ଜିଲ୍ଲା

ବଲାଙ୍ଗୀରରେ ସୁଭଦ୍ରା ଶକ୍ତି ମେଳା ବିଫଳ !

ଦଲାଲ ପୋଷିଛନ୍ତି ଅଧିକାରୀ ? ବଲାଙ୍ଗୀର : ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରେ ଗତ ୨୮ ତାରିଖରୁ ଆରମ୍ଭ ହୋଇ ୭ ଦିନ ଧରି ଅନୁଷ୍ଠିତ ସରକାରଙ୍କ ମିଶନଶକ୍ତିର ସୁଭଦ୍ରା ଶକ୍ତି ମେଳା ବସ୍ତୁତଃ ବିଫଳ ହୋଇଥିବା ଲୋକେ ଆଲୋଚନା କରୁଛନ୍ତି । ପ୍ରକାଶିତ ଖବର ଅନୁଯାୟୀ , ଏହି କାର୍ଯ୍ୟକ୍ରମ ପାଇଁ କୌଣସି ଅନୁମତି ମିଳି ନ ଥିବା ବିଭାଗୀୟ ଅଧିକାରୀଙ୍କ

Read More
ଜିଲ୍ଲା

‘ଶହେଟି ନୀରବପକ୍ଷୀଙ୍କ ମଧ୍ୟରୁ ଗୋଟିଏ ପକ୍ଷୀର କାକଳୀ ହିଁ ସଫଳତା ‘

ବଲାଙ୍ଗୀର ବହିହାଟ ଉଦ୍ ଯାପିତ ବଲାଙ୍ଗୀର  :  ଜିଲ୍ଲା ଲେଖକ ପରିଷଦର ୧୭ତମ ବଲାଙ୍ଗୀର ବହିହାଟ- ୨୦୨୫ ଉଦ୍ ଯାପିତ ହୋଇଯାଇଛି । ପରିଷଦର ସଭାପତି ମଳୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଚଳିତ ବହିହାଟର ମୁଖ୍ୟସଂଯୋଜକ ତଥା ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ଡ ଶ୍ରୀକର ମିଶ୍ର । ସାହିତ୍ୟ ଆଲୋଚନାରେ ଶ୍ରୋତା କମ୍ ହେଉଥିବା

Read More
ଜିଲ୍ଲା

ବହିହାଟର ସାମ୍ବାଦିକସମ୍ମିଳନୀ

ବଲାଙ୍ଗୀର :  ଫେବୃଆରୀ ୨୪ ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଲେଖକ ପରିଷଦ ତରଫରୁ ୧୦ ଦିନ ଧରି ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରେ ‘ ୧୭ ତମ ବଲାଙ୍ଗୀର ବହିହାଟ- ୨୦୨୫ ଅନୁଷ୍ଠିତ ହେବ ବୋଲି ଆଜି ପରିଷଦ ପକ୍ଷରୁ ପ୍ରକାଶ କରାଯାଇଛି । ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ପରିଷଦର ସଭାପତି ମଳୟମିଶ୍ରଙ୍କ ଅଧ୍ୟକ୍ଷତାରେ

Read More
ଓଡ଼ିଶା

ଦଳିତ ବୋଲି :  ପର୍ଚ୍ଛା ସତୀ : ଆତ୍ମହତ୍ୟା ଧମକ : ଇସ୍ତଫା ଦେଲେ 

ବିଷ୍ଣୁପଦ- ସିବିଆଇ ବାକ୍ ବିତଣ୍ଡା ଭୁବନେଶ୍ବର :  ବିବଦମାନ ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘର ସମେତ ତାଙ୍କର ଅନ୍ୟାନ୍ୟ ୪ଟି ଠିକଣାରେ ସିବିଆଇ ରେଡ୍ ବେଳେ ବିଷ୍ଣୁପଦ ଓ ସିବିଆଇ ଅଧିକାରୀଙ୍କ ମଧ୍ୟରେ ବାକ୍ ବିତଣ୍ଡାର ଭିଡିଓ ଭାଇରାଲ୍ ହୋଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ସୃଷ୍ଟି ହୋଇଛି । ଏହି ଅନୁଯାୟୀ , ବିଷ୍ଣୁପଦ

Read More
ଓଡ଼ିଶା

ଶିକ୍ଷାବେପାରର ପରିଣତି  :  ଫମ୍ପାମାଠିଆ ଫାଟିଗଲା  !

କିଟ୍ ସାଇନ୍- ଏ – ଡାଏ  ଭୁବନେଶ୍ବର  : ଓଡିଶାରେ ବିଶ୍ଵସ୍ତରୀୟ ଶିକ୍ଷାନୁଷ୍ଠାନ କରି ଅସୁମାରୀ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ସାଉଁଟିଲା ପରେ ଶିକ୍ଷାବେପାରୀ , ସ୍ବାସ୍ଥ୍ୟାନୁଷ୍ଠାନ ବ୍ୟବସାୟୀ ଓ ରାଜନେତା ଅଚ୍ୟୁତ ସାମନ୍ତଙ୍କ କିଟ୍ ରେ  ଜଣେ ଛାତ୍ରଙ୍କ ସହ ପ୍ରେମ ସମ୍ପର୍କରୁ ଜଣେ ନେପାଳୀ ବି-ଟେକ୍ ଛାତ୍ରୀଙ୍କ ତଥାକଥିତ ଆତ୍ମହତ୍ୟା ଓ ସେଥିପାଇଁ ଜଣେ ଛାତ୍ରଙ୍କୁ ପୁଲିସ୍ ଲଗାଇ ଗିରଫ ଘଟଣା

Read More