କେମିତି ଓ କାହାକୁ ମିଳିବ ମାଗଣା ଚିକିତ୍ସା ? ଯୋଜନା ଅଧୀନରେ ୭୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବୃଦ୍ଧଙ୍କୁ ସାମିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ୧୨.୩ କୋଟି ପରିବାର ପାଇଁ ଲାଭଦାୟକ ହେବ । ଏହା ୬.୫ କୋଟି ବୃଦ୍ଧ ଲୋକଙ୍କୁ ଉପକୃତ କରିବ ।
Read Moreଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ.ଆଇ ) ପକ୍ଷରୁ ଆସନ୍ତା ୧୮ ସେପ୍ଟେମ୍ବର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଅନୁଷ୍ଠିତ ହେବ ।ଏନେଇ ଏ.ଏସ୍.ଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦିଆଯାଇଛି । ତଦନୁସାରେ, ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଂଚ (preliminary inspection and technical survey) ଅନୁଷ୍ଠିତ ହେବ। ଏ.ଏସ୍.ଆଇ ର ଅତିରିକ୍ତ
Read Moreକେବେ ହେବ ଓଡିଆଅସ୍ମିତାର କର୍ମଶାଳା ? ଭୁବନେଶ୍ବର : ଯେଉଁ ସଂଜୀବନୀ ଶବ୍ଦ ‘ ଓଡିଆଅସ୍ମିତା ‘ ପାଇଁ ଗତ ୨୪ ବର୍ଷର ଏକଛତ୍ରବାଦୀ ବିଜେଡି ଶାସନର ବିଲୟ ଘଟିଲା ଓ ରାଜ୍ୟରେ ନୂତନ ଏକ ଯାଦୁକରୀ ମୋଦୀ ବନାମ ଏଇ ଲହରରେ ଭାଜପା ସରକାର ଆସିଗଲା ; ସେଇ ତଥାକଥିତ ‘ ଓଡିଆଅସ୍ମିତା ‘ ଶବ୍ଦଟିର ଯିଏ ଉଦ୍ଭାଭନକର୍ତ୍ତା ହୋଇଥାଆନ୍ତୁ ନା କାହିଁକି
Read Moreପେକ୍ସରେ ପିଟି ଓ କୃଷିଋଣ ଜାଲିଆତି ଡିଆରସିଏସ୍ ଓ ଯୋଗାଣବିଭାଗ ବି ସାମିଲ୍ ସମ୍ବଲପୁର : ଚାଷୀମାନଙ୍କୁ ମହାଜନୀସୁଧ ଓ ଅନ୍ୟାନ୍ୟ ଘରୋଇ ସଂସ୍ଥା କବଳରୁ ରକ୍ଷା କରିବାକୁ ସରକାର ସମବାୟ ବ୍ୟାଙ୍କ ଜରିଆରେ କୃଷିଋଣରେ ରିହାତି ଓ ଗତ କିଛିବର୍ଷ ହେଲା ସୁଧମୁକ୍ତ ଋଣର ବ୍ୟବସ୍ଥା କରିଥିଲେ ହେଁ , ଅସାଧୁ ରାଜନୈତିକ ଥଇଥାନ ଓ ଦୁର୍ନୀତିଖୋର୍ କର୍ମଚାରୀଙ୍କ ଯୋଗୁଁ ରାଜ୍ୟର ସମବାୟ
Read Moreକୌଣସି ବ୍ୟବସ୍ଥାର ସଂସ୍କାର ନାହିଁ । ବରଂ ବଢୁଛି ଦୁର୍ନୀତି ।ଛତୁଆରୁ ପଞ୍ଚାୟତ ନିଯୁକ୍ତି ଯାଏଁ ସବୁଠି ଉତ୍କୋଚ ଖୋଲାଖୋଲି ! ବଲାଙ୍ଗୀର : ରାଜ୍ୟରେ ନୂଆସରକାର ଆସିଲା ପରେ ବି କୌଣସି ସରକାରୀବିଭାଗର ସଂସ୍କାର ପରିଲକ୍ଷିତ ହୋଇପାରିନାହିଁ । ବରଞ୍ଚ କେତେକ ବିଭାଗରେ ଖୋଲାଖୋଲି ଉତ୍କୋଚ ଆଦାୟ ନିରଙ୍କୁଶ ହୋଇପଡିଥିବା ଚର୍ଚ୍ଚା ହେଉଛି । ଯାହା ଗତସରକାର ଅମଳରେ ଚାଲିଛିଥିଲା , ତାହା
Read More