ପଶ୍ଚିମଓଡିଶାରେ ବେଲଗାମ୍ ଆନ୍ତଃଜିଲ୍ଲା ଜିଏସଟି ଠକେଇ !

ସଇଁତଳାରେ ରାସ୍ତା ଉପରେ ଗାଡି ଚପାଇ ହତ୍ୟାଉଦ୍ୟମ ବଲାଙ୍ଗୀର : ପଶ୍ଚିମଓଡିଶାର ବଲାଙ୍ଗୀର, କଳାହାଣ୍ଡି ଓ ବରଗଡ ଆଦି ଜିଲ୍ଲାରେ ସକ୍ରିୟ ଥିବା ଏକ ଜାଲ୍ ଜିଏସଟି ବିଲ୍ ରାକେଟ୍ ବଲାଙ୍ଗୀର ଜିଲ୍ଲାର ସଇଁତଳାରୁ ବ୍ଯାପିଥିବା ଅଭିଯୋଗ ହେଉଛି । ଏଠାକାର ନବୀନଛକରେ ଏକ ହୋଣ୍ଡା ସୋ’ ରୁମ୍ ଦେଇଥିବା ଜଣେ ସ୍ଥାନୀୟ ବ୍ୟବସାୟୀ ସୁନୀଲ ଅଗ୍ରବାଲଙ୍କ ସାନପୁଅ ତିନିଶ ଅଗ୍ରୱାଲଙ୍କୁ ସେ ତାଙ୍କ

Read More

ସ୍କୁଲ୍ ୟୃନିଫର୍ମ କଳାବଜାର !

ଓସେପାର ଗାଇଡ୍ ଲାଇନ୍ କୁ କେତେ ମାନିବେ ସେମାନେ ? ସରକାର ଡାଳେ ଡାଳେ : ଅସାଧୁ ବେପାରୀ / ଅଧିକାରୀ ପତ୍ରେ ପତ୍ରେ ବଲାଙ୍ଗୀର : ଏଥର ଖରାଛୁଟି ପୂର୍ବରୁ ଆଗାମୀ ଅପ୍ରେଲ୍ ୨୭ ତାରିଖ ସୁଦ୍ଧା ରାଜ୍ୟର ଶିଶୁବାଟିକା ଠାରୁ ମାଟ୍ରିକ୍ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ୟୁନିଫର୍ମ ମିଳିବା ଓ ଏହାର ଗୁଣବତ୍ତା ଯାଞ୍ଚ କରାଯିବା ନେଇ ନିର୍ଦ୍ଦେଶକୁ ପାଳନ

Read More

ଚର୍ଚ୍ଚାରେ ଗ୍ରାମସାଥୀଙ୍କ କୋଟି କୋଟି ଟଙ୍କାର ଫାର୍ମ

ଏତେଟଙ୍କା ଆଣିଲେ କେଉଁଠୁ ? ବଲାଙ୍ଗୀର : ଜିଲ୍ଲାର ଦାଦନଚାଲାଣର ଏକ ପ୍ରମୁଖ ପୀଠ ବେଲପଡା ବ୍ଲକ୍ ର ଘାଗୁର୍ଲି ପଞ୍ଚାୟତର ଗ୍ରାମସାଥୀ ଥିବା ଜଣେ ଗରିବ ଶ୍ରେଣୀର କ୍ଷୁଦ୍ରଚାଷୀ ପର୍ଲିମାଲ୍ ରାଜସ୍ବ ସର୍କଲ୍ ଅନ୍ତର୍ଗତ ଘାଗୁର୍ଲି-ଗମ୍ଭାରୀ ରାସ୍ତା ପାର୍ଶ୍ବର ପତ୍ରାଜଙ୍ଗଲ ଭିତରେ ନିଜର କିଛି ଜମି ଥିବା ଦର୍ଶାଇ ଉକ୍ତ ଜଙ୍ଗଲଜମିରେ ରାସ୍ତା ଜବରଦଖଲ କରି ଏକ ବଡ କୁକୁଡା ଫାର୍ମ ସହିତ

Read More

ବିଧାୟକଙ୍କ ଶୋଭାଯାତ୍ରାରେ ଗୁଳିଫୁଟା ମାମଲା :

ପୁଣି ହିଂସା ଆଡକୁ ମୁହାଁଇଲା ଟିଟିଲାଗଡ ରାଜନୀତି ! ଟିଟିଲାଗଡ : ଗତ ରାମନବମୀ ଶୋଭାଯାତ୍ରାରେ ଟିଟିଲାଗଡର ଶାସକଦଳର ଭାଜପା ବିଧାୟକ ନବୀନ ଜୈନ ସ୍ପଷ୍ଟ ଦିବାଲୋକରେ ବନ୍ଧୁକରୁ ଗୁଳି ଫୁଟାଇବା କାଣ୍ଡ ସାରାରାଜ୍ଯରେ ବିବଦମାନ ଓ ଚର୍ଚ୍ଚିତ ହୋଇପଡିଛି । ଗଣମାଧ୍ୟମରେ ଏହି ଫଟୋ ଭାଇରାଲ୍ ହେବା ସହ ବିରୋଧୀଦଳ ବିଜେଡି ପକ୍ଷରୁ ଏଥିପାଇଁ ବିଧାୟକଙ୍କୁ ଗିରଫ ଦାବି କରାଯିବା ସହ ଅନ୍ଯାନ୍ଯ

Read More

ଚାଞ୍ଚଲ୍ୟକର ଚର୍ଚ୍ଚା :

ଶିକ୍ଷକଙ୍କ ଦ୍ବାରା ଛାତ୍ରୀ ଗର୍ଭବତୀ ଅଭିଯୋଗ ବଲାଙ୍ଗୀର : ପୁଇଁତଳା ବ୍ଳକ ଅନ୍ତର୍ଗତ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀର ଛାତ୍ରୀକୁ ଉକ୍ତ ସ୍କୁଲର ଜଣେ ସହକାରୀ ଶିକ୍ଷକ ଏକ ଗ୍ରୁପ୍ ଖୋଲି ନାଚଗୀତ କରାଇବା ଆଳରେ ବିଭିନ୍ନ ଆଡକୁ ନେଇ ତା’ ସହ ଅବୈଧ ସମ୍ପର୍କ ସ୍ଥାପନ କରିବା ଓ ଏହାଫଳରେ ଉକ୍ତ ନାବାଳିକା ଛାତ୍ରୀଟି ଅବାଞ୍ଛିତ ଗର୍ଭବତୀ ହୋଇ

Read More