ନର୍ଲାରୁ ଉଦ୍ଧାର : ଲୁଚାଉଛି ପୁଲିସ୍ ? ଡିପିସିଓଙ୍କ ବିରୁଦ୍ଧରେ ସିଡବ୍ଲୁସି ସଦସ୍ଯାଙ୍କର ଗୁରୁତର ସୂଚନା ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଏକାଧିକ ଶିଶୁବିକ୍ରି ଘଟଣା ପଛରେ ଆନ୍ତଃରାଜ୍ୟ ରାକେଟ୍ ଜରିଆରେ ଆନ୍ତର୍ଜାତିକ ଶିଶୁଚୋରାଚାଲାଣର ସୁରାକ୍ ମିଳିଛି । ଆଗର କେତେକ ମାମଲାରେ ଏହି ସନ୍ଦେହ ପ୍ରକାଶ କରାଯାଇ ଆସୁଥିଲେ ହେଁ , ସମ୍ପୃକ୍ତ ବିଭାଗ , ପୁଲିସ, ପ୍ରଶାସନ ଓ ସରକାର ଏଥିନେଇ
Read Moreମ୍ୟାନେଜରଙ୍କ ସମ୍ପର୍କୀୟଙ୍କ ଦ୍ବାରା ଚାଷୀଙ୍କ ସାର ଯୋଗାଣ ସୋନପୁର : ତରଭା ବ୍ଲକ୍ ର ପାଣିମୋରା ଇଥାନଲ୍ କାରଖାନା ବା ମାସ୍ ବାଇ ଓ ଫୁଏଲ୍ ଲିଃ .ଘରୋଇ ସ୍ପିରିଟ୍ କାରଖାନାର ନିୟମ ଉଲଂଘନ ଓ ଅନିୟମିତତା ସମ୍ପର୍କରେ ଯାହା ଜନଅଭିଯୋଗ ପ୍ରକାଶ ପାଇଲେ ବି ସମ୍ପୃକ୍ତ ବିଭାଗ , ପ୍ରଶାସନ ଓ ସରକାର ନୀରବଦ୍ରଷ୍ଟା ପାଲଟିଛନ୍ତି ! ଲୋକେ କହୁଛନ୍ତି ଜିଲ୍ଲାର ଏହି
Read Moreଏସ୍ ଇ ଙ୍କ ୨ % ଓ ଜେଇଙ୍କ ମୁଣ୍ଡରେ ଅଠା ବଲାଙ୍ଗୀର : ବଲାଙ୍ଗୀର କ୍ଷୁଦ୍ର ଜଳସେଚନ ବିଭାଗରେ ଏବେ ଉପରୁ ତଳମୁଣ୍ଡ ପର୍ଯ୍ୟନ୍ତ ଦୁର୍ନୀତିର ଖୋଲା ଛୁଟ୍ । ଏଇ କେଇମାସ ହେବ ଏଠାରେ ଯୋଗ ଦେଇଛନ୍ତି ଜଣେ କରିତ୍ କର୍ମା ଅଧୀକ୍ଷଣ ଯନ୍ତ୍ରୀ ରବୀନ୍ଦ୍ର କୁମାର ସେଠୀ । ପୁରୀ ମହାପ୍ରସାଦ ପାଟିରୁ ନ ଛାଡ଼ୁଣୁ , ମହାରାଜାଙ୍କ ଛାନିଆଁରେ
Read Moreଏଥର ସେଇ ଟିଟିଲାଗଡ ଲିଙ୍କ୍ ! ବଲାଙ୍ଗୀର : ଗତ ୮ ତାରିଖରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ସଦ୍ୟପ୍ରସସୂତ ଏକ ୩ ଦିନର ଶିଶୁପୁତ୍ରକୁ ୫ ହଜାର ଟଙ୍କାରେ ବିକ୍ରି କରି ଦିଆଯାଇଥିବା ଅଭିଯୋଗ ହୋଇଛି । ଘଟଣାଟି ଚର୍ଚ୍ଚିତ ହୋଇପଡିବା ପରେ ସମ୍ପୃକ୍ତ ଶିଶୁସୁରକ୍ଷା ସଂସ୍ଥା ଓ ପ୍ରଶାସନ ଦ୍ବାରା ଶିଶୁଟିକୁ ଉଦ୍ଧାର କରାଯାଇ ପୋଷ୍ୟସନ୍ତାନ କେନ୍ଦ୍ରରେ ରଖାଯାଇଛି ।
Read Moreସୋନପୁର : ସୁବର୍ଣ୍ଣପୁର ଜିଲ୍ଲାର ଶିଶୁ ବିକାଶ ପ୍ରକଳ୍ପ ବନାମ ଅଙ୍ଗନବାଡିର ଗର୍ଭବତୀ,ପ୍ରସୂତୀ ଓ ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ଛତୁଆ , ଲଡୁ ଓ ଅଣ୍ଡାରୁ ନିୟମିତ ତଳୁ ଉପର ପର୍ଯ୍ୟନ୍ତ ବଟି ଲୁଣ୍ଠନ ଅବ୍ୟାହତ ରହିଛି । ଗତ ୨୪ ବର୍ଷର ବିଜେଡି ସରକାର ସମେତ ଚଳିତ ସରକାର ପର୍ଯ୍ୟନ୍ତ ଏହି ଅମାନବୀୟ ସରକାରୀ ଲୁଣ୍ଠନ ଧାରା ବଜାୟ ରହିଛି । ବରଂ
Read More