ରାଜନୀତି

ନୂଆପଡା ଉପନିର୍ବାଚନ :

ଭିଡର ଲୋକ ଭୋଟର ନୁହଁନ୍ତି ! ଦଶନ୍ଧି ଦଶନ୍ଧି ଧରି ବେପାରୀଙ୍କ ହାତରେ ନୂଆପଡା ନୂଆପଡା : ଚଳିତ ଉପନିର୍ବାଚନରେ ମୁଖ୍ଯତଃ ତିନୋଟି ରାଜନୈତିକ ଦଳ ବିଜେପି , ବିଜେଡି ଓ କଂଗ୍ରେସ ମଧ୍ଯରେ ଯୋର୍ ଦାର୍ ପ୍ରତିଯୋଗିତା ଚାଲିଛି । ତେବେ ରାଜନୈତିକ ଭାଷଣବାଜି ଓ ପୋଷ୍ଟର ପାମ୍ପଲେଟ୍ ରେ ବିକାଶର ଇସ୍ତାହାର ଯାହା ଉଲ୍ଲେଖ କରାଯାଇଥାଉନା କାହିଁକି , ବାସ୍ତବକ୍ଷେତ୍ରରେ ଦଶନ୍ଧି

Read More
ଦୁର୍ନୀତି

ଚଞ୍ଚକତା କରି ଗରିବଙ୍କ ଜମି ହଡପ

ପାଟଣାଗଡ : ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ତହସିଲ ଅନ୍ତର୍ଗତ ଭଇଁଷା ରାଜସ୍ବ ସର୍କଲ୍ ଭଇଁଷା ଗ୍ରାମର ଏକ ଗରିବ ଚାଷୀଙ୍କର ଜମିକୁ ଚଞ୍ଚକତା ପୂର୍ବକ ଜାଲ୍ ରେଜିଷ୍ଟ୍ରି ବନାମ ବିନା ରେଜିଷ୍ଟ୍ରିରେ ସେହି ଗ୍ରାମରେ ଆସି ରହୁଥିବା ଜଣେ ବ୍ୟକ୍ତି ହଡପ କରିଥିବା ଓ ଏବେ ସେହି ତଥାକଥିତ ରେଜିଷ୍ଟ୍ରିକୁ ତାଙ୍କ ପକ୍ଷରୁ ବାତିଲ୍ କରାଯିବାକୁ ପାଟଣାଗଡ ଏସ୍ ଡି ଓ ବନାମ ଉପଜିଲ୍ଲାପାଳଙ୍କ

Read More
ଅପରାଧ

ଓକିଲ ପୀତବାସ ପଣ୍ଡା ହତ୍ୟାମାମଲା

ମର୍ଡର ମୋଟିଭ୍ ସ୍ପଷ୍ଟ ହେଉନି ! ବାଲି ବେପାର ସଦ୍ୟତମ କାରଣ କି ? ବ୍ରହ୍ମପୁର : ( ସ୍ବତନ୍ତ୍ର ପ୍ରତିନିଧିଙ୍କ ଠାରୁ ) ଗତ ୬ ତାରିଖ କୁମାର ପୂର୍ଣ୍ଣିମା ରାତିରେ ବ୍ରହ୍ମପୁରର ଜଣାଶୁଣା ଆଇନଜିବୀ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ସୁପାରୀ କିଲର୍ ଲଗାଇ ହତ୍ୟାକାଣ୍ଡ ଘଟାଇବା ଷଡଯନ୍ତ୍ର ଅଭିଯୋଗରେ ପୁଲିସ ଘଟଣାର ୧୭ ଦିନ ପରେ ପୂର୍ବତନ ବିଧାୟକ ତଥା

Read More
ଅପରାଧ

ଛତିଶଗଡରୁ ଆନ୍ଧ୍ରକୁ ଯାଉଥିବା ଚାଉଳ ଟ୍ରକ୍ ଦୁର୍ଘଟଣା

୭୦୦ ବସ୍ତା ବୋହିନେଲେ ଗାଁ’ ଲୋକେ ମୁଖ୍ଯସଡ଼କ ଛାଡି ଗ୍ରାମ୍ୟରାସ୍ତାରେ ଯାଉଥିଲା କାହିଁକି ? ବଲାଙ୍ଗୀର : ଦୁଇଦିନ ତଳେ ବଲାଙ୍ଗୀର ଜିଲ୍ଲାର ଦେଓଗାଁ’ ଥାନାନ୍ତର୍ଗତ ଭୁତିଆରବାହାଲ- ଶିବତଲା ବାଇପାସ୍ ଗ୍ରାମ୍ୟରାସ୍ତାର ରଜାମୁଣ୍ଡା ଗାଁ’ ନିକଟରେ ସକାଳୁ ପାଟଣାଗଡ ଆଡୁ ଆସୁଥିବା ଏକ ୧୬ ଚକିଆ ଟ୍ରକ ଓଲଟିପଡିବାରୁ ସେଥିରେ ଥିବା ୩୫ ଟନ୍ ୭୦୦ ବସ୍ତାଚାଉଳକୁ ଆଖପାଖ ଗ୍ରାମର ଲୋକେ ବୋହିନେଇଛନ୍ତି ।

Read More
ଅପରାଧ

ନୂଆପଡା ଉପନିର୍ବାଚନ ପ୍ରାକ୍ ସମୀକ୍ଷା :

ପଡୋଶୀ ଜିଲ୍ଲାର ବିଧାୟକଙ୍କ ସହଯୋଗୀ ଭାଜପାନେତା ହତ୍ୟାଅଭିଯୁକ୍ତ ନୂଆପଡା : ନୂଆପଡା ଉପନିର୍ବାଚନରେ ଶାସକ ଭାଜପା ସମେତ ମୁଖ୍ଯ ବିରୋଧୀଦଳକୁ ପ୍ରଥମେ ପ୍ରାର୍ଥୀ ମିଳି ନଥିବା ବେଳେ ଏବେ ବିରୋଧୀଦଳଗୁଡିକୁ ରାଜନୈତିକ ବିରୋଧର ପ୍ରସଙ୍ଗ ମିଳୁନାହିଁ ! ପୂର୍ବତନ ବିଜେଡି ମନ୍ତ୍ରୀ ରାଜୁ ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ଶେଷ ମୁହୂର୍ତ୍ତରେ ଦଳରେ ମିଶାଇ ପ୍ରାର୍ଥୀ କରିଥିବା ବେଳେ ପୂର୍ବତନ ବିଜେଡି ସାଂସଦ ପ୍ରାର୍ଥୀ

Read More