ନ୍ୟୁଜ୍

ଜିଲ୍ଲା ଲେଖକ ପରିଷଦ ବିରୁଦ୍ଧରେ ସାଂଘାତିକ୍ ଷଡଯନ୍ତ୍ର

‘୧୮ତମ ବଲାଙ୍ଗୀର ବହିହାଟ- ୨୦୨୬’ କରାଇ ନ ଦେବାକୁ ଅସନ୍ତୁଷ୍ଟଙ୍କ ମେଳି ଓ ଅପପ୍ରଚାର ! ବଲାଙ୍ଗୀର : ଜିଲ୍ଲାର ଏକ ମର୍ଯ୍ୟାଦାବନ୍ତ ସାରସ୍ବତ ଅନୁଷ୍ଠାନ ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦ ପକ୍ଷରୁ ପ୍ରାୟ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ଯ ଆଗାମୀ ୨୦୨୬ ଫେବୃୟାରୀ ୧୨ ରୁ ୨୧ ତାରିଖ ପର୍ଯ୍ଯନ୍ତ ୧୦ ଦିନ ଧରି ରାଜ୍ୟସ୍ତରୀୟ ପୁସ୍ତକମେଳା ବା ‘୧୮ ତମ ବଲାଙ୍ଗୀର

Read More
ଦୁର୍ନୀତି

ଜଣେ ସରକାରୀ ଅଧିକାରୀଙ୍କ କାରସାଦୀ

ଗୋଚରଜମିକୁ ଏନଏସିକୁ ହସ୍ତାନ୍ତର : ଠିକାଦାରଙ୍କ ପାଉଣା ବନ୍ଦ : ଅଙ୍ଗନବାଡି କର୍ମୀଙ୍କ ନିଯୁକ୍ତିରେ ଜାଲିଆତି : ପାଟଣାଗଡ : ଦୀର୍ଘ ପ୍ରାୟ ୪ ବର୍ଷକାଳ ପ୍ରାଶାସନିକ ଦାୟିତ୍ବରେ ଏଠାରେ ରହିବା ପରେ ଏବେ ପଦୋନ୍ନତି ପାଇ ବଲାଙ୍ଗୀର ଜିଲ୍ଲାର ଦାୟିତ୍ବରେ ପଦାସୀନ ଜନୈକ ଅଧିକାରୀଙ୍କ କାର୍ଯ୍ୟକଳାପ ଜନବିରୋଧୀ ହେବା ସହ ତାଙ୍କ କ୍ଷମତାର ଅପବ୍ୟବହାର ବୋଲି ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ପ୍ରକାଶ ପାଇଛି

Read More
ଅପରାଧ

ତେଲନଦୀ ବ୍ରିଜ୍ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା

ତୁଷୁରା : ଗତ ୩ ତାରିଖରେ ତୁଷୁରା ତେଲନଦୀ ବ୍ରିଜ୍ ତଳ ପଥର ଚଟାଣରେ ପଡିଥିବା ନିକଟସ୍ଥ ଦେଉଳଗୁଡି ଗ୍ରାମର ଜଣେ ଛୋଟତେଜରାତି ଦୋକାନୀ ନଟରାଜ ଥନାପତି ( ୩୫)ଙ୍କ କ୍ଷତବିକ୍ଷତ ମୃତଦେହକୁ ତୁଷୁରା ପୁଲିସ ଉଦ୍ଧାର କରିଥିବା ଘଟଣାରେ ପୁଲିସ ତଦନ୍ତ ପୂର୍ବକ ଉକ୍ତ ଯୁବକଙ୍କ ବଡଭାଇ ଓ ଘନିଷ୍ଠ ବନ୍ଧୁଙ୍କ ସମେତ ବିଭିନ୍ନ ଗ୍ରାମର ଅଦ୍ୟାବଧି ମୋଟ ୮ ଜଣଙ୍କୁ ଗିରଫ

Read More
ଅପରାଧ

ବାଲିବେପାର ବନାମ ଲଘୁ ଖଣିଜ ଦ୍ରବ୍ଯର ଚୋରାଚାଲାଣ !

ବଲାଙ୍ଗୀର : ଏବେ କେବଳ ବଲାଙ୍ଗୀର ଜିଲ୍ଲାରେ ନୁହେଁ , ସାରା ରାଜ୍ୟରେ ଚାଲିଛି , ବାଲିଚୋରି । ଏବେ ଏହାର ପରିଚାଳନା ଲଘୁ ଖଣିଜ ଦ୍ରବ୍ଯ ନାଁ’ ରେ ଖଣି ବିଭାଗ ଅଧୀନକୁ ଆସିଛି । ପୂର୍ବରୁ ଉପକୂଳ ଓଡିଶାରେ ବାଲିଘାଟ ନିଲାମ ବା ବେଆଇନ ବାଲିଚୋରାଚାଲାଣ ପାଇଁ ମାଫିଆଙ୍କ ଉପଦ୍ରବ ଖବର ଜରିଆରେ କାନ ଶୁଣୁଥିଲା । କିଛିଦିନ ତଳେ ବ୍ରହ୍ମପୁର

Read More
ଅପରାଧ

ସାଇଟ୍ ନର୍ସିଂ ହଷ୍ଟେଲରେ ମହିଳାମାନେ କେତେ ସୁରକ୍ଷିତ ?

ମାଲିକଙ୍କ ନିର୍ଦ୍ଦେଶକପୁଅ ମହିଳାୱାଡେନଙ୍କୁ ଅସଦାଚରଣ ଅଭିଯୋଗରେ ଜେଲ୍ ଯିବାପରେ… ବଲାଙ୍ଗୀର : ନିକଟରେ ବଲାଙ୍ଗୀର ସଦାଇପାଲିଠାରେ ସ୍ଥିତ ସୁଶ୍ରୀ ଓରଫ ସାଇଟ୍ ନର୍ସିଂ ହଷ୍ଟେଲର ମହିଳାୱାଡେନଙ୍କୁ ଅସଦାଚରଣ କରି ଗିରଫ ହେବାପରେ ଏବେ ଜେଲ୍ ହାଜତରେ ଥିବାବେଳେ ଏହି ଘରୋଇସଂସ୍ଥା ଓ ତାର ହଷ୍ଟେଲ ମହିଳାଙ୍କ ପାଇଁ କେତେ ସୁରକ୍ଷିତ ବୋଲି ଜନସାଧାରଣଙ୍କ ମନରେ ଶଂକା ସୃଷ୍ଟିହୁଏ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ

Read More