୌରବ ବିଶିଷ୍ଟ

Read More

କମସରା ପେକ୍ସର ମିଥ୍ୟାଧାନଖର୍ଦ୍ଦି ଅଭିଯୋଗ :

କଙ୍ଗାରୁକୋର୍ଟରେ ଦଫାରଫା : ହାତଲେଖା ସ୍ବୀକାରୋକ୍ତି  ! ସୋନପୁର : ସୁବର୍ଣ୍ଣ ପୁର ଜିଲ୍ଲା ତରଭା ବ୍ଲକ୍ ର କମସରା ପେକ୍ସର ଗତ ଖରିଫ୍ଋତୁରେ ମଣ୍ଡିରେ ଧାନକିଣା ଟାର୍ଗେଟ୍ ସରିଯିବା ପରେ ୧୯ ଜଣ ଚାଷୀଙ୍କର ଧାନ କିଣାଯାଇ ଭେଣ୍ଡର ସ୍ଲିପ୍ ଦିଆଯିବା ସତ୍ତ୍ୱେ ପାଉଣା ଦିଆ ନଯାଇ କମସରା ଗ୍ରାମ ନିବାସୀ ଡିଇଓ ମନୋରଞ୍ଜନ ମିଶ୍ର ଫେରାର୍ ହୋଇଯିବା ସହିତ ସମ୍ପାଦକ କମସରା

Read More

ମିଶନଶକ୍ତିର ଜୀବିକା ନିର୍ବାହ ମିଶନର ଗୁମର

ପ୍ରତିବାଦ କରିବାରୁ ବହିଷ୍କାର ନୋଟିସ୍  ବଲାଙ୍ଗୀର  :  ଗତ ବିଜେଡି ସରକାର ଅମଳରେ ଆରମ୍ଭ କରାଯାଇଥିବା ମିଶନଶକ୍ତିର ଜୀବିକା ନିର୍ବାହ ମିଶନର ଗୁମର ଏବେ ଖୋଲିବାକୁ ଲାଗିଛି । ପ୍ରଥମତଃ ଏହା ମହିଳାଙ୍କୁ ସ୍ବାବଲମ୍ବୀ କରିବା ଆଳରେ ସେମାନଙ୍କୁ ଦଳୀୟ ରାଜନୀତିରେ ବ୍ୟବହାର କରାଯାଉଥିବା ବେଳେ ଏବେ ତଳୁ ଉପରସ୍ତର ପର୍ଯ୍ୟନ୍ତ ଏଥିରେ ଯୋଗାଇ ଦିଆଯାଉଥିବା ସରକାରୀ ପାଣ୍ଠିକୁ ବାଟମାରଣା କରାଯାଉଥିବା ଓ ଏଥିରେ

Read More