ବିଭାଗର ଯାବତୀୟ ଅନିୟମିତତା ସେମାନଙ୍କ ହାତରେ ! ବଲାଙ୍ଗୀର : ସଂପ୍ରତି ଓଡିଶା ରାଜ୍ଯ ଯୋଗାଣ ନିଗମର ଆଉଟ୍ ସୋର୍ସିଂ ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତି ସମୟସୀମା ଆଉ ୩ ମାସ ବୃଦ୍ଧି ପାଇଥିବାର ନିର୍ଦ୍ଦେଶ ଆସିଛି । ଏହି ଉପାୟରେ କର୍ମଚାରୀଙ୍କ ଅଭାବ ଆଳରେ ଥର ଥର କରି ସେମାନଙ୍କ ଅସ୍ଥାୟୀ ନିଯୁକ୍ତିର ସଂପ୍ରସାରଣ ମୂଳରେ କ’ଣ ରହିଛି , ତଦନ୍ତ ସାପେକ୍ଷ ।
Read Moreଧାନବୋଝେଇ ଟ୍ରକ୍ ଓଲଟିଲା : ଘଟଣାସ୍ଥଳରୁ ଧାନ ଚୋରି ! ଲାଠୋର : ଗତ ୧୦ ତାରିଖ ଦିନ ପ୍ରାୟ ୧୧ ଟା ସମୟରେ ଲାଠୋର ଥାନା ଲାଠୋର-ପର୍ଲିମାଲ୍- ବେଲପଡା ସଂରକ୍ଷିତ ଜଙ୍ଗଲ ରାସ୍ତାର ଲାଠୋର ଦୁର୍ଗେଶ୍ବରୀ ହାଇସ୍କୁଲ ପାଖରେ ଏକ ଧାନଭର୍ତ୍ତି ୯୦୭ ମିନିଟ୍ରକ୍ ( ଓଡି ୨୬ ବି ୦୫୯୨ ନମ୍ବର)ଓଲଟି ପଡିଥିଲା । ଚାଳକ ଟ୍ରକ୍ ଛାଡି ଫେରାର୍ ହୋଇଯାଇଥିଲା
Read Moreପୁଲିସର ତତ୍ପରତା ଫଳରେ ପୁରୀରୁ ଉଦ୍ଧାର : ବ୍ୟବହୃତ କାର୍ ଜବତ ଗଞ୍ଜେଇ ଚୋରାଚାଲାଣ କାରଣ ସନ୍ଦେହ ! ସୋନପୁର : ଗତ ୭ ତାରିଖ ଦିନ ସଂନ୍ଧ୍ଯାରେ ସୋନପୁର ସହରର ପଟାଭାଡି ଅଞ୍ଚଳର ଏକ ନାବାଳକକୁ ଅପହରଣ କରିନିଆଯିବା ପରେ ପୁଲିସ୍ ର ତତ୍ପରତା ଫଳରେ ତାକୁ ପୁରୀରୁ ଉଦ୍ଧାର କରାଯାଇଛି । ପୁଲିସ୍ ପକ୍ଷରୁ ଏହାର କାରଣ ସମ୍ପର୍କରେ ଭିନ୍ନ କଥା
Read Moreଚଳିତବର୍ଷ ଦାଦନଚାଲାଣ ବୃଦ୍ଧି ଆଶଙ୍କା ଟାସ୍କଫୋର୍ସ ନିଷ୍କ୍ରିୟ : ଅନ୍ନଦାତା ବିଧାୟକ : ତ୍ରୁଟିପୂର୍ଣ୍ଣ ଚାଷୀ ପଞ୍ଜୀକରଣ ବଲାଙ୍ଗୀର : ଚଳିତବର୍ଷ ବଲାଙ୍ଗୀର ଜିଲ୍ଲାରୁ ଦାଦନଶ୍ରମିକ ଚାଲାଣ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି । ଜିଲ୍ଲା ଶ୍ରମବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟରେ ପ୍ରକୃତ ସଂଖ୍ୟାଠାରୁ ଯଥେଷ୍ଟ ଅଧିକ ଓ ଲାଇସେନ୍ସ ପ୍ରାପ୍ତ ଶ୍ରମିକ ଠିକାଦାରଙ୍କ ଛଡା ସର୍ଦ୍ଦାରଙ୍କ ଦ୍ବାରା ହଜାର ହଜାର ବେଆଇନ
Read Moreଶିଶୁବିକ୍ରି ଅଭିଯୋଗର ତଦନ୍ତ ଓ ଶିଶୁ ସୁରକ୍ଷା କାର୍ଯ୍ଯକ୍ରମରେ ତ୍ରୁଟି ବଲାଙ୍ଗୀର/ ସୋନପୁର : ଗତବର୍ଷ ବଲାଙ୍ଗୀର ଜିଲ୍ଲାରେ ଏକାଧିକ ଶିଶୁବିକ୍ରି ଅଭିଯୋଗ ହୋଇଥିଲା । ଏହା ଡିସିପିୟୁ ଓ ସିଡବ୍ଲୁସିର ତନାଘନା ସହ ପ୍ରଶାସନ ଓ ପୁଲିସର ଅଧାପନ୍ତରିଆ ତଦନ୍ତ ପରେ ବସ୍ତୁତଃ ମିଡିଆ ମ୍ୟାଟର୍ ଓ ଚପାଇ ଦିଆଯିବାରେ ପରିଣତ ହେଲା । ଟିଟିଲାଗଡ ଉପଖଣ୍ଡ ହାସପାତାଳର ଏମ୍ ସି ଏଚ୍
Read More