ଜଣେ କିରାଣୀ ନିଜକୁ ଅଫିସର କହି ଲୁଟୁଥିଲେ ୨୬ ବର୍ଷପରେ ରାୟ ପ୍ରକାଶ : ୭ ବର୍ଷ ଜେଲ୍ ଓ ଜୋରିମାନା ସୋନପୁର : ରାଜୁଡା ଅମଳରୁ ସୋନପୁର ରାଜା ବୀରମିତ୍ର ଦେଓଙ୍କ ଦ୍ଵାରା ସ୍ଥାପିତ ସୋନପୁର ଟ୍ରଷ୍ଟଫଣ୍ଡ୍ ଟି ସ୍ବାଧୀନତା ପରେ ସରକାରଙ୍କ ଅଧୀନକୁ ଆସିଥିଲା ଓ ସୋନପୁର ଜିଲ୍ଲାପାଳ ଏହାର ପ୍ରଶାସନିକ ଦାୟିତ୍ୱରେ ଥିଲାବେଳେ ସେ ଜଣେ କିରାଣୀ ବା ହିସାବ
Read Moreଡିଏଫଓ ନିଲମ୍ବିତ ଭବାନୀପାଟଣା : ଜାରିଂ ହାଇଟେକ୍ ସିଲଭିକଲଚର୍ ନର୍ସରୀର ପୂର୍ବତନ ଭାରପ୍ରାପ୍ତ ରେଞ୍ଜର ଥିବା ଫରେଷ୍ଟରଙ୍କର ସ୍ଥାନୀୟ ସରକାରୀ କ୍ବାର୍ଟରରେ ଆତ୍ମହତ୍ୟା ମାମଲାର ସୁଇସାଇଡ୍ ନୋଟ୍ ରେ ଅଭିଯୁକ୍ତ ସିଲଭିକଲଚରିଷ୍ଟ ବନାମ ରାୟଗଡା ସିଲଭିକଲଚର୍ ଡିଏଫଓ ଦେବେନ୍ଦ୍ର କୁମାର ବେହେରାଙ୍କର ନାଁ’ ଲେଖିଯାଇଥିବା ଓ ତାଙ୍କ ଭାଇଙ୍କ ପକ୍ଷରୁ ଥାନାରେ ଏତଲା ସତ୍ତ୍ୱେ ବିଳମ୍ବରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଗତ
Read Moreସମସ୍ୟାର ନିରାକରଣରେ ସରକାରଙ୍କ ଅସାମର୍ଥ୍ୟ ? ଭୁବନେଶ୍ବର : ଏବେ ଚର୍ଚ୍ଚା ଜୋର୍ ଧରିଛି କମ୍ପ୍ୟୁଟର ଦୋକାନ ବା ସାଇବର କେଫେରେ ନିଯୁକ୍ତି ଦୁର୍ନୀତିର ଅଭିଯୋଗ । ରାଜଧାନୀ ଭୁବନେଶ୍ଵର ହେଉ ବା ବୌଦ୍ଧଆଦି ଜିଲ୍ଲାର ଦହ୍ୟା ; ସଂପ୍ରତି ଚାଲିଥିବା ଆର୍ ଆଇ , ଏ ଆର୍ ଆଇ ଓ ଅମୀନ୍ ଚାକିରୀ ପାଇଁ ଅନ୍ ଲାଇନ୍ ପରୀକ୍ଷାରେ ଜାଲିଆତି , ଠକେଇ
Read Moreସାବାସ୍ ସରକାର ! ଫୁଲବାଣୀ : ଗତମାସ ୨୬ ତାରିଖରେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନାର ଗାଡିମଟର ଯାଞ୍ଚ କରୁଥିବା ପୁଲିସ୍ ଗୋଛାପଡା- କଣ୍ଟାମାଳ ରାସ୍ତାର ଡାଙ୍ଗଣାମୁ ଘାଟୀରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନାନ୍ତର୍ଗତ ଲମ୍ବସରୀ ପଞ୍ଚାୟତର ବେହେରାପଡା ଗ୍ରାମର ଜଣେ ବାଇକ୍ଆରୋହୀ ଯୁବକ ଜ୍ୟେଷ୍ଠ ବଣ୍ଡକୀଙ୍କୁ ପିଟି ପିଟି ଗାଡି ଚପାଇ ମାରିଦେଇଥିବା ଯୁବକଟିର ପତ୍ନୀ ସୁମନ୍ତୀ ବଣ୍ଡକୀ ଗୋଛାପଡା ଥାନାରେ ଏକ ଏତଲା
Read Moreବଲାଙ୍ଗୀର : ଗତ ସରକାରଙ୍କ ଅମଳରେ ସରକାରୀ ପ୍ରାଥମିକ ଓ ହାଇସ୍କୁଲ ଛାତ୍ରଛାତ୍ରୀଙ୍କର ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ୟୁନିଫର୍ମ ଯୋଗାଣରେ ଗତବର୍ଷଠାରୁ ଏଯାବତ୍ ହେରଫେର ଅଭିଯୋଗ ପରେ ଏବେ ଅଙ୍ଗନବାଡି ଶିଶୁଙ୍କ ପାଇଁ ସରକାର ଯୋଗାଉଥିବା ଶୀତବସ୍ତ୍ର ବା ସୁଇଟର ଯୋଗାଣରେ ମଧ୍ୟ ସେଇଭଳି ଢଙ୍ଗରେ ସେଇ ପୋଷାକମାଫିଆଙ୍କ ଦ୍ବାରା ଅଧିକୃତ ତଥାକଥିତ ଚୟନ କମିଟି ଓ ଅଧିକାରୀଙ୍କ ସହ ଅବୈଧ ମଧୁଚନ୍ଦ୍ରିକାରେ ବ୍ୟାପକ
Read More