ଫାଶୀଦଣ୍ଡ ସତ୍ତ୍ୱେ ନାରୀଧର୍ଷଣ ବୃଦ୍ଧିର କାରଣ ସରକାରଙ୍କ ମଦନୀତି ନା ଆଇନଶୃଙ୍ଖଳା ପ୍ରତି ଅପରାଧୀଙ୍କ ବେଖାତିର୍ ? ରାଉରକେଲା : ପୁଣି ରାଜ୍ୟରେ ଆଉ ଏକ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ଘଟଣା ଆଲୋଡନ ସୃଷ୍ଟି କରିଛି । ଗତ ୨୧ ତାରିଖରେ ସ୍ଥାନୀୟ ବିର୍ସାମୁଣ୍ଡା ଛକ ନିକଟରେ ୨ ଜଣ ନାବାଳିକାଙ୍କୁ ୭ ଜଣ ମଦ୍ୟପ ଅଭିଯୁକ୍ତ ଅଟୋ ଓ ପିକ୍ ଅପ୍ ଚାଳକ ସନ୍ଧ୍ୟାବେଳେ ଜନଗହଳିପୂର୍ଣ
Read Moreପାଟଣାଗଡରେ ୫ ଲକ୍ଷ ହାରି ଯୁବକଙ୍କ ଆତ୍ମହତ୍ୟା ଓସୋନପୁର ମହାନଦୀରୁ ଆତ୍ମହତ୍ୟା କରିଥିବା ଯୁବକଙ୍କର ଶବ ଉଦ୍ଧାର ! ପାଟଣାଗଡ : ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଇବର ଠକେଇ ବା ମୋବାଇଲ୍ ଜୁଆଖେଳ ଶୋଚନୀୟ ପରିସ୍ଥିତି ସୃଷ୍ଟି କଲାଣି । କେଉଁଠି ଆପ୍ ରେ ଏହି ଠକେଇ ବା କେଉଁଠି ଟ୍ରେଡିଂରେ ଏହି ଜୁଆଖେଳ ଚାଲିଛି । ନିକଟରେ ପୁରୀରୁ ଆରମ୍ଭ ହୋଇ ବୌଦ୍ଧ , ସୋନପୁର
Read Moreଅଙ୍ଗନବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ ମାମଲା ପାଲଟା ଅଭିଯୋଗରେ କ’ଣ ଥିଲା ? ବାଲେଶ୍ବର : ଗତ ୧୯ ତାରିଖରେ ବାଲେଶ୍ବର ଜିଲ୍ଲାର ବାଲିଆପାଳ ଥାନା ବଢାଣ ଫାଣ୍ଡି ଅନ୍ତର୍ଗତ କୁଣ୍ଡୁଳି ପଞ୍ଚାୟତର ମହାପଦା ଗ୍ରାମରେ ଘଟିଥିବା ଅଙ୍ଗନବାଡି କର୍ମୀଙ୍କୁ ଗ୍ରାମବାସୀଙ୍କ ଦ୍ୱାରା କଙ୍ଗାରୁକୋର୍ଟରେ ଗଛରେ ବାନ୍ଧି ମାଡ ମରାଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏପରିକି ଖବର ପାଇଁ
Read Moreଥାନାଭିତରେ ମଦପିଇ ଯୁବତୀଙ୍କ ହଙ୍ଗାମା ସ୍ପୃହଣୀୟ ? କେତେ ନିରପେକ୍ଷ ତଦନ୍ତ ଓ କାର୍ଯ୍ୟନୁଷ୍ଠାନ ଗ୍ରହଣ ? ଭୁବନେଶ୍ବର : ଭରତପୁର ଥାନାର ମେଜରଙ୍କ ବାନ୍ଧବୀଙ୍କୁ ପୁଲିସ୍ ର ମାଡ ଓ ପୁଲିସ୍ ର ଯୌନ ନିର୍ଯାତନା ଅଭିଯୋଗ ମାମଲାଟି ସମଗ୍ର ରାଜ୍ୟରେ , ଦେଶବ୍ଯାପି ଓ ଆନ୍ତର୍ଜାତୀୟ ଖବରର ଶିରୋନାମା ପାଲଟିଯାଇଛି । ସଂପ୍ରତି ଏହା ମିଡିଆ ହାଇଲାଇଟ୍ ର ଗରମମସଲା ହୋଇଥିବା ସହିତ
Read Moreବିକାଶର ସଂଜ୍ଞା କେବଳ ଟଙ୍କାବଣ୍ଟନ ବା ବିଜ୍ଞାପନ ନୁହେଁ ! ଭୁବନେଶ୍ବର : ସଂପ୍ରତି ଖବରକାଗଜ ବା ଗଣମାଧ୍ୟମରେ ନୂତନ ମୋହନ ଡବଲଇଞ୍ଜିନ୍ ସରକାରର ବଡ ବଡ ବିଜ୍ଞାପନୀଘୋଷଣା ବା ପ୍ରତିଶ୍ରୁତିର ପ୍ରତିପାଳନର ଶହେଦିନର ରିପୋର୍ଟକାର୍ଡ ପ୍ରକାଶ ପାଇଛି । ଏଥିରେ ଦେଶର ବିକାଶ ରେଳରେ ଓଡିଶା ପ୍ରଥମ ବଗି ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିରେ ସୁଭଦ୍ରା ଯୋଜନାରେ ୧
Read More