ଜିଲ୍ଲା ଲେଖକ ପରିଷଦ ନାଁ’ରେ ଠକେଇ !

ନକଲି କର୍ମକର୍ତ୍ତାଙ୍କ ପୁଣି ଅପପ୍ରଚାର ! ବଲାଙ୍ଗୀର : ଗତ କିଛିମାସ ଧରି ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦ ବିରୋଧରେ କେତେକ ଅଣଲେଖକ ଓ ମନ୍ଦକବି- ଯଶପ୍ରାର୍ଥୀ ତଥାକଥିତ ଲେଖକ ଅବୈଧ ଭାବରେ ସକ୍ରିୟ ରହିଛନ୍ତି । ସେମାନଙ୍କ ପକ୍ଷରୁ ବିଭିନ୍ନ ଲୋକଙ୍କୁ ଠୁଳକରି ଇତଃସ୍ତତଃ ତିନୋଟି ବୈଠକ ଅନୁଷ୍ଠିତ କରି ପରିଷଦ ବିରୋଧରେ ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗର ଅପପ୍ରଚାର କରିବା ସହିତ

Read More

ଆନ୍ତଃଜିଲ୍ଲାଠକର ରାଜ୍ୟସାରା ନେଟ୍ ୱର୍କ

ରାକେଟ୍ ରେ ପତ୍ନୀ , ରାଜନେତା , ପୁଲିସ ଓ ଓକିଲ ସାମିଲ୍ ! ଭୁବନେଶ୍ଵର : ନିଜକୁ ଜଣେ ବିକ୍ରିକର କମିଶନର ପରିଚୟ ଦେଇ ଖଣି ପାଇଁ ବାସଚ୍ୟୁତ ଜଣେ ବିଧବା ଆଦିବାସୀ ମହିଳାଙ୍କୁ ପ୍ରଥମେ ଫେସବୁକ୍ ରେ ବନ୍ଧୁତା ସ୍ଥାପନ କଲାପରେ ତାଙ୍କ ପୁଅକୁ ବିକ୍ରିକର ବିଭାଗରେ ଚାକିରୀ କରାଇଦେବାକୁ ମିଥ୍ୟା ପ୍ରଲୋଭନ ଦେଇ ୧୫ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ

Read More

ହନିଟ୍ରାପ୍ ଠକର ଓକିଲଙ୍କ ସାମ୍ବାଦିକଙ୍କୁ ଡରାଣ !

ମିଛ ମାମଲାରେ ଫସାଇ ଦେବାକୁ ପରୋକ୍ଷ ଧମକ ବଲାଙ୍ଗୀର/ସୁନ୍ଦରଗଡ : ବଲାଙ୍ଗୀରରେ ରହୁଥିବା ବରଗଡ ଜିଲ୍ଲାର ଗାଇସିଲେଟ ଥାନା ଅଞ୍ଚଳର ଜଣେ ହନିଟ୍ରାପ୍ ଠକ ସୁନ୍ଦରଗଡ ଜିଲ୍ଲାର ଭସ୍ମା ଥାନା ଅଞ୍ଚଳରେ ଜଣେ ଆଦିବାସୀ ବିଧବା ମହିଳାଙ୍କୁ ୧୫ଲକ୍ଷ ଟଙ୍କାର ଠକେଇ କରି ଅଳ୍ପଦିନ ତଳେ ଗିରଫ ହୋଇ ସୁନ୍ଦରଗଡ ଜେଲ୍ ରେ ଥିବାବେଳେ , ତା’କୁ ଜାମିନରେ ବାହାର କରିବାକୁ ବାରମ୍ବାର ବିଫଳ

Read More

ହନିଟ୍ରାପ୍ ଠକକୁ ଖସାଇବାକୁ ଉଦ୍ୟମ !

ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ ! ବଲାଙ୍ଗୀର / ସୁନ୍ଦରଗଡ : ଦୁଇବର୍ଷ ତଳେ ୨୦୨୪ ରେ ଜନୈକା ବିଧବା ଗରିବ ଆଦିବାସୀ ମହିଳାଙ୍କୁ ଜାଲରେ ଫସାଇ ତାଙ୍କ ପୁଅକୁ ଚାକିରୀ ପ୍ରଲୋଭନ ଦେଇ ୧୫ ଲକ୍ଷ ଟଙ୍କା ଠକିନେଇଥିବା ଜଣେ ଆନ୍ତଃଜିଲ୍ଲା ଠକକୁ ଗତ ୨୭ ତାରିଖରେ ବରଗଡ ପୁଲିସ ସହାୟତାରେ ସୁନ୍ଦରଗଡ

Read More

ବହୁରୂପୀ ହନିଟ୍ରାପ୍ ଠକର ହରଡଘଣାରେ ସର୍ବସ୍ବାନ୍ତ !

ଅଧ୍ୟାପକରୁ ବାଣିଜ୍ଯକର କମିଶନର ଓ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍ ଜାଲିଆତି କରି ଲୋଇସିଂହାରେ ଅଧ୍ୟାପକ ଚାକିରୀ ଭଷ୍ମାରେ ଚାକିରୀ କରାଇଦେବାକୁ ମହିଳାଙ୍କ ଠାରୁ ୧୫ ଲକ୍ଷ ଠକେଇ ବରଗଡର ଠକ ସୁନ୍ଦରଗଡ ପୁଲିସ ଦ୍ବାରା ବଲାଙ୍ଗୀରରୁ ଗିରଫ ଭୁବନେଶ୍ବରରେ ୪ କୋଟିର କୋଠା ବିକିବାକୁ ୧ କୋଟିଅଗ୍ରୀମ ? ବଲାଙ୍ଗୀର : ପଶ୍ଚିମଓଡିଶାର ବରଗଡ ଜିଲ୍ଲାର ଏକ ଗ୍ରାମୀଣ ନିମ୍ନବିତ୍ତ ପରିବାରର ଜଣେ ଦଳିତଯୁବକର ବହୁରୂପୀ

Read More