ଜିଲ୍ଲା

ପାଣିମୁରା ‘ଇଥାନଲ କାରଖାନା ବନ୍ଦ’ ଦାବି

ସମ୍ପ୍ରସାରଣ ପାଇଁ ଜନଶୁଣାଣିରେ ଗ୍ରାମବାସୀଙ୍କ ବିରୋଧ ତରଭା : ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକର ପାଣିମୁରା ଗ୍ରାମରେ ଗତ ୨୦୨୪ ରୁ ଦିଲ୍ଲୀର ଜଣେ ଅଣଓଡିଆ ଶିଳ୍ପପତି ଅନୀଲ କାନୋଡିଆ ଆସି ଗତ ସରକାରଙ୍କ ଅମଳରେ ଏକ ଇଥାନଲ କାରଖାନା ବସାଇଛନ୍ତି । ଏହାର ୨ ବର୍ଷ ପୂର୍ବରୁ ଗତ ୨୦ । ୫ । ୨୦୨୨ ତାରିଖରେ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

Read More
ଅପରାଧ

ସମାଧାନ କରିବାକୁ ଡକାଇ ନିସ୍ତୁକ୍ ମାଡ

ଖପ୍ରାଖୋଲ ଥାନାପୁଲିସ୍ ବିରୁଦ୍ଧରେ ଅଭିଯୋଗ ବଲାଙ୍ଗୀର : ସ୍ବାମୀ-ସ୍ତ୍ରୀଙ୍କ ବିବାଦକୁ ସମାଧାନ କରିବାକୁ ଥାନାକୁ ଡକାଇ ଜଣେ ଦଳିତ ଯୁବକଙ୍କୁ ଝିଅ ସାମ୍ନାରେ ଖପ୍ରାଖୋଲ ପୁଲିସ ଲାଠି ଓ ଯୋତାରେ ନିସ୍ତୁକ ମାଡ ମାରିବା ସମ୍ପର୍କରେ ବଲାଙ୍ଗୀର ଏସ୍ ପିଙ୍କ ଠାରେ ପୀଡିତଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । ତାଙ୍କୁ ଗତକାଲିଠାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଭର୍ତ୍ତି କରାଯାଇଥିବା ବେଳେ

Read More
ଜିଲ୍ଲା

ସୋନପୁର ପାଲଟିଛି ଗଞ୍ଜେଇ ଆନ୍ତଃରାଜ୍ୟ ଚୋରାଚାଲାଣ କରିଡର

ନୂତନ ଏସ୍ ପି ଙ୍କ ଦକ୍ଷତା ପ୍ରଶଂସନୀୟ ! ସୋନପୁର : ଏବେ ନୁହେଁ , ଗତ କିଛିବର୍ଷ ହେଲା ସୋନପୁର ବାଟଦେଇ ବୌଦ୍ଧ ଓ କନ୍ଧମାଳରୁ ମଧ୍ୟପ୍ରଦେଶ , ବିହାର , ଝାଡ଼ଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ ଓ ଅନ୍ଯାନ୍ଯ ରାଜ୍ୟକୁ ନିୟମିତ ଭାବରେ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ଅବ୍ୟାହତ ରହିଛି । ଏହାକୁ ନେଇ ନରହତ୍ୟା ଓ ପୁଲିସ୍ ର ସମ୍ପୃକ୍ତି ଭଳି

Read More
ଦୁର୍ନୀତି

ଛତୁଆ ଖାଇ ଶିଶୁମୃତ୍ୟୁ ପରେ ବି ଚେତିଲେନି ସରକାର

୨ ଶିଶୁ ମୃତ : ୨ ଗୁରୁତର ମାମଲାକୁ ଚାପିଦେଲେ ! ବ୍ରହ୍ମପୁର : ଶିଶୁବିକାଶ ଯୋଜନାରେ ଅଙ୍ଗନବାଡି କେନ୍ଦ୍ରକୁ ଗତ ସରକାରଙ୍କ ଅମଳରୁ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ସରକାର ଯୋଗାଉଥିବା ପୁଷ୍ଟିକର ଶିଶୁଖାଦ୍ୟ ପ୍ରସ୍ତୁତି ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହିତ ପ୍ରକୃତରେ ଶିଶୁଙ୍କ ଅପପୁଷ୍ଟି ରୋକିବା ଦିଗରେ ସହାୟକ ହେଉ ବା ନହେଉ , ବିଭାଗରୁ ପ୍ରଶାସନ ଓ ରାଜନେତାଙ୍କ ପାଇଁ

Read More
ଅପରାଧ

ସନ୍ଦିଗ୍ଧାହତ୍ୟାଅଭିଯୁକ୍ତାକୁ ସରକାରୀ କ୍ଷତିପୂରଣ !

ମିଥ୍ୟା ତଦନ୍ତରିପୋର୍ଟ ଓ ଅନୁଚିତ ଅନୁକମ୍ପା ପୁଲିସ୍ ତଦନ୍ତ ସରିନି : ସୋନପୁର : ଗତବର୍ଷ ନଭେମ୍ବର ୨୨ ସନ୍ଧ୍ୟାରୁ କାହାର ଫୋନ୍ ପାଇ ଘରୁ ବାଇକ୍ ରେ ବାହାରି ଗଲାପରେ ପରଦିନ ନଦୀରୁ ଉଦ୍ଧାର ହେଇଥିଲା ମୃତଦେହ ବୀରମହାରାଜପୁର ଥାନା ହିକୁଡି ସ୍ଥିତ ଧର୍ମଶାଳା ଫାଣ୍ଡି ଅନ୍ତର୍ଗତ କେଶଲପୁରା ଗ୍ରାମର ଶିକ୍ଷକ ଲୋକନାଥ ନାଏକ ( ୫୮ )ଙ୍କର । ସୋନପୁର ଥାନାରେ

Read More