ଆଶା ନର୍ସିଂହୋମରେ ରୋଗୀମୃତ୍ୟୁ ମାମଲା

ଓଭରଡୋଜ୍ ନିଶ୍ଚେତକରେ ପ୍ରାଣହାନୀ ? ଘଣ୍ଟ ଘୋଡାଉଛନ୍ତି ସିଡିଏମଓ : ପୁଲିସ କାର୍ଯ୍ୟାନୁଷ୍ଠାନ ବିଳମ୍ବ ! ସୋନପୁର : ଗତ ୨୦ ତାରିଖ ଦିନ ସୋନପୁର ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ଏକ ଘରୋଇ ନର୍ସିଂହୋମ୍ ‘ଆଶା ନର୍ସିଂହୋମ୍ ‘ ରେ ଜଣେ ସରକାରୀ ବିଶେଷଜ୍ଞ ଡାକ୍ତରଙ୍କ ଚରମ ଦାୟିତ୍ବହୀନତା ଫଳରେ ଜଣେ ଗୋଡଭଙ୍ଗା ଯୁବରୋଗୀଙ୍କୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରୁ ପଠାଯାଇ ଅସ୍ତ୍ରୋପଚାର ପୂର୍ବରୁ

Read More

ସୁବର୍ଣ୍ଣପୁର ମିଲର୍ସସଂଘ ଭେଟିଲେ ଜିଲ୍ଲାପାଳଙ୍କୁ

କାହିଁକି ଉଠାଯାଉନି କଷ୍ଟମମିଲିଂ ଚାଉଳ ? ସୋନପୁର : ଗତ ପ୍ରାୟ ମାସେ ହେଲା ସୁବର୍ଣ୍ଣପୁର ଜିଲ୍ଲାର ରାଇସ୍ ମିଲ୍ ଗୁଡିକରୁ ସରକାର କଷ୍ଟମ୍ ମିଲିଂ ଚାଉଳ ଉଠାଉ ନାହାଁନ୍ତି । ଫଳରେ ମିଲ୍ ର ଗୋଦାମ ଜାମ୍ ହୋଇ ଯାଇଛି । କୁହାଯାଉଛି ଏସବୁ ଗତ ରବିଧାନର କୋଟା । ଏହା ଉଠା ନଗଲେ ଚଳିତବର୍ଷର ଖରିଫ ଚାଉଳ ପାଇଁ ରଖିବାକୁ ଜାଗା

Read More

ହସ୍ତତନ୍ତ ଓ ବୟନଶିଳ୍ପରେ ହରିଲୁଟ୍ !

୪ ଜିଲ୍ଲାରେ ଜଣେ ଏଡିଟି : ଜାଲ୍ ବୁଣାକାରଙ୍କ ନାଁ’ରେ ଜାଲିଆତି ! ବଲାଙ୍ଗୀର : ଚଳିତ ରାଜ୍ୟବଜେଟ୍ ରେ ସରକାର ମୁଖ୍ଯମନ୍ତ୍ରୀ ବୟନଶିଳ୍ପ ବିକାଶ ଯୋଜନା ଓ ମୁଖ୍ଯମନ୍ତ୍ରୀ ରେଶମ ବିକାଶ ଯୋଜନାରେ ୧୦୨ କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରିଥିବା ବେଳେ ଚଳିତ ଡବଲ ଇଞ୍ଜିନ୍ ଭାଜପା ସରକାର ତାଙ୍କର ଗତ ପ୍ରାୟ ଦେଢବର୍ଷର ଶାସନକାଳ ମଧ୍ଯରେ ଓଡ଼ିଶା ରାଜ୍ୟର ହସ୍ତତନ୍ତ

Read More

ବନେଇମୁଣ୍ଡା ଆଶ୍ରମ ସ୍କୁଲ ଛାତ୍ରଙ୍କୁ ମାଡ ଘଟଣା :

କାର୍ଯ୍ୟାନୁଷ୍ଠାନ ହେବ କହି ଚାପିଦେଲେ ! ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଲ୍ଯାଣ ବିଭାଗର ସ୍କୁଲଗୁଡିକରେ ବିଶୃଙ୍ଖଳା ଓ ଅନିୟମିତତା ସୀମାଲଙ୍ଘନ କଲାଣି । ଗତ ୧୪ ତାରିଖରେ ପାଟଣାଗଡ ବ୍ଲକ୍ ଅନ୍ତର୍ଗତ ବନେଇମୁଣ୍ଡା ଆଶ୍ରମ ସ୍କୁଲରେ ଜଣେ ଶିକ୍ଷକଙ୍କ ନିସ୍ତୁକମାଡରେ ୭ ଜଣ ଛାତ୍ର ସ୍କୁଲରୁ ଭୟରେ ପଳାଇଯାଇ ବଲାଙ୍ଗୀର ବସ୍ ଷ୍ଟାଣ୍ଡରୁ ଉଦ୍ଧାର ହେବା ଘଟଣା ପରେ ଅଭିଯୁକ୍ତ ଭୋକେସନାଲ ଶିକ୍ଷକ

Read More

ଜିଲ୍ଳା କଲ୍ଯାଣ ବିଭାଗର ବିଶୃଙ୍ଖଳା

ଅଧିକାରୀଙ୍କ ହାତଚିକ୍କଣରୁ ଲଗାମ୍ ଛଡା ଶିକ୍ଷକ ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଲ୍ଯାଣ ବିଭାଗର ସ୍କୁଲ୍ ଗୁଡିକରେ ବିଶୃଙ୍ଖଳା ଓ ଅନିୟମିତତା ସୀମାଲଙ୍ଘନ କଲାଣି । କେଉଁଠି ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ଆଚରଣ ଛାତ୍ରଛାତ୍ରୀଙ୍କ ପ୍ରତି ହିଂସାତ୍ମକ ହୋଇଉଠିଲାଣି ତ , ପ୍ରାୟ ସବୁ ଆବାସିକ ଆଶ୍ରମ ଓ ସେବାଶ୍ରମ ସ୍କୁଲ୍ ସମେତ ବିଦ୍ୟାଳୟର ମେସ୍ ଓ ମଧ୍ଯାହ୍ନଭୋଜନରୁ ନିୟମିତ ବାଟମାରଣା ଦୁର୍ନିବାର ହୋଇଉଠିଛି ।

Read More