ଜିଲ୍ଲା

ଜିଲ୍ଳା କଲ୍ଯାଣ ବିଭାଗର ବିଶୃଙ୍ଖଳା

ଅଧିକାରୀଙ୍କ ହାତଚିକ୍କଣରୁ ଲଗାମ୍ ଛଡା ଶିକ୍ଷକ ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଲ୍ଯାଣ ବିଭାଗର ସ୍କୁଲ୍ ଗୁଡିକରେ ବିଶୃଙ୍ଖଳା ଓ ଅନିୟମିତତା ସୀମାଲଙ୍ଘନ କଲାଣି । କେଉଁଠି ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ଆଚରଣ ଛାତ୍ରଛାତ୍ରୀଙ୍କ ପ୍ରତି ହିଂସାତ୍ମକ ହୋଇଉଠିଲାଣି ତ , ପ୍ରାୟ ସବୁ ଆବାସିକ ଆଶ୍ରମ ଓ ସେବାଶ୍ରମ ସ୍କୁଲ୍ ସମେତ ବିଦ୍ୟାଳୟର ମେସ୍ ଓ ମଧ୍ଯାହ୍ନଭୋଜନରୁ ନିୟମିତ ବାଟମାରଣା ଦୁର୍ନିବାର ହୋଇଉଠିଛି ।

Read More
ମନୋରଞ୍ଜନ

ଆଗାମୀ ୧୪ ରୁ ୨୧ ସୋନପୁର ପୁସ୍ତକମେଳା

ବଲାଙ୍ଗୀର/ ସୋନପୁର : ରାଜ୍ୟ ସଂସ୍କୃତି ବିଭାଗର ଉଦାସୀନତା ,ଜିଲ୍ଲା ପ୍ରସାଶନର ଅସହଯୋଗ ଓ ଏକ ଅସନ୍ତୁଷ୍ଟଗୋଷ୍ଠୀର ଜାଲିଆତି ବିବାଦ ଇତ୍ୟାଦି ଯୋଗୁଁ ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦର ଚଳିତବର୍ଷର ‘୧୮ ତମ ବଲାଙ୍ଗୀର ବହିହାଟ ୨୦୨୬ ‘ ସ୍ଥଗିତ ରହିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅକୁଣ୍ଠ ସହଯୋଗ ଓ ଓଡ଼ିଆ ଭାଷା , ସାହିତ୍ଯ ଓ ସଂସ୍କୃତି ବିଭାଗର ସହାୟତାରେ ସୋନପୁର ଇଙ୍କ୍

Read More
ଜିଲ୍ଲା

ମୁଖ୍ୟମନ୍ତ୍ରୀଙ୍କ ସଭାରେ ଜିଲ୍ଲାପାଳଙ୍କ ପଲିଟିକାଲ୍ ସ୍ପିଚ୍ !

ସୋନପୁର : ଗତ ୧ ତାରିଖର ସୋନପୁରକୁ ମୁଖ୍ଯମନ୍ତ୍ରୀଙ୍କ ଗସ୍ତବେଳେ ଆୟୋଜିତ ସାଧାରଣ ସଭାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ ନୃପରାଜ ସାହୁ ତାଙ୍କ ଭାଷଣରେ ଯେଉଁଭଳି ଭାବରେ ବିଗତ ବିଜେଡି ସରକାରର ସୁପ୍ରିମୋ ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଚରଣ ପ୍ରତି ‘ ଟଚ୍ ମି ନଟ୍ ……’ ଇତ୍ୟାଦି ଦୁଃସାହସିକ ଖୋଲାଖୋଲି ଆକ୍ଷେପମୂଳକ ସମାଲୋଚନା ଓ ଏ ସରକାରଙ୍କ ସେହି ପରମ୍ପରାର

Read More
ନ୍ୟୁଜ୍

ଜିଲ୍ଲା ଲେଖକ ପରିଷଦର ପ୍ରତିବାଦ

ପଞ୍ଜିକରଣ ଅନୁମୋଦନ ବିନା ପରିଷଦ ନାଁ’ରେ ଠକେଇ ବଲାଙ୍ଗୀର : ଅଦ୍ୟାବଧି କୌଣସି ସରକାରୀ ପଞ୍ଜିକରଣର ଅନୁମୋଦନ ବିନା ଜିଲ୍ଲାର ଏକ ପୁରାତନ ମର୍ଯ୍ୟାଦାବନ୍ତ ପଞ୍ଜିକୃତ ଅନୁଷ୍ଠାନ ଜିଲ୍ଲା ଲେଖକ ପରିଷଦର ପଞ୍ଜିକରଣ ନମ୍ବର ଓ ନାମର ଅପବ୍ୟବହାର କରି କିଛିବ୍ୟକ୍ତି ନିହାତି ଅବୈଧ ଭାବେ ସଭାସମିତି କରୁଥିବା ସହିତ ମନମୁଖୀ ଭାବରେ ନିଜକୁ ଜିଲ୍ଲା ଲେଖକ ପରିଷଦର କର୍ମକର୍ତ୍ତା ବୋଲି ଗଣମାଧ୍ୟମରେ ଅପପ୍ରଚାର

Read More
ଜିଲ୍ଲା

ପାଣିମୋରା ଇଥାନଲ କାରଖାନାରେ ବାରମ୍ବାର ଅଘଟଣ

ତରଭା : ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକର ପାଣିମୋରା ଗ୍ରାମରେ ଥିବା ମାସ୍ ବାଇଫୁଏଲ୍ ପ୍ରା. ଲିଃ ବା ଇଥାନଲ କାରଖାନାରେ ଘଟୁଥିବା ଅଘଟଣ ପଛରେ କି କାରଣ ରହିଛି , ଜଣାପଡୁ ନ ଥିବା ବେଳେ ; କୌଣସିଟି ଦୁର୍ଘଟଣା , ଆନ୍ଦୋଳନ ବା ସ୍ଥାନୀୟ ଲୋକଙ୍କର ଅସନ୍ତୋଷର ସଠିକ୍ ତଦନ୍ତ ହେଉନାହିଁ ! ବରଂ ସେ ସବୁକୁ ଚାପି ଦିଆଯାଉଛି ।

Read More