ଆତ୍ମୀୟ କହିଲେ : ପୁଲିସ ଘଣ୍ଟ ଘୋଡାଉଛି ! ହୋଟେଲ, ଜାଗାଜମି କିଣାବିକାରେ ପ୍ରବଳ ପ୍ରତିଦ୍ବନ୍ଦିତା ବଲାଙ୍ଗୀର : ଏବେ ଟିଟିଲାଗଡରେ ଜଣେ ହୋଟେଲମାଲିକଙ୍କୁ ଭଡାଟିଆଙ୍କ ଜରିଆରେ ସୁପାରି ଦେଇ ବଲେରୋ ଚପାଇ ହତ୍ୟାଉଦ୍ୟମ ମାମଲାରେ ଦୁଇ ସହଯୋଗୀଙ୍କ ସମେତ ଜଣେ ବିଜେପି ନେତା ତଥା ବିଧାୟକଙ୍କ ଘନିଷ୍ଠ ସହଯୋଗୀ ଯୁବଠିକାଦାରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଆଜି ସିନ୍ଧେକେଲା ଥାନାର ଆଉ
Read Moreପୁଲିସ କହିଲା ଏକପାଖିଆ ପ୍ରେମ ! ବଲାଙ୍ଗୀର : ଟିଟିଲାଗଡ ସହରରେ ଘଟିଥିବା ଜଣେ ହୋଟେଲ ମାଲିକଙ୍କୁ ପିଛା କରି ପଛରୁ ସ୍କୁଟିରେ ଏକ ନମ୍ବରବିହୀନ ଧଳା ବଲେରୋରେ ଧକ୍କା ଦେଇ ହତ୍ୟାଉଦ୍ୟମ ମାମଲାର ପର୍ଦ୍ଦାଫାସ୍ ହୋଇଛି । ସିସିଟିଭି ଫୁଟେଜ୍ , ମୋବାଇଲ କଲ୍ ରେକର୍ଡ ଓ ମେସେଜ୍ ଇତ୍ୟାଦିର ଯାଞ୍ଚ ପରେ ଦୁଇଦିନ ତଳେ ପୁଲିସ ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କ
Read Moreକିରିଆମେଟା କାର୍ଯ୍ୟାନୁଷ୍ଠାନ ନା ନିଦ୍ରାଭଙ୍ଗ ? କଣ୍ଟାବାଞ୍ଜି : ଦାଦନଚାଲାଣକୁ ନେଇ କଣ୍ଟାବାଞ୍ଜି ସବୁଦିନ ଚର୍ଚ୍ଚାରେ ରହିଆସିଛି । ଏହା ହେଉଛି ଦାଦନଗଡ ଓ ଏଠାକୁ ରାଜ୍ଯବାହାରର ଇଟାଭାଟି ମାଲିକମାନେ ଆସି ଲଜ୍ ଗୁଡିକରେ ଓ କ୍ରମଶଃ ସର୍ଦ୍ଦାରମାନଙ୍କ ସହ ସମ୍ପର୍କ ସ୍ଥାପନ କରି ସେମାନଙ୍କ ଘରେ ବା ଫାର୍ମହାଉସ୍ ରେ ରହିଥାଆନ୍ତି । ଏଠାରେ ବଡ ବଡ କୋଟିପତି ସର୍ଦ୍ଦାରଙ୍କ ଘର ।
Read Moreବିଧାୟକଙ୍କ ସହଯୋଗୀ ଭାଜପାନେତା ଗିରଫ : କାରଣ ଅସ୍ପଷ୍ଟ ! ଟିଟିଲାଗଡ : ଗତ ସେପ୍ଟେମ୍ବର ୨୮ ତାରିଖ ରାତିରେ ଜଣେ ସ୍ଥାନୀୟ ହୋଟେଲ ମାଲିକଙ୍କୁ ଏକ ନମ୍ବରବିହୀନ ବୋଲେରୋରେ ତାଙ୍କ ଘରପାଖରେ ଚପାଇ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ପୁଲିସ ଘଟଣାର ୧୦ ଦିନପରେ ସ୍ଥାନୀୟ ବିଧାୟକଙ୍କ ଡାହାଣହାତ କୁହାଯାଉଥିବା ଜଣେ ସ୍ଥାନୀୟ ଭାଜପା ନେତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
Read Moreଦୁଇଟି ହାସପାତାଳର ଦୁଇ ମହିଳାଙ୍କ ମୃତ୍ୟୁର ତର୍ଜମା ନଜାଣି କାଟିପକଉଛ କାହିଁକି ? ବଲାଙ୍ଗୀର : ଗତ କିଛିବର୍ଷ ମଧ୍ଯରେ ବଲାଙ୍ଗୀର ସହରରେ ସରକାରୀ ଚିକିତ୍ସା ସହ ତାଳଦେଇ ସୁପର ସ୍ପେସିଆଲିଟି ପ୍ରଚାର କରାଯାଉଥିବା ତଥାକଥିତ ଅତ୍ୟାଧୁନିକ ହାସପାତାଳ ଗୁଡିକ ଖୋଲି ବେପାର ଆରମ୍ଭ କରିଦେଇଛନ୍ତି । ବିଡମ୍ବନାର କଥା ଯେ ମୁଖ୍ଯତଃ ବଲାଙ୍ଗୀର ଜିଲ୍ଲାର ଜିଲ୍ଲା ସରକାରୀ ମୁଖ୍ଯ ଚିକିତ୍ସାଳୟର ଡାକ୍ତର ଓ
Read More