ଜିଲ୍ଲା

ବଲାଙ୍ଗୀର ଜିଲ୍ଲାରେ ଥମୁନି ଚାକିରୀ ଜାଲିଆତି

ଡି ଡବ୍ଲୁଓ ଙ୍କ ନାଁ’ରେ ଥାନାରେ ଏତଲା : ଆଉଟ୍ ସୋର୍ସିଂ ସଂସ୍ଥାକୁ ବିଭାଗ ପକ୍ଷରୁ ନୋଟିସ୍ ବଲାଙ୍ଗୀର : କିଛିଦିନ ତଳେ ବଲାଙ୍ଗୀରରେ ଶାଖା ଖୋଲିଥିବା ଦିଲ୍ଲୀର ଏକ ଆଉଟ୍ ସୋର୍ସିଂ ସଂସ୍ଥା ବଲାଙ୍ଗୀର ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ବା ଆଦିବାସୀ କଲ୍ଯାଣ ବିଭାଗର ଗୋଟିଏ ଲେଖାଏଁ ଏଫ୍ ଆର୍ ସେଲ୍ ସଂଯୋଜକ ଓ ମିସ୍ ଆସିଷ୍ଟାଣ୍ଡ୍ ପଦ

Read More
ଜିଲ୍ଲା

ବ୍ଳକ ଅଧ୍ୟକ୍ଷ- ବିଡିଓ ହାତାହାତି

ଥାନାକୁ ମାମଲା ଗଲାନାହିଁ ! କାରଣ କ’ଣ ? ଲୋଇସିଂହା : ତିନିଦିନ ତଳେ ବଲାଙ୍ଗୀର ଜିଲ୍ଲାର ଅନ୍ୟତମ ରାଜନୈତିକ ସମ୍ବେଦନଶୀଳ ବ୍ଲକ୍ ଲୋଇସିଂହା ବ୍ଲକର ଅଧ୍ୟକ୍ଷ ଓ ବିଡିଓଙ୍କ ମଧ୍ଯରେ ଖୋଲାଖୋଲି ଉଚ୍ଚସ୍ଵରରେ ବଚସା ସହିତ ହାତାହାତି ହେବା ଘଟଣା ଘଟିଯାଇଛି । ଗଣମାଧ୍ୟମରେ ପ୍ରକାଶ ପାଇ ଏହା ଚର୍ଚ୍ଚିତ ହୋଇପଡିଥିଲେ ହେଁ , ଉଭୟ ପକ୍ଷରୁ ଏ ସମ୍ପର୍କରେ ସ୍ଥାନୀୟ ଥାନାରେ

Read More
ଜିଲ୍ଲା

ମନରେଗା ଗାଇଡ୍ ଲାଇନ୍ ଉଲଙ୍ଘନ ?

ଭବାନୀପାଟଣା : ୧୪ ତାରିଖ ପୂର୍ବାହ୍ନରେ କଳାହାଣ୍ଡି ଜିଲ୍ଲାର ଉପାନ୍ତ ବ୍ଲକ୍ କର୍ଲାମୁଣ୍ଡା ବ୍ଲକର ରିଷିଡା ପଞ୍ଚାୟତର ମାତୃକୃପା ଅଞ୍ଚଳରେ ମନରେଗା ପ୍ରକଳ୍ପର ଗାତଖୋଳା କାମ ଚାଲିଥିବା ବେଳେ ରିଷିଡା ଗାନ୍ଧୀନଗରପଡାର ଜଣେ ପ୍ରାୟ ୬୫ ବର୍ଷ ବୟସ୍କ ବୃଦ୍ଧଶ୍ରମିକ ଜବ କୁମ୍ଭାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଯାଇଥିବା ପ୍ରକାଶ । ତାଙ୍କୁ ତୁରନ୍ତ ରିଷିଡା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଓ ଡାକ୍ତର ତାଙ୍କୁ ମୃତଘୋଷଣା

Read More
ଅପରାଧ

ଚୋରଘର ସବୁଦିନ ଅନ୍ଧାର ରହେନା

ପାଟଣାଗଡରୁ ଭୁବନେଶ୍ବର ଓ ସେଠାରୁ ଦିଲ୍ଲୀ ସହଯୋଗ କରୁଥିଲେ ବହୁ ସରକାରୀ ବରିଷ୍ଠ ଅଧିକାରୀ ବଲାଙ୍ଗୀର : ଶେଷରେ ବିଭିନ୍ନ ଠକେଇ ଓ ଦଲାଲିରେ କୋଟି କୋଟି ଟଙ୍କା ଓ ସମ୍ପତ୍ତିର ମାଲିକ ପାଲଟିଥିବା ମହାଠକ ଓଡ଼ିଶାର ଅଜିତ୍ ପାତ୍ର ଏକ ଜିଏସ୍ ଟି ମାମଲାରେ ବଞ୍ଚାଇବାକୁ ନକଲି ଅଧିକାରୀ ସାଜି ୧୮ ଲକ୍ଷ ଟଙ୍କା ନେଉଥିବା ବେଳେ ରାଜସ୍ଥାନରେ ଦିଲ୍ଲୀ ସିବିଆଇ ହାତରେ

Read More
ଜିଲ୍ଲା

ବୌଦ୍ଧ ଜିଲ୍ଲାରେ ଛତୁଆ କେଳେଙ୍କାରୀ

ମହିଳା ଓ ଶିଶୁଙ୍କୁ ମିଳୁନି ପୁଷ୍ଟିକର ପୋଷକଖାଦ୍ୟ : ଏସ୍ ଏଚ୍ ଜି ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ! ବୌଦ୍ଧ : ବୌଦ୍ଧ ଜିଲ୍ଲାର ଶିଶୁବିକାଶ ପ୍ରକଳ୍ପ ଗୁଡିକରେ ଗତ କିଛିମାସ ହେଲା ଗର୍ଭବତୀ /ପ୍ରସୂତୀ ମହିଳା ଓ ଶିଶୁମାନଙ୍କ ପାଇଁ ଅଙ୍ଗନବାଡି ଯୋଜନାରେ ସରକାର ଯୋଗାଉଥିବା ପୁଷ୍ଟିକର ଛତୁଆ ଶିଶୁଖାଦ୍ୟ କାର୍ଯ୍ୟକ୍ରମରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଛି । ଚଳିତବର୍ଷଠାରୁ ନୂତନ

Read More