ବଲାଙ୍ଗୀର/ ସୋନପୁର : ରାଜ୍ୟ ସଂସ୍କୃତି ବିଭାଗର ଉଦାସୀନତା ,ଜିଲ୍ଲା ପ୍ରସାଶନର ଅସହଯୋଗ ଓ ଏକ ଅସନ୍ତୁଷ୍ଟଗୋଷ୍ଠୀର ଜାଲିଆତି ବିବାଦ ଇତ୍ୟାଦି ଯୋଗୁଁ ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦର ଚଳିତବର୍ଷର ‘୧୮ ତମ ବଲାଙ୍ଗୀର ବହିହାଟ ୨୦୨୬ ‘ ସ୍ଥଗିତ ରହିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅକୁଣ୍ଠ ସହଯୋଗ ଓ ଓଡ଼ିଆ ଭାଷା , ସାହିତ୍ଯ ଓ ସଂସ୍କୃତି ବିଭାଗର ସହାୟତାରେ ସୋନପୁର ଇଙ୍କ୍
Read Moreସୋନପୁର : ଗତ ୧ ତାରିଖର ସୋନପୁରକୁ ମୁଖ୍ଯମନ୍ତ୍ରୀଙ୍କ ଗସ୍ତବେଳେ ଆୟୋଜିତ ସାଧାରଣ ସଭାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ ନୃପରାଜ ସାହୁ ତାଙ୍କ ଭାଷଣରେ ଯେଉଁଭଳି ଭାବରେ ବିଗତ ବିଜେଡି ସରକାରର ସୁପ୍ରିମୋ ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଚରଣ ପ୍ରତି ‘ ଟଚ୍ ମି ନଟ୍ ……’ ଇତ୍ୟାଦି ଦୁଃସାହସିକ ଖୋଲାଖୋଲି ଆକ୍ଷେପମୂଳକ ସମାଲୋଚନା ଓ ଏ ସରକାରଙ୍କ ସେହି ପରମ୍ପରାର
Read Moreପଞ୍ଜିକରଣ ଅନୁମୋଦନ ବିନା ପରିଷଦ ନାଁ’ରେ ଠକେଇ ବଲାଙ୍ଗୀର : ଅଦ୍ୟାବଧି କୌଣସି ସରକାରୀ ପଞ୍ଜିକରଣର ଅନୁମୋଦନ ବିନା ଜିଲ୍ଲାର ଏକ ପୁରାତନ ମର୍ଯ୍ୟାଦାବନ୍ତ ପଞ୍ଜିକୃତ ଅନୁଷ୍ଠାନ ଜିଲ୍ଲା ଲେଖକ ପରିଷଦର ପଞ୍ଜିକରଣ ନମ୍ବର ଓ ନାମର ଅପବ୍ୟବହାର କରି କିଛିବ୍ୟକ୍ତି ନିହାତି ଅବୈଧ ଭାବେ ସଭାସମିତି କରୁଥିବା ସହିତ ମନମୁଖୀ ଭାବରେ ନିଜକୁ ଜିଲ୍ଲା ଲେଖକ ପରିଷଦର କର୍ମକର୍ତ୍ତା ବୋଲି ଗଣମାଧ୍ୟମରେ ଅପପ୍ରଚାର
Read Moreତରଭା : ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକର ପାଣିମୋରା ଗ୍ରାମରେ ଥିବା ମାସ୍ ବାଇଫୁଏଲ୍ ପ୍ରା. ଲିଃ ବା ଇଥାନଲ କାରଖାନାରେ ଘଟୁଥିବା ଅଘଟଣ ପଛରେ କି କାରଣ ରହିଛି , ଜଣାପଡୁ ନ ଥିବା ବେଳେ ; କୌଣସିଟି ଦୁର୍ଘଟଣା , ଆନ୍ଦୋଳନ ବା ସ୍ଥାନୀୟ ଲୋକଙ୍କର ଅସନ୍ତୋଷର ସଠିକ୍ ତଦନ୍ତ ହେଉନାହିଁ ! ବରଂ ସେ ସବୁକୁ ଚାପି ଦିଆଯାଉଛି ।
Read Moreଅସନ୍ତୁଷ୍ଟ ଗୋଷ୍ଠୀର ଷଡଯନ୍ତ୍ର ଯୋଗୁଁ ବନ୍ଦହେଲା ବଲାଙ୍ଗୀର ବହିହାଟ ବଲାଙ୍ଗୀର : କିଛିଦିନ ଧରି ଜିଲ୍ଲା ଲେଖକ ପରିଷଦ ନାଁ’ରେ ଅପପ୍ରଚାର ଓ ଅଣସାମ୍ବିଧାନିକ ବୈଠକ ଚଳାଇ ଖବର ପ୍ରକାଶ କରୁଥିବା ଏବଂ ଧମକଚମକ ଦେଉଥିବା କେତେକ ତଥାକଥିତ ଲେଖକ, ଅଣଲେଖକ ଅସହିଷ୍ଣୁ ଗୋଷ୍ଠୀର ବ୍ଯକ୍ତିଙ୍କୁ ଶେଷରେ ଥାନାରେ ହାଜର ହେବାକୁ ପଡିଛି । ଜିଲ୍ଲା ଲେଖକ ପରିଷଦର ସଭାପତି ମଳୟ ମିଶ୍ରଙ୍କର ସ୍ଥାନୀୟ
Read More