ସୋନପୁର : ଗତ ଡିସେମ୍ବର ୧୫ ତାରିଖରେ ତରଭା ଥାନାନ୍ତର୍ଗତ ଚାରଭଟା ଏସ୍ ସି ଏସ୍ ଟି ସ୍କୁଲ ହଷ୍ଟେଲରେ ଏକ ମୋବାଇଲ ଫୋନ୍ ଚୋରି ସନ୍ଦେହରେ ୯ ଜଣ ସହପାଠୀ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ମିଳିତ ଭାବେ ପିଟି ପିଟି ହତ୍ୟା କରି ଗିରଫ ହୋଇଛନ୍ତି । ମିଳିତ ଭାବରେ ନିସ୍ତୁକମାଡରେ ଛାତ୍ରଟିର ଶରୀରର ଆଭ୍ୟନ୍ତରୀଣ ଅଂଶରେ ଗୁରୁତର ଆଘାତ ଉପରକୁ
Read Moreପେକ୍ସରୁ ଲମ୍ବିଛି ବ୍ୟାଙ୍କ୍ ପର୍ଯ୍ୟନ୍ତ ଦେଓଗାଁ : ବର୍ଷ ବର୍ଷ ଧରି ଚାଷୀଙ୍କର ଉନ୍ନତି ନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି ବା ପେକ୍ସ ଜରିଆରେ ସମବାୟ ବ୍ୟାଙ୍କ ପକ୍ଷରୁ ଧାନ ଓ ରବି ବା ପନିପରିବା ଚାଷ ପାଇଁ ଋଣ ପ୍ରଦାନ କରାଯାଇଥାଏ । ଚାଷୀ ଏହା ନେଇ ଋଣ ସୁଝି , କିଛି ଅଂଶଧନ ଜମା ଦେଇ ବ୍ୟାଙ୍କକୁ ଆର୍ଥିକ ସହାୟତା
Read Moreବଲାଙ୍ଗୀର : ଆଜି ସ୍ଥାନୀୟ ସରକାରୀ ଟାଉନ୍ ବାଳିକା ବିଦ୍ୟାଳୟଠାରେ ଜିଲ୍ଲା ଲେଖକ ପରିଷଦର ଆଗାମୀ ‘ ୧୮ ତମ ବଲାଙ୍ଗୀର ବହିହାଟ-୨୦୨୬ ‘ ର ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ମଳୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜରୁରୀ କାର୍ଯ୍ୟକାରୀ ବୈଠକରେ ପ୍ରତିଥର ପରି ଏଥର ଆଗାମୀ ଫେବୃୟାରୀ ୧୨ ରୁ ୨୧ ତାରିଖ ପର୍ଯ୍ଯନ୍ତ ୧୦ ଦିନ ଧରି
Read Moreବଲାଙ୍ଗୀର : ଜିଲ୍ଲା ଲେଖକ ପରିଷଦର ସଭାପତି ମଳୟ ମିଶ୍ରଙ୍କୁ ଜିଲ୍ଲା ଲେଖକ ପରିଷଦରୁ ବହିଷ୍କାର କରିବାକୁ ଆୟୋଜିତ ଏକ ପରିଷଦ ବିରୋଧୀ ବୈଠକକୁ ଡାକି ସେ ନଗଲେ ପରିସ୍ଥିତି ଭୟାବହ ହେବ ବୋଲି ସୁଶାନ୍ତ ବାଗ ନାମକ ଜଣେ ଧମକ ଦେଇଛନ୍ତି । ଶ୍ରୀ ମିଶ୍ର ପରିଷଦର ବିନା ସହମତିରେ ସେ କିପରି ଓ କାହିଁକି ସେଭଳି ଏକ ଅବୈଧ ଗୋଷ୍ଠୀର ଅକାରଣ
Read Moreତଳୁ ଉପର ପର୍ଯ୍ୟନ୍ତ ଲମ୍ବିଛି ! ବଲାଙ୍ଗୀର / ସୋନପୁର : ଆଦିବାସୀ ଜନଜାତି ଶିକ୍ଷା ପାଇଁ ସରକାର ଅନୁସୂଚିତ ଜାତି ଓ ଜନଜାତିର ସ୍ବତନ୍ତ୍ର ବିଭାଗ ଖୋଲି ଜିଲ୍ଲା ପ୍ରଶାସନ ଅଧୀନସ୍ଥ ଜିଲ୍ଲା କଲ୍ଯାଣ ବିଭାଗର ଆବାସିକ ସେବାଶ୍ରମ, ଆଶ୍ରମ , କନ୍ଯାଶ୍ରମ , ‘ ଅନ୍ବେଷା ‘ ହଷ୍ଟେଲ ସହିତ ପ୍ରାଥମିକ ସ୍କୁଲ୍ , ହାଇସ୍କୁଲ ଓ ହାୟର ସେକେଣ୍ଡାରୀ ସ୍କୁଲ୍
Read More