ଅପରାଧ

ଏଯାଏଁ ଆସିନି ଭିସେରା ରିପୋର୍ଟ !

ଲୋକନାଥ ନାଏକ ହତ୍ୟା ଅଭିଯୋଗ ମାମଲା ସୋନପୁର : ଗତ ୨୦୨୩ ନଭେମ୍ବର ୨୩ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିକୁଡି ଫାଣ୍ଡିର କେଶଲପୁରା ଗ୍ରାମର ନିବାସୀ ତଥା ଶିକ୍ଷକ ଲୋକନାଥ ନାଏକଙ୍କର ହତ୍ୟା ଅଭିଯୋଗ ମାମଲା । ସେହିଦିନ ସୋନପୁର ଥାନା ଅନ୍ତର୍ଗତ ମହାନଦୀ ବିଜୁ ସେତୁ ତଳ ଏକ ଅଳ୍ପ ପାଣିଖାଲରେ ଭାସୁଥିବା ଅବସ୍ଥାରେ ତାଙ୍କର ମୃତଦେହକୁ ପୁଲିସ ଉଦ୍ଧାର

Read More
ଦୁର୍ନୀତି

ଏସ୍ ପି ଙ୍କ ନିର୍ଦ୍ଦେଶରେ ଦିବ୍ୟାଙ୍ଗ ଠକ ଗିରଫ

ଏସ୍ ଏଚ୍ ଜି ମହିଳାଙ୍କ ଠାରୁ ଠକି ନେଇଥିଲା ୧୪ ଲକ୍ଷ ବଲାଙ୍ଗୀର : ଭିନ୍ନକ୍ଷମ କୋଟାରେ ଶିକ୍ଷକ ଚାକିରୀ କରୁଥିବା ଜଣେ ଅଭ୍ୟାସଗତ ଠକ ଓ ତା’ର ଗ୍ୟାଙ୍ଗ୍ ପ୍ରେସ୍ ଖଲି ମେସିନ୍ ଯୋଗାଇଦେବାକୁ ମିଛ ପ୍ରତିଶ୍ରୁତି ଦେଇ କେତେକ ଗ୍ରାମାଞ୍ଚଳ ଏସ୍ ଏଚ୍ ଜି ମହିଳାଙ୍କୁ ବ୍ୟାଙ୍କରେ ଋଣ କରାଇଦେଇ ୧୪ ଲକ୍ଷ ଟଙ୍କାର ଠକେଇ କରିଥିବା ଓ ଥାନାରେ ଅଭିଯୋଗ

Read More
ଜିଲ୍ଲା

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାର ସରକାରୀ ସ୍ବାସ୍ଥ୍ୟସେବା ହାଲ୍

ତଦନ୍ତ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀଙ୍କ ଦୃଷ୍ଟି ପଡିଲାଣି କି ? ପାଟଣାଗଡ : ନିକଟରେ ଉପମୁଖ୍ୟମନ୍ତ୍ରୀଙ୍କ ସହର ପାଟଣାଗଡରେ ମୁଖ୍ଯମନ୍ତ୍ରୀଙ୍କ ଦ୍ବାରା ଉପଖଣ୍ଡ ହାସପାତାଳର ନୂତନ କୋଠା ଉଦ୍ ଘାଟିତ ହୋଇଯାଇଥିବା ବେଳେ , ସେଠାରେ ଏହା ଚାଲିବା ଆରମ୍ଭ ହୋଇନାହିଁ । ଦୀର୍ଘବର୍ଷର ପୁରୁଣା ଚିକିତ୍ସାଳୟରେ ଚାଲିଛି । ତେବେ ସେଠାରେ ସରକାରୀ ସ୍ବାସ୍ଥ୍ୟସେବା ବା ଚିକିତ୍ସାରେ ବହୁ ଗୁରୁତର ତ୍ରୁଟି ଓ

Read More
ନ୍ୟୁଜ୍

ସାମ୍ବାଦିକଙ୍କୁ ହାତଗୋଡ ବାନ୍ଧି ମାଡ ମାମଲା

ବଲାଙ୍ଗୀର : ଗତମାସ ୨୩ ତାରିଖରେ ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଳା ଥାନା ଓ ବ୍ଲକର କୁଲଥିପାଲି ଗାଁ’ରେ ସେଠାକୁ ଯାଇ ଦୁର୍ନୀତି ଧରିବାକୁ ଖବର ସଂଗ୍ରହ କରୁଥିବା ଜଣେ ସାମ୍ବାଦିକଙ୍କୁ ଗାଁ’କୁ ଧରିନେଇ ଠିକାଦାରଙ୍କ ଲୋକମାନେ କଙ୍ଗାରୁ କୋର୍ଟ କରି ହାତଗୋଡ ବାନ୍ଧି ମାଡମାରିଥିବା ସାରାଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏ ସମ୍ପର୍କରେ ଥାନା ଓ ଏସ୍ ପି ଙ୍କ ନିକଟରେ ମାମଲା

Read More
ଓଡ଼ିଶା

ରାୟ ସଂରକ୍ଷିତ ଥିଲାବେଳେ ମିଡିଆ ଟ୍ରାଏଲ୍ !

ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ ପାଟଣାଗଡ : ଗତ ୨୦୧୮ ଫେବୃୟାରୀ ୨୩ ତାରିଖରେ ପାଟଣାଗଡ ନିବାସୀ ଅଧ୍ୟାପକ ରବୀନ୍ଦ୍ର କୁମାର ସାହୁ ଓ ନିକଟସ୍ଥ ଭଇଁଷା କଲେଜର ଅଧ୍ୟକ୍ଷା ପ୍ରଫେସର ସଂଯୁକ୍ତା ସାହୁଙ୍କ ପୁଅ ବାହାଘରର ୫ ଦିନ ପରେ ରାୟପୁରରୁ କୋରିଅରରେ ଏକ ଉପହାର ପ୍ୟାକେଟ୍ ରେ ଆସିଥିବା ପାର୍ଶଲ ବୋମା ବିସ୍ଫୋରଣରେ ନବବିବାହିତ ଇଂ ସୌମ୍ଯ ଶେଖର ଓ ବାହାଘରକୁ ଆସିଥିବା

Read More