ବଲାଙ୍ଗୀର ବନଖଣ୍ଡରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ

ବିଦ୍ୟୁତ୍ ତାରର ବାର୍ହାଫାଶରେ ଲାଗି ମରୁଛନ୍ତି ବନବିଭାଗର ଅବହେଳା : ହାତୀ ଟ୍ରାକର୍ ଖଟୁଛନ୍ତି ଅଧିକାରୀଙ୍କ ଘରେ  ! ବଲାଙ୍ଗୀର ବନଖଣ୍ଡର ବଲାଙ୍ଗୀର  ରେଞ୍ଜ୍ ରେ  ଗତ ୮ ତାରିଖରେ ଏକ ହାତୀର ମୃତଦେହ ଉଦ୍ଧାର ହୋଇଥିଲା । ଗତ୧୨ ତାରିଖରେ  ସେଇ ରେଞ୍ଜ୍ ରେ ପୁଣି ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ସମୟରେ ୪

Read More

ବଲାଙ୍ଗୀର ବନଖଣ୍ଡର ବୃକ୍ଷରୋପଣ ମହାଦୁର୍ନୀତି !

କେବଳ ଲରମ୍ଭା ନା  ସମଗ୍ର ଡିଭିଜନ୍ ରେ ? ପାଟଣାଗଡ  : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ରେଞ୍ଜ୍ ର ଲରମ୍ଭା ସେକ୍ ସନ୍ ରେ ବୃକ୍ଷରୋପଣ ମହାଦୁର୍ନୀତି ହୋଇଛି । ଏସମ୍ପର୍କରେ ଡିଏଫ୍ ଓ ଙ୍କୁ  ପାଟଣାଗଡକୁ  ଡକାଇ ‘କେଉଁଠି ଗଛ ଲଗାଇଛ , ଚାଲ ଦେଖାଇବ ‘ ବୋଲି ପଚାରି ତାଙ୍କୁ ନେଇ ବୁଢାରଜା ପାହାଡ ସମେତ ଦମକିପାଲି , ଠେଲକୋଛାପର ଓ ଲାହେରଜୁରୀ ଆଦି ବିଭିନ୍ନ

Read More

ସମବାୟ ସମିତି ସମୂହ ନିବନ୍ଧନ ବିଭାଗରେ ଅନିୟମିତତା

ଅଧିକକାଳ ଅବସ୍ଥାପିତ ଅଧିକାରୀମାନେ ଦୁର୍ନୀତିଗ୍ରସ୍ତ :ନିଯୁକ୍ତି ବଦଳି ପଦୋନ୍ନତିରେ ନିୟମ ଉଲଙ୍ଘନ ! ଭୁବନେଶ୍ବର  :  ଓଡିଶା ସମବାୟ ସମିତି ସମୂହ ନିବନ୍ଧକ ବା କୋ ଅପରେଟିଭ୍ ସୋସାଇଟିଜ୍  ରେଜିଷ୍ଟ୍ରାର୍ ଙ୍କ ଅଧୀନସ୍ଥ  ସମବାୟ ସମିତି ସମୂହ ଉପ ନିବନ୍ଧକ ବା ଡିଆର୍ ସିଏସ୍ ମାନଙ୍କର କେତେକ ଏଆରସିଏସ୍ ଓ ଇନିସପେକ୍ଟରମାନେ ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ ହୋଇପଡିଥିବା ଅଭିଯୋଗ ହେଉଛି ।  ଗୋଟିଏ ସ୍ଥାନରେ ବେଶିଦିନ ରହିଥିବା

Read More

ହସ୍ପିଟାଲରେ ଆଉଟ୍ ସୋର୍ସିଂ କର୍ମଚାରୀ ନିଯୁକ୍ତି କେଳେଙ୍କାରୀ

ଛଟେଇ ପରେ ଗୁମର ଖୋଲିଲା ବଲାଙ୍ଗୀର  : ଏବେ ଉତ୍କଟ ବେକାରୀସମସ୍ୟାକୁ ଆଉଟ୍ ସୋର୍ସିଂ ନିଯୁକ୍ତି ଓ ତହିଁରେ ପୁଣି ଲକ୍ଷାଧିକ ଟଙ୍କାରେ ଖୋଲାଖୋଲି ଚାକିରୀ ବିକ୍ରି ପରେ ମନଇଚ୍ଛା ଛଟେଇ  ସମସ୍ୟା ସୃଷ୍ଟି କରିଛି ।  ସଂପ୍ରତି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଏଭଳି ଘଟଣା ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜନପ୍ରତିକ୍ରିୟା ପ୍ରକାଶ ପାଇଛି ।  ପ୍ରକାଶ ଯେ , ଏଠାରେ

Read More

ଆନ୍ଧ୍ରରେ ନଈରେ ଭାସିଗଲା ଦାଦନଶ୍ରମିକ ?

ଓଡିଶା ଓ ଆନ୍ଧ୍ର ସରକାରଙ୍କୁ ପରିବାରର ନିବେଦନ ବଲାଙ୍ଗୀର  :  କାମଧନ୍ଦା ଖୋଜି ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନାନ୍ତର୍ଗତ ବଡଉଡେନ ଗ୍ରାମର ଗିରିଧାରୀ ବନଛୋର ( ୩୯ ) ଗାଁ’ର ୪ ଜଣଙ୍କ ସହ ମିଶି ଦାଦନଶ୍ରମିକ ଭାବରେ ଯାଇ ଓଡିଶା ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ଇଚ୍ଛାପୁର ଥାନାନ୍ତର୍ଗତ ବିଲେଙ୍ଗି ଗ୍ରାମର ଲକ୍ଷ୍ଣଣ କୁମାରଙ୍କ  ଆର୍ କେ ବି କ୍ଲିନ୍ ଇଟାଭାଟିରେ ପହଞ୍ଚି

Read More