ଲିଭିନି ରୋଷେଇ ନିଆଁ ! କମିଯାଉଛି ଚାରା ଉତ୍ପାଦନ.. ବଲାଙ୍ଗୀର : ବଲାଙ୍ଗୀର- ଟିଟିଲାଗଡ ମୁଖ୍ଯ ରାସ୍ତାକଡରେ ରହିଛି ବଲାଙ୍ଗୀର ବନ ମଣ୍ଡଳର ୩ ଟି ନର୍ସରୀ ବା ଚାରା ଉତ୍ପାଦନ କେନ୍ଦ୍ର । ତନ୍ମଧ୍ୟରୁ ଗୋଟିଏ ବ୍ରଜଭୂମି ପାଖଦେଇ ଡାହାଣ ପଟକୁ ଭିତରକୁ ଯାଇଥିବା ରାସ୍ତାରେ ପ୍ରାୟ ଅଧ କିମି ପରେ ପଡେ ମେଗା ନର୍ସରୀ । ଅନ୍ୟ ଦୁଇଟିରୁ ୫ ହେକ୍ଟର
Read Moreହରିଜନବିଧବାଙ୍କ ପ୍ରାପ୍ଯ ନେଇଗଲେ ବେଆଇନ୍ ଘରମାଲିକ ? ଟିଟିଲାଗଡ : ଟିଟିଲାଗଡ ଉପଖଣ୍ଡର ଏବେ ୨ ଟି ସ୍ଥାନରେ ଚାଲିଛି ରାସ୍ତା ନିର୍ମାଣ ପାଇଁ ଜମିର ଅଧିଗ୍ରହଣ । ଏଥିରୁ ବେଲଗାଁ- ରିଗଡୋଲ ଏନ୍ ଏଚ୍ – ୫୯ ଜାତୀୟରାଜପଥର ବିଜେପୁର ପଞ୍ଚାୟତର ତରାସିଂହା ଗ୍ରାମ ଦେଇ ଯାଇଥିବା ରାସ୍ତାର ରାସ୍ତାପାର୍ଶ୍ବ ଘରଭଙ୍ଗା କ୍ଷତିପୂରଣ ପ୍ରଦାନରେ ହେରଫେର ହୋଇଥିବା ଅଭିଯୋଗର ଚର୍ଚ୍ଚା ପ୍ରକାଶ ପାଇଛି।
Read Moreପ୍ରତିବାଦସଭାରେ ଯୋଗଦେଲେ ମଳୟ ମିଶ୍ର ବରଗଡ : ଗତ ମାସାଧିକ କାଳ ଧରି ଗନ୍ଧମାର୍ଦ୍ଦନ ର ପାଦଦେଶ ପାଇକମାଳ ବ୍ଲକ୍ ଅଫିସ ପରିସରରେ ଚାଲିଥିବା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆନ୍ଦୋଳନ ସ୍ବରୂପ ଗଣଧାରଣା ଜାରୀ ରହିଛି । ଏହାପୂର୍ବରୁ ଏପରି ଗଣଧାରଣା ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଦନ ପାଦଦେଶ ଖପ୍ରାଖୋଲ ତହସିଲ ଅଫିସ ପରିସରରେ ଦୀର୍ଘ ୫୫ ଦିନ ଧରି ପରିଷଦର ଗଣଧାରଣା ଚାଲିଥିଲା
Read Moreପ୍ରଦୂଷଣର ବଳୟରେ ଗ୍ରାମବାସୀ ଖୋଲାଖୋଲି ଶ୍ରମିକଶୋଷଣ ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକର ପାଣିମୋରା ଗ୍ରାମ ଜଙ୍ଗଲ ଠାରେ ସ୍ଥାପିତ ଏକ ଘରୋଇ ଇଥାନଲ୍ କାରଖାନାରେ ଖୋଲାଖୋଲି ଯାବତୀୟ ନିୟମର ଉଲଙ୍ଘନ କରାଯାଇ ଆସୁଥିବା ଦେଖାଯାଇଛି । ଏପରିକି ଦିଲ୍ଲୀର ଜଣେ ମାରୱାଡି ଘରୋଇ ଉଦ୍ୟୋଗରେ ଏହି କାରଖାନାର ସ୍ଥାପନ କରିଥିବା ବେଳେ କାରଖାନାର ସମ୍ମୁଖ କାନ୍ଥରେ ଓଡ଼ିଶା ସରକାରଙ୍କ ଲୋଗୋ ବ୍ୟବହାର
Read Moreଏବେ ସିଧା ମୈଦାନକୁ ଓହ୍ଲାଇଲେ ସାଂସଦ ବଲାଙ୍ଗୀର : ଗଲା କିଛିଦିନ ଧରି ଗନ୍ଧମାର୍ଦ୍ଦନର ପାଦଦେଶ ବଲାଙ୍ଗୀର ଓ ବରଗଡ ଜିଲ୍ଲାର କେତେକ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳରେ ଆଦାନୀ କମ୍ପାନୀର ସୁନ୍ଦରଗଡ ଜିଲ୍ଲାରେ ଖଣିଖୋଳାର କ୍ଷତିପୂର୍ତି ଆଳରେ ବ୍ୟାପକ ଜମିକିଣାକୁ ନେଇ ଗନ୍ଧମାର୍ଦ୍ଦନ ତାଡିବା ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇ ଗାଁ ରେ ଆନ୍ଦୋଳନ ଜାରୀ ରହିଥିବା ବେଳେ , ଲୋକେ ଏଥିପାଇଁ ମୁଖ୍ଯତଃ
Read More