ଦଶନ୍ଧିଦଶନ୍ଧି ପରେ ବି ବଲାଙ୍ଗୀରଜିଲ୍ଲାରେ ଶିଶୁବିକ୍ରି ଖବର  !

ପ୍ରଶାସନ ,ପୁଲିସ୍ , ଡାକ୍ତର ମିଳିମିଶି ଚପାଇଦେଲେ  ? ବିଧାୟକ କହିଲେ : ଏତେ ଘଟଣା ଜାଣିବା ସମ୍ଭବ ନୁହେଁ ଟିଟିଲାଗଡ :  ସ୍ବାଧୀନତାର ଏତେବର୍ଷ ପରେ ବି ଆଦିବାସୀ ବହୁଳ ପଶ୍ଚିମଓଡିଶାର ବଲାଙ୍ଗୀର ଜିଲ୍ଲାରେ ଦାରିଦ୍ର୍ଯର ଚରମ ନମୁନା ମାଆର ଜନ୍ମକଲା ଶିଶୁବିକ୍ରି ଘଟଣା ଥମିନାହିଁ । ବିଶେଷକରି ଟିଟିଲାଗଡ ଉପଖଣ୍ଡରେ ଇ ଏହାର ବାରମ୍ବାର ପୁନରାବୃତ୍ତି ଘଟୁଛି । ବିକାଶର ଡିଣ୍ଡିମ

Read More

ପରକୀୟାର ଭୟଙ୍କର ପରିଣତି

ଫ୍ରିଜ୍ ରେ ମୃତଦେହକୁ ଭରିଥିଲା ୫୯ ଖଣ୍ଡ କରି ବେଙ୍ଗାଲୁରୁରେ ପ୍ରେମିକାକୁ ମାରି ଓଡିଶାରେ ଆତ୍ମହତ୍ୟା ଭଦ୍ରକ  :  ପରକୀୟା ଅବୈଧ ପ୍ରେମ ଓ ସନ୍ଦେହର ପରିଣତି ଯେ କେତେ ଭୟଙ୍କର ହୋଇପାରେ , ବେଙ୍ଗାଲୁରୁର ମହାଲକ୍ଷ୍ମୀ ନୃଶଂସ ହତ୍ୟାକାଣ୍ଡ ଏହାର ଜ୍ବଳନ୍ତଉଦାହରଣ । ନେପାଳରୁ ଆସି ପରକୀୟା ସନ୍ଦେହରେ ସ୍ବାମୀ – ସ୍ତ୍ରୀଙ୍କର  ଝଗଡାରୁ ଅନ୍ୟତ୍ର ରହୁଥିବା ଓ ପରବର୍ତ୍ତୀକାଳରେ ଜଣେ ଓଡିଆ

Read More

ରାଉରକେଲାରେ ପୁଣି ଗଣଦୁଷ୍କର୍ମ ଘଟଣା

କାହାକୁ ଦାୟୀ କରାଯିବ ?  ରାଉରକେଲା :  ନିକଟରେ ରାଉରକେଲାର ଜନଗହଳ ବିର୍ସାମୁଣ୍ଡା ଛକ ପାଖର ଗଣଦୁଷ୍କର୍ମ ଘଟଣା ପରେ ଗତ ୨୨ ତାରିଖ ରାତିରେ  ପୁଣି ଏକ ଗଣଦୁଷ୍କର୍ମ ଘଟଣା ଆଲୋଡନ ସୃଷ୍ଟି କରିଛି । ପୂର୍ବ ମାମଲାରେ ୭ ଜଣ ଜଡିତ ଥିବା ବେଳେ ଦ୍ବିତୀୟ ମାମଲାରେ ୫ ଜଣ ସମ୍ପୃକ୍ତ ରହିଥିବା ପ୍ରକାଶ । ଆଗର ମାମଲାରେ ପୁଲିସ୍ କେତେକ

Read More

ତରଭାରେ ୨ କୋଟି ଆପ୍ ଠକେଇ ମାମଲା

ଠକକମ୍ପାନୀର କମିଶନ ଏଜେଣ୍ଟ୍ ବିରୋଧରେ ଏତଲା ହୁଗୁଳା ଦଣ୍ଡବ୍ୟବସ୍ଥାର ଫାଇଦା ନେଇ ଅଭିଯୁକ୍ତ ମୁକୁଳାସାଇବର ଠକେଇରେ ଫସି ଆତ୍ମହତ୍ୟା କରୁଛନ୍ତି ଯୁବକମାନେ ତରଭା  :  ସାରାରାଜ୍ୟ ସମେତ ପଶ୍ଚିମଓଡିଶାର ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଛନ୍ଦିହେଲାଣି ସାଇବରଠକେଇର ଜାଲ । ଏଥିରେ କିଛିଦିନ ମଧ୍ୟରେ ଆତ୍ମହତ୍ୟା କରି ବଲାଙ୍ଗୀର ବା ସୋନପୁରଜିଲ୍ଲାରେ ଗଲାଣି ୪ ଜଣ ଯୁବକଙ୍କ ଅମୂଲ୍ୟଜୀବନ । ଏବେ ସୁବର୍ଣ୍ଣପୁର ଜିଲ୍ଲାର

Read More

ସରକାରୀ ଚାକିରୀ ପାଇଁ ଦଲାଲ୍ ସକ୍ରିୟ  !

ଓ ଏସ୍ ଏସ୍ ଏସ୍ ପରୀକ୍ଷାକୁ ଅଧିକ ନଜର୍ ଇ ନ୍ ସା ଇ ଡ ର୍ ଟ୍ରେଡିଂ ବା ମେରିଟ୍ ଦୁର୍ନୀତି କୌଶଳ ଭୁବନେଶ୍ବର :  ସୀମିତ ସରକାରୀ ଚାକିରୀ ବାହାରୁଥିବା ସହିତ ମୁଖ୍ୟତଃ ଆଉଟ୍ ସୋର୍ସିଂ ଜରିଆରେ ପିଲାଙ୍କୁ ଚାକିରୀ ଦିଆଯାଉଥିବାରୁ ରାଜ୍ୟରେ ବେକାରୀସମସ୍ୟା ଉତ୍କଟ ହୋଇପଡିଛି । ଏହାର ଫାଇଦା ନେଇ ଠକମାନେ ଚାକିରୀ ଆଶାୟୀଙ୍କୁ ବିଭିନ୍ନ ଅଭିନବ କୌଶଳରେ

Read More