ଛତୁଆ ଗହମ ଓ ଚାଉଳର ବାଟମାରଣାର ରାକେଟ୍ !
କ୍ବିଣ୍ଟାଲ କ୍ବିଣ୍ଟାଲ ଗହମ ଓ ଚାଉଳର ବାଟମାରଣା ବଲାଙ୍ଗୀର : ଶିଶୁ ବିକାଶ ପ୍ରକଳ୍ପ ବନାମ ଅଙ୍ଗନବାଡିର ଶିଶୁଖାଦ୍ୟରେ ବ୍ୟବହୃତ ଗହମ ଓ ଚାଉଳ ଯୋଗାଣରେ ନିୟମିତ ଦୁର୍ନୀତି ଜାରୀ ରହିଥିବା ଅଭିଯୋଗ ହେଉଥିଲେ ହେଁ , ବିଭାଗ ବା ପ୍ରଶାସନ ପକ୍ଷରୁ କୌଣସି ତଦନ୍ତ ହେଉନାହିଁ । ସରକାରଙ୍କ ପକ୍ଷରୁ ପ୍ରତିମାସ ଛତୁଆ ପ୍ରସ୍ତୁତକାରୀ ଏସ୍ ଏଚ୍ ଜି ଗୁଡିକୁ ମାଗଣା ଗହମ
Read More







