ଆର୍ ଏମ୍ ସି ସମ୍ପାଦକଙ୍କ ବିରୁଦ୍ଧରେ ମାଳ ମାଳ ଅଭିଯୋଗ

ସମ୍ପାଦକ- ଆକାଉଣ୍ଟାଣ୍ଟଙ୍କ ମଧ୍ୟରେ ଟଣାଓଟରାରୁ ଗୁମରର ପର୍ଦ୍ଦାଫାଶ୍ ? ଡୁଙ୍ଗୁରିପାଲି  : ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକଙ୍କ ବିରୁଦ୍ଧରେ ଏବେ ପ୍ରକାଶ ପାଇଛି ମାଳ ମାଳ ଗୁରୁତର ଅଭିଯୋଗ ।  ଏହା ଏକ ଖବରକାଗଜରେ ପ୍ରକାଶ ପାଇଲାପରେ ସାରାଜିଲ୍ଲାରେ ଆରମ୍ଭ ହୋଇଛି ବ୍ୟାପକ ଚର୍ଚ୍ଚା । ଏତେବର୍ଷ ପରେ  ଚାଷୀଙ୍କ ଆଳରେ ଏଭଳି ଅଭିଯୋଗର ପର୍ଦ୍ଦାଫାଶ୍ ପଛରେ ରହିଛି ସମ୍ପାଦକ- ହିସାବ ରକ୍ଷକଙ୍କ

Read More

ରାଇସମିଲ ଉପରେ ସାଂସଦଙ୍କ ଅଚାନକ ଚଢାଉ ଅନ୍ତରାଳେ ?

ରାଜନୈତିକ ଆକ୍ରୋଶ ନା ଟଙ୍କା ପାଇଁ ଡରାଣର ଚର୍ଚ୍ଚା  ! ବିନିକା  :  ଗତ ସପ୍ତାହରେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳର ୩ ଟି ରାଇସ୍ ମିଲ୍ ଉପରେ ସାଂସଦ ସଙ୍ଗୀତା ସିଂଦେଓ , ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସଙ୍କୁ ନେଇ ଅଚାନକ ଚଢାଉ କରି ସିଲ୍ କରିବା ଘଟଣାରେ ଜିଲ୍ଲାର ରାଇସ୍ ମିଲ୍ ମାଲିକମାନଙ୍କ ଭିତରେ

Read More

ଏପଟେ  ବନ୍ୟପ୍ରାଣୀ ସପ୍ତାହ ପାଳନ : ସେପଟେ ବଣୁଆ ଦନ୍ତାହାତୀ ହତ୍ୟା  !

ଚୋରା ବି ଦ୍ୟୁ ତ୍ ତାର ର ବା ର୍ ହା ଫାନ୍ଦରେ ମଲ। ? ହାତୀମୃତ୍ୟୁର ପ୍ରକୃତ କାରଣକୁ ଚପାଇଦେଲେ  ! ବଲାଙ୍ଗୀର  : ବଲାଙ୍ଗୀର ବନଖଣ୍ଡର ବଲାଙ୍ଗୀର  ରେଞ୍ଜ୍-୨ ଅନ୍ତର୍ଗତ ଜିଲ୍ଲା ମହକୁମାରୁ ମାତ୍ର ୧୦ / ୧୨ କିମି ଦୂରସ୍ଥ ମଠଖାଇ ସଂରକ୍ଷିତ ଜଙ୍ଗଲରେ ଆଜି ଏକ ବଣୁଆ ଦନ୍ତାହାତୀର ଗଳିତ ମୃତଦେହକୁ ଲୋକଙ୍କଠାରୁ ଖବର ପାଇ ବନବିଭାଗ ଉଦ୍ଧାର

Read More

ସୋସିଆଲ୍ ମିଡ଼ିଆ ସବୁଠାରୁ ଶକ୍ତିଶାଳୀ ଗଣମାଧ୍ୟମ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପୂର୍ବର ନବୀନ ସରକାରରେ ଗଣମାଧ୍ୟମର କଣ୍ଠରୋଧ ହେଉଥିଲା । ଉଭୟ ଶାସକ ଓ ବିରୋଧୀଦଳର ସମାଲୋଚନାରୁ ସଠିକ୍ ସାମ୍ବାଦିକତା ଜଣାପଡେ । ଗଣମାଧ୍ୟମ ହେଉଛି ସାଧାରଣଲୋକଙ୍କ ସ୍ବର । ଗଠନମୂଳକ ସମାଲୋଚନା ଓ ଏଜେଣ୍ଡା ଚଳାଇବା ମଧ୍ୟରେ ଏକ ଲକ୍ଷ୍ମଣରେଖା ରହିବା ଆବଶ୍ୟକ । ଗଲା କିଛିବର୍ଷ ମଧ୍ୟରେ ସାମ୍ବାଦିକତା ବ୍ୟବସାୟ ହୋଇପଡିଥିବା ବେଳେ ସାମ୍ବାଦିକତା  ବୃତ୍ତି ହୋଇଯାଇଛି ।  ସାମାଜିକ

Read More

ଟିଟିଲାଗଡ ଶିଶୁବିକ୍ରି ଘଟଣା

ସ୍ବାସ୍ଥ୍ୟମନ୍ତ୍ରୀ ଓ ଉପମୁଖ୍ଯମନ୍ତ୍ରୀ ନୀରବ କାହିଁକି  ? ଟିଟିଲାଗଡ : ଟିଟିଲାଗଡ ସରକାରୀ ମାତୃ ଓ ଶିଶୁ ଚିକିତ୍ସାଳୟରେ ଶିଶୁବିକ୍ରି ଉଦ୍ୟମ ଘଟଣା ଓ ଏଥିରେ ଆନ୍ତଃରାଜ୍ୟ ଦଲାଲ୍ ସମ୍ପୃକ୍ତି ଜଣାପଡିଥିବା ଚାଞ୍ଚଲ୍ୟକର ଖବର ସତ୍ତ୍ୱେ ସରକାର ଏଥିପ୍ରତି ଆଦୌ ଭ୍ରୂକ୍ଷେପ କରିନାହାଁନ୍ତି !  ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହା ଯେ , ରାଜ୍ୟ ଚାଇଲ୍ଡ ଲାଇନ୍ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍

Read More