ଓଡ଼ିଶା

ଋଣଂ କୃତ୍ବା ଘୃତମ୍ ପିବେତ୍  !

ଓଡିଶା ବଜେଟ୍ ସମୀକ୍ଷା ଭୁବନେଶ୍ବର  : କେନ୍ଦ୍ରର ନିର୍ମଳାଙ୍କ ବଜେଟ୍ କୁ ଟପି ଏଥରର ଓଡିଶା ରାଜ୍ୟ ବଜେଟ୍ ୨ ଲକ୍ଷ ୯୦ ହଜାର କୋଟି ବା ପ୍ରାୟ ତିନିଶହ କୋଟିର ବଜେଟ୍ ର ମୂଳଉଦ୍ଦେଶ୍ୟ ମୁଖ୍ୟତଃ ଦଳୀୟ ରାଜନୀତିର ପ୍ରଚାର ବୋଲି ଜଣାପଡିଯାଇଛି ।  ଓଡିଶାର ପୂର୍ବ ସରକାରମାନେ ବଜେଟ୍ ନିର୍ଦ୍ଧାରିତ ଅର୍ଥକୁ ଖର୍ଚ୍ଚ କରି ପାରୁ ନଥିବା ବେଳେ , କେନ୍ଦ୍ର

Read More
ଅପରାଧ

ଭିସେରା ପ୍ରସଙ୍ଗ

ବହୁ ନରହତ୍ୟାଅପରାଧ  ଅପ୍ରମାଣିତ ସୋନପୁର / ଝାରସୁଗୁଡା :  କୌଣସି ହତ୍ୟାମାମଲାରେ ଶବବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇ ନପାରିଲେ , ମୃତଦେହର ହୃତ୍ ପିଣ୍ଡ ଓ ଫୁସ୍ ଫୁସ୍ ଆଦି ର କିୟଦଂଶକୁ ଅଧିକ ଫରେନସିକ୍ ପରୀକ୍ଷା ପାଇଁ ସ୍ବତନ୍ତ୍ର ପରୀକ୍ଷାଗାରକୁ ସଂରକ୍ଷିତ କରି ପଠାଯାଇଥାଏ । ଏହାକୁ ଭିସେରା କୁହାଯାଏ ।  ଆମରାଜ୍ୟର ରସୁଲଗଡ ଫରେନସିକ୍ ଲବୋରେଟରୀରେ ଏପରି ଏକ ପରୀକ୍ଷଣାଗାର ରହିଛି

Read More
ନ୍ୟୁଜ୍

ପାଣିମୋରା ଆଶ୍ରମ ସ୍କୁଲ୍ ର ବାର୍ଷିକୋତ୍ସବ

ଚରିତ୍ରବାନ୍ ଓ ଆଦର୍ଶ ନାଗରିକ ହେବାକୁ ପରାମର୍ଶ ସୋନପୁର : ଗତ ୧୪ ତାରିଖ ଦିନ ତରଭା ଆଶ୍ରମ ସ୍କୁଲ୍ ର ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ଦାଶଙ୍କ ସଭାପତିତ୍ବରେ ବିଦ୍ୟାଳୟ ପରିସରରେ ସନ୍ଧ୍ୟାରେ ଅନୁଷ୍ଠିତ ଏହି ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲା ଅତିରିକ୍ତ କଲ୍ୟାଣ ଅଧିକାରିଣୀ ସଂଯୁକ୍ତା ମାଝି ଏହାକୁ ଉଦଘାଟନ କରି ମୁଖ୍ୟଅତିଥି ଭାବରେ ଉଦ୍ ବୋଧନ

Read More
ଜିଲ୍ଲା

ନବ ଦାସ ରାନ୍ଧୁଣିଆ ମୃତ୍ୟୁର ପୁନଃତଦନ୍ତ

ହତ୍ୟା ଅଭିଯୋଗ ନେଇ ବାପାଙ୍କ ଆବେଦନ ଝାରସୁଗୁଡା  :  ଦୁଇବର୍ଷ ତଳେ ଗୁଳିରେ ହତ୍ୟାର ଶିକାର ହୋଇଥିବା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁର କିଛିମାସ ପୂର୍ବରୁ ତାଙ୍କ ବାସଭବନରେ ତାଙ୍କର ଜଣେ ଯୁବ ରୋଷେଇୟା ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁମାମଲାଟି ଏବେ ଭିନ୍ନମୋଡ ନେଇଛି ।  ଏହି ଘଟଣା ଏବେ ଗଣମାଧ୍ୟମରେ ଶିରୋନାମା ଖବର ପାଲଟି ଚର୍ଚ୍ଚାର ବିଷୟ ହୋଇଛି । ପାପ

Read More
ଜିଲ୍ଲା

କାହାସ୍ବାର୍ଥରେ ପାଣିମୋରା ଇଥାନଲ୍ କାରଖାନା  ?

ଦୁର୍ଗନ୍ଧରେ ଫାଟିପଡୁଛି ଗାଁ’ :  ଶବ୍ଦ ପ୍ରଦୂଷଣ ବି ସୋନପୁର  :  ଶିଳ୍ପବିହୀନ ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ୍ ର ଅନୁନ୍ନତ ଗାଁ’ ପାଣିମୋରାରେ ଦିଲ୍ଲୀରୁ ଆସି ଜଣେ ଅଣଓଡିଆ ସ୍ଥାପନ କରିଛନ୍ତି ଏକ ଇଥାନଲ୍ କାରଖାନା । ଚାଉଳଖୁଦ ଓ ମକାରୁ ତିଆରି ହେଉଥିବା ଏହି ତରଳ ରାସାୟନିକ କୃତ୍ରିମ ଦ୍ରବ୍ୟଟିରୁ  ମଦ , ଔଷଧ , ରଙ୍ଗ, କସ୍ ମେଟିକ୍ସ ,

Read More