ଜିଲ୍ଲା

ସେଣ୍ଟ୍ରାଲ୍ ନର୍ସରୀରେ ଗଡୁଛି ମଦବୋତଲ୍

ଲିଭିନି ରୋଷେଇ ନିଆଁ ! କମିଯାଉଛି ଚାରା ଉତ୍ପାଦନ.. ବଲାଙ୍ଗୀର : ବଲାଙ୍ଗୀର- ଟିଟିଲାଗଡ ମୁଖ୍ଯ ରାସ୍ତାକଡରେ ରହିଛି ବଲାଙ୍ଗୀର ବନ ମଣ୍ଡଳର ୩ ଟି ନର୍ସରୀ ବା ଚାରା ଉତ୍ପାଦନ କେନ୍ଦ୍ର । ତନ୍ମଧ୍ୟରୁ ଗୋଟିଏ ବ୍ରଜଭୂମି ପାଖଦେଇ ଡାହାଣ ପଟକୁ ଭିତରକୁ ଯାଇଥିବା ରାସ୍ତାରେ ପ୍ରାୟ ଅଧ କିମି ପରେ ପଡେ ମେଗା ନର୍ସରୀ । ଅନ୍ୟ ଦୁଇଟିରୁ ୫ ହେକ୍ଟର

Read More
ଦୁର୍ନୀତି

ଜାତୀୟରାଜପଥ ସଂପ୍ରସାରଣର କ୍ଷତିପୂରଣ ପ୍ରଦାନରେ ହେରଫେର !

ହରିଜନବିଧବାଙ୍କ ପ୍ରାପ୍ଯ ନେଇଗଲେ ବେଆଇନ୍ ଘରମାଲିକ ? ଟିଟିଲାଗଡ : ଟିଟିଲାଗଡ ଉପଖଣ୍ଡର ଏବେ ୨ ଟି ସ୍ଥାନରେ ଚାଲିଛି ରାସ୍ତା ନିର୍ମାଣ ପାଇଁ ଜମିର ଅଧିଗ୍ରହଣ । ଏଥିରୁ ବେଲଗାଁ- ରିଗଡୋଲ ଏନ୍ ଏଚ୍ – ୫୯ ଜାତୀୟରାଜପଥର ବିଜେପୁର ପଞ୍ଚାୟତର ତରାସିଂହା ଗ୍ରାମ ଦେଇ ଯାଇଥିବା ରାସ୍ତାର ରାସ୍ତାପାର୍ଶ୍ବ ଘରଭଙ୍ଗା କ୍ଷତିପୂରଣ ପ୍ରଦାନରେ ହେରଫେର ହୋଇଥିବା ଅଭିଯୋଗର ଚର୍ଚ୍ଚା ପ୍ରକାଶ ପାଇଛି।

Read More
ଜିଲ୍ଲା

ଗନ୍ଧମାର୍ଦ୍ଦନ ବଚାଓ ଗଣଧାରଣା ଜାରୀ

ପ୍ରତିବାଦସଭାରେ ଯୋଗଦେଲେ ମଳୟ ମିଶ୍ର ବରଗଡ : ଗତ ମାସାଧିକ କାଳ ଧରି ଗନ୍ଧମାର୍ଦ୍ଦନ ର ପାଦଦେଶ ପାଇକମାଳ ବ୍ଲକ୍ ଅଫିସ ପରିସରରେ ଚାଲିଥିବା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆନ୍ଦୋଳନ ସ୍ବରୂପ ଗଣଧାରଣା ଜାରୀ ରହିଛି । ଏହାପୂର୍ବରୁ ଏପରି ଗଣଧାରଣା ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଦନ ପାଦଦେଶ ଖପ୍ରାଖୋଲ ତହସିଲ ଅଫିସ ପରିସରରେ ଦୀର୍ଘ ୫୫ ଦିନ ଧରି ପରିଷଦର ଗଣଧାରଣା ଚାଲିଥିଲା

Read More
ଜିଲ୍ଲା

ସରକାରଙ୍କ ଞ୍ଜାତସାରରେ କାରଖାନାର ନିୟମ ଉଲଙ୍ଘନ

ପ୍ରଦୂଷଣର ବଳୟରେ ଗ୍ରାମବାସୀ ଖୋଲାଖୋଲି ଶ୍ରମିକଶୋଷଣ ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକର ପାଣିମୋରା ଗ୍ରାମ ଜଙ୍ଗଲ ଠାରେ ସ୍ଥାପିତ ଏକ ଘରୋଇ ଇଥାନଲ୍ କାରଖାନାରେ ଖୋଲାଖୋଲି ଯାବତୀୟ ନିୟମର ଉଲଙ୍ଘନ କରାଯାଇ ଆସୁଥିବା ଦେଖାଯାଇଛି । ଏପରିକି ଦିଲ୍ଲୀର ଜଣେ ମାରୱାଡି ଘରୋଇ ଉଦ୍ୟୋଗରେ ଏହି କାରଖାନାର ସ୍ଥାପନ କରିଥିବା ବେଳେ କାରଖାନାର ସମ୍ମୁଖ କାନ୍ଥରେ ଓଡ଼ିଶା ସରକାରଙ୍କ ଲୋଗୋ ବ୍ୟବହାର

Read More
ଜିଲ୍ଲା

ପୁଣି ଗନ୍ଧମାର୍ଦ୍ଦନ ଖୋଳିବା ନେଇ ସନ୍ଦେହ ଓ ପ୍ରତିକ୍ରିୟା

ଏବେ ସିଧା ମୈଦାନକୁ ଓହ୍ଲାଇଲେ ସାଂସଦ ବଲାଙ୍ଗୀର : ଗଲା କିଛିଦିନ ଧରି ଗନ୍ଧମାର୍ଦ୍ଦନର ପାଦଦେଶ ବଲାଙ୍ଗୀର ଓ ବରଗଡ ଜିଲ୍ଲାର କେତେକ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳରେ ଆଦାନୀ କମ୍ପାନୀର ସୁନ୍ଦରଗଡ ଜିଲ୍ଲାରେ ଖଣିଖୋଳାର କ୍ଷତିପୂର୍ତି ଆଳରେ ବ୍ୟାପକ ଜମିକିଣାକୁ ନେଇ ଗନ୍ଧମାର୍ଦ୍ଦନ ତାଡିବା ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇ ଗାଁ ରେ ଆନ୍ଦୋଳନ ଜାରୀ ରହିଥିବା ବେଳେ , ଲୋକେ ଏଥିପାଇଁ ମୁଖ୍ଯତଃ

Read More