ଆର୍ ଏମ୍ ସି ର ସିସିଟିଭି କିଣାରେ ଅନିୟମିତତା !

ହାତସଫେଇରେ ପୂର୍ବତନ ସେକ୍ରେଟାରୀଙ୍କ ହାତ ? ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟି ବା ଆର୍ ଏମ୍ ସି କେଳେଙ୍କାରୀ ପୂର୍ବତନ ଦୁର୍ନୀତିଅଭିଯୁକ୍ତ ସେକ୍ରେଟାରୀଙ୍କ ବଦଳି ପରେ ବି ଥମିନାହିଁ ! ରାଜନୈତିକ ସଂରକ୍ଷଣ ଓ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ପୋଷ୍ଟିଂ , ପ୍ରମୋଶନ ଓ ଡେପୁଟେସନ ଆଳରେ ଏଠାରେ ଦୀର୍ଘ ପ୍ରାୟ ୮ / ୯ ବର୍ଷକାଳ

Read More

ମିଥ୍ୟାବିଲ୍ କରିବାକୁ ଚାପ : କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ

ଅଫିସ ଭିତରେ , ଘରୁ ଟାଣିଆଣି , ରାସ୍ତାରେ ଘୋଷାଡି , ଥାନା ସମ୍ମୁଖରେ ରକ୍ତାକ୍ତ କରି ମରଣାନ୍ତକ ମାଡ ଖପ୍ରାଖୋଲ / ବଲାଙ୍ଗୀର/ ଭୁବନେଶ୍ବର : ରାଜ୍ୟରେ ଭାଜପା ସରକାର ଆସିଲାପରେ ଏବଂ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ବିଧାୟକ ଉପମୁଖ୍ୟମନ୍ତ୍ରୀ ହେଲାପରେ ମୁଖ୍ଯତଃ କନକ ବର୍ଦ୍ଧନ ସିଂହଦେଓଙ୍କ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ତାଙ୍କ ଦଳୀୟନେତା ବନାମ ଗୁଣ୍ଡାଙ୍କର ଆତଙ୍କରାଜ ବୃଦ୍ଧି

Read More

ଜିଲ୍ଲା ଲେଖକ ପରିଷଦର ଦିବଂଗତ ଲେଖକଙ୍କ ବିୟୋଗରେ ସ୍ମୃତିସଭା

ବଲାଙ୍ଗୀର : ଗତକାଲି ସ୍ଥାନୀୟ ବଲାଙ୍ଗୀର ଷ୍ଟୁଡେଣ୍ଟ ଷ୍ଟୋର ପ୍ରାଙ୍ଗଣରେ ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦ ପକ୍ଷରୁ ଏକତ୍ର ଚାରିଜଣ କବି ଲେଖକ , କଳାକାର ତଥା ନାଟ୍ୟନିର୍ଦେଶକଙ୍କ ବିୟୋଗରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ମଳୟ ମିଶ୍ରଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ କପିଳେଶ୍ଵର ଖମାରୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ବଲାଙ୍ଗୀର ପୃଥୀରାଜ ହାଇସ୍କୁଲର ଛାତ୍ର ତଥା ବଲାଙ୍ଗୀରର

Read More

ଆରଏମସି ପାଲଟିଛି ସୁନା ଅଣ୍ଡାଦିଆ କୁକୁଡ଼ା !

ଅନାବଶ୍ୟକ କିଣା କୋଟି-କୋଟିର ମେସିନ୍ ଡୁଙ୍ଗୁରିପାଲି : ସୋନପୁର ସମେତ ବିନିକା ଓ ଡୁଙ୍ଗୁରିପାଲି ବଜାର ପ୍ରାଙ୍ଗଣ ରହିଥିବା ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଆର୍ ଏମ୍ ସି ଟି ବସ୍ତୁତଃ ପ୍ରଶାସନ ଓ ବିଭାଗର ସୁନାଅଣ୍ଡାଦିଆ କୁକୁଡା ପାଲଟିଥିବା କୁହାଯାଉଛି । କାରଣ ବିନା ଆବଶ୍ୟକତାର ଓ ସ୍ବଚ୍ଛ ପ୍ରକ୍ରିୟାରେ ପ୍ରତିବର୍ଷ ଏହି ସଂସ୍ଥା ଜରିଆରେ ଚାଷୀମାନଙ୍କ ସୁବିଧା ଆଳରେ କୋଟି କୋଟି ଟଙ୍କାର

Read More

ଗୋଳାବାରୁଦ କାରଖାନା ପରିସରରେ ଅବୈଧଶିକାର !

ଚୋରାବିଦ୍ୟୁତ୍ ତାର ଲଗାଇ ବାର୍ହା ମାରିଲେ ବଲାଙ୍ଗୀର : ସଇଁନ୍ତଳା ବଡମାଳ ଗୋଳାବାରୁଦ କାରଖାନା ପରିସରରେ ଅବୈଧ ବନ୍ୟପ୍ରାଣୀଙ୍କୁ ଚୋରାଶିକାରୀମାନେ ରୀତିମତ ଶିକାର କରୁଥିବା ଜଣାଯାଇଛି । କିଛିବର୍ଷ ତଳେ କାରଖାନା ପାଚେରୀ ନିକଟସ୍ଥ ଏକ ଗାଆଁରେ ଏକ ବାଘୁଣୀକୁ ଗ୍ରାମବାସୀମାନେ ପିଟି ପିଟି ମାରିଦେବା ଘଟଣାରେ ସ୍ଥାନୀୟ ତତ୍କାଳୀନ ଟିଟିଲାଗଡ ବନବିଭାଗ ରେଞ୍ଜର ଅଡୁଆରେ ପଡିଥିବାଘଟଣା ପରେ ଗତକାଲି ରାତିରେ କାରଖାନାର ପୋଷ୍ଟ

Read More