କଣ୍ଟାବାଞ୍ଜି ବିଧାୟକଙ୍କ କୋର୍ଟ ଆଦେଶକୁ ବେଖାତିର୍ 

ଭାଇ , ଖରାପ ଭାବିଲ କି  ?  କଟିଯିବ କି  ? କଟିଗଲାପରେ ଉପ-ନିର୍ବାଚନରେ ପୁଣି ନବୀନ  ! କଣ୍ଟାବାଞ୍ଜି  :   ଏଥରର ନିର୍ବାଚନରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀହୋଇଥିବା ବିଗତ ୨୪ ବର୍ଷର ବିଜେଡି ସରକାରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇ ବିଧାୟକ ହୋଇଥିବା ଜାଏଣ୍ଟ୍ କିଲର୍ ଭାଜପାର ଲକ୍ଷ୍ମଣ ବାଗଙ୍କ ସ୍ଥିତି ଟଳମଳ ହେଉଥିବାର ଆଶଙ୍କା ସୃଷ୍ଟି ହୋଇଛି । 

Read More

ଲୋୟର୍ ଇନ୍ଦ୍ର ଜଳଅମଳ ପ୍ରକଳ୍ପର ବାସଚ୍ୟୁତଙ୍କ କ୍ଷତିପୂରଣ ହଡପ ଅଭିଯୋଗ

ଦଲାଲ୍ – ଅଧିକାରୀ – ପରିବାର ଲୋକଙ୍କ ମିଳିତଷଡଯନ୍ତ୍ର  ! ଅଦ୍ୟାପି ପୁନର୍ବାସ ଓ ଥଇଥାନ ହୋଇନାହିଁ  :  ବାସ୍ତୁହରା ହେଇ ବୁଲୁଛନ୍ତି କ୍ଷତିଗ୍ରସ୍ତ ପ୍ରଜା ନୂଆପଡା  :  ଗତ ୨୦୦୫- ୦୬ ରେ ହୋଇଥିବା ଲୋୟର୍ ଇନ୍ଦ୍ର ବନାମ ତିଖାଲି ଜଳଅମଳ ପ୍ରକଳ୍ପ ପାଇଁ  କ୍ଷତିଗ୍ରସ୍ତ ବାସଚ୍ୟୁତଙ୍କ ସମ୍ପୂର୍ଣ୍ଣ କ୍ଷତିପୂରଣ ରାଶି ପ୍ରଦାନ ବାକି ରହିଥିବା ବେଳେ ସେମାନଙ୍କୁ ଅଦ୍ୟାବଧି ଥଇଥାନ କରାଯାଇ

Read More

ଦାଦନ ରୋକିବାକୁ ଟାସ୍କଫୋର୍ସ

ସେଠ୍ ସର୍ଦ୍ଦାର ଛାନିଆ  ! ଭବିଷ୍ୟତ କହିବ ,କେତେ ସଫଳ ହେବ  ? ଭୁବନେଶ୍ବର  :  ଦାଦନ ସମସ୍ୟା ରୋକିବାକୁ ରାଜ୍ୟସରକାର ଟାସ୍କଫୋର୍ସ ଗଠନ କରିଛନ୍ତି । ପାଟଣାଗଡ ବିଧାୟକ ତଥା ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହାର ଅଧ୍ୟକ୍ଷ ରହିଛନ୍ତି । ଏହି ଉଚ୍ଚସ୍ତରୀୟ ସ୍ବତନ୍ତ୍ର କମିଟିରେ ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡା , ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମେତ ବିଭିନ୍ନ ବିଭାଗର

Read More

ବଙ୍ଗୋମୁଣ୍ଡା ତହସିଲରେ ବେଆଇନ୍ କ୍ରସର !

ଖବରପ୍ରକାଶ ପରେ ବି ନୋ ଆ କ୍ ସ ନ୍  ! କଣ୍ଟାବାଞ୍ଜି  :  ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ତହସିଲ ଅନ୍ତର୍ଗତ ସାନଗମଡା ଗ୍ରାମରେ  ବେଆଇନ୍ ପଥର ବ୍ଲାଷ୍ଟିଂ ଓ  କ୍ରସର୍ ଚାଲିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହି ଅନୁଯାୟୀ , ଭାଲୁମୁଣ୍ଡା ଗ୍ରାମର ଶ୍ୟାମ ମେହେର ଏହି କ୍ରସରର ମାଲିକ ।  ପ୍ରାୟ ପ୍ରତିଦିନ ଏହି କ୍ରସର ଓ ବେଆଇନ୍

Read More

ବଲାଙ୍ଗୀର ଜିଲ୍ଲାରୁ ବିଦେଶକୁ ଶିଶୁଚାଲାଣ ରାକେଟ୍ ସକ୍ରିୟ ?

ଶିଶୁ ସୁରକ୍ଷା ୟୁନିଟ୍ ଓ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକଳାପ ସନ୍ଦେହରେ ! ବଲାଙ୍ଗୀର  :  ଗତକିଛି ବର୍ଷ ଧରି ବଲାଙ୍ଗୀର ଜିଲ୍ଲାର ବିଭିନ୍ନଅଞ୍ଚଳରେ ଶିଶୁଚୋରି , ଆନ୍ତଃରାଜ୍ୟ ଶିଶୁବିକ୍ରି ଉଦ୍ୟମ ଓ ଶିଶୁ ଉଦ୍ଧାର ଘଟଣା ଇତ୍ୟାଦି ପରେ ଏବେ ବିଦେଶକୁ ଅବୈଧ ଶିଶୁଚାଲାଣ ରାକେଟ୍ ସକ୍ରିୟ ରହିଥିବା ସମ୍ପର୍କୀୟ ଏକ ଚାଞ୍ଚଲ୍ୟକର ସୂତ୍ର ହସ୍ତଗତ ହୋଇଛି ।  ଗୁରୁତର ବିଷୟ ଯେ

Read More